Updated: May 16, 2023, 21:51 IST

ଆସ ଉପରକୁ ଏକାଠି ଶୋଇବା ଦେଖନ୍ତୁ ଖୁଲମ୍ ଖୋଲା ଅଫର ଦେଲେ ଯୁବତୀ VIRAl VIDEO

Viral Video

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ଏବେ ଏଭଳି କିଛି ଖବର ଦେଖିବାକୁ ମିଳୁଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଅନେକ ପ୍ରକାରର ଖବର ପାଇପାରିବେ ଆଉ ଏହି ସବୁ ଖବର ଏବେ ସବୁ ଆଡ଼େ ଦେଖିବାକୁ ମିଳୁଛି ।
ଆପଣମାନେ ଏହି ଭିଡିଓ ମାଧ୍ୟମରେ ଦେଖିପାରିବେ କି ଜଣେ ଯୁବତୀ ତାର ପ୍ରେମିକ ସହ କିଭଳି କଥା ହେଉଛି । ଆଜିକା ଯୁଗରେ ପ୍ରେମିକ ଆଉ ପ୍ରେମିକା ଏଭଳି ସବୁ କାମ କରୁଛନ୍ତି ଯାହା ଏହି ସମାଜ ପାଇଁ ନିନ୍ଦନୀୟ ଅଟେ ।
ଆଜିକା ଯୁଗରେ ଲୋକମାନେ ଏଭଳି ସବୁ କାମ କରିବା ପୂର୍ବରୁ ଟିକେ ବି ଭାବୁ ନାହାଁନ୍ତି । ଆଉ ଛୋଟ ପିଲାମାନେ ଆଜିକା ସମାଜରେ ଲଭ୍ କରୁଛନ୍ତି । ଏହି ଭିଡିଓରେ ଆପଣମାନେ ଦେଖିପାରିବେ ଏଭଳି ଏକ ଘଟଣା ।
ଏହି ଭିଡିଓରେ ଦେଖିପାରିବେ କି ଜଣେ ପ୍ରେମିକା ଘରର ଛାତ ଉପର ବାଲକୁନିରେ ଛିଡ଼ା ହୋଇଛି । ଆଉ ସେହି ବାଲକୁନିର ତଳେ ତାର ପ୍ରେମିକ ଛିଡ଼ା ହୋଇଛି । ରାସ୍ତାରେ ତାର ପ୍ରେମିକ ଛିଡ଼ା ହୋଇଛି ।
ଆଉ ଏହାପରେ ସେ ଏଭଳି କାମ କରୁଛନ୍ତି ଯାହା ଦ୍ଵାରା ଆପଣମାନେ ଜାଣିଲେ ଆପଣଙ୍କୁ ଲାଜ ଲାଗିବ । ଏହି ଯୁବତୀ ଜଣକ ତାର ପ୍ରେମିକକୁ ଦେଖି ଷ୍ଟାଇଲ ମାରୁଛି । ଆଉ ସେହି ଯୁବକ ଜଣଙ୍କୁ ଇଶାରା ବି କରୁଛି ।
ଏହି ଯୁବତୀ ଜଣକ ତାର ପ୍ରେମିକକୁ ଇଶାରା ଦେଉଛି କି ତାଙ୍କ ଘରେ କେହି ନାହାନ୍ତି ଆଉ ତାର ବାପା ମା ବାହାରକୁ ଯାଇଛନ୍ତି । ଏହାପରେ ଯୁବତୀ ଜଣକ ଇଶାରା ଦେଇ ଡାକୁଛି କି ତାର ପ୍ରେମିକ ଘରକୁ ଆସୁ ।
ଏହିଭଳି ଅନେକ ଉପାୟରେ ଏହି ଦୁଇଜଣ କଥାବାର୍ତ୍ତା କରୁଛନ୍ତି । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏହା ଦେଖିପାରିବେ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯାହାକୁ ନେଇ ଚର୍ଚ୍ଚା ହେଉଛି ।

Advertisement