Mar 31, 2023, 14:11 IST

ଚିପିଦେଲା ବାତେରା ଟୋକା ଦେଖନ୍ତୁ ଏହି VIRAL VIDEO କେମିତି ଚାହୁଁ ଚାହୁଁ କରିଦେଲା ଖେଳ

Viral news

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ଏଭଳି କିଛି ଭିଡିଓ ବା ଖବର ବିଷୟରେ ସୂଚନା ପାଇଥାନ୍ତି ଯାହା ତାଙ୍କ ମନରେ ଅନେକ ପ୍ରକାରର ଭାବନା ସୃଷ୍ଟି କରିଥାଏ ।
ଏବେ ଏଭଳି କିଛି ଖବର ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଭିଡିଓରେ ଆପଣମାନେ ଏଭଳି କିଛି ଘଟଣା ବିଷୟରେ ଜାଣିପାରିବେ । ଆଜିକାଲି ଦୁନିଆରେ ପ୍ରେମିକ ଆଉ ପ୍ରେମିକା ଏଭଳି ହେଉଛନ୍ତି ଯାହା ଶୁଣିଲେ ବା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
ଆଜିକା ଯୁଗର ନାରୀମାନେ ଭଲପାଇ ଏଭଳି କାମ କରିବା ସତରେ ବହୁତ ଲଜ୍ୟାଜନକ ଅଟେ । ଏହି ଭିଡିଓରେ ଆପଣ ଏଭଳି କିଛି ଘଟଣା ଦେଖିପାରିବେ । ଏହି ଭିଡିଓରେ ଯୁବତୀ ଆଉ ଯୁବକ ଭଲ ପାଉଛନ୍ତି । ସେମାନେ କଲେଜରେ ପାଠ ପଢ଼ୁଛନ୍ତି । ଆଉ ପାଠ ପଢ଼ିବା ସମୟରେ କଲେଜରୁ ଆସି ଏଭଳି କାମ କରିବା ନିନ୍ଦନୀୟ ଅଟେ ।
ଏହି ଭିଡିଓରେ ଦେଖିବାକୁ ମିଳୁଛି କି ଯୁବତୀ ଜଣକ ସହ ତାର ପ୍ରେମିକ ରାସ୍ତା ମଝିରେ ଏଭଳି କାମ କରୁଛି ଯେଉଁଥିପାଇଁ ଝିଅର ଦେହ ଖରାପ୍ ହେବା ଭଳି ଲାଗୁଛି । ଆଉ ଝିଅଟି ମଧ୍ୟ ପୁଅକୁ ଏଭଳି କାମ କରିବା ପୂର୍ବରୁ ମନା କରିବା କଥା କି ଏଭଳି କାମ କରିବା ଠିକ୍ ନୁହେଁ ।
ଆଉ ଏହି ଯୁବକ ଜଣକ ମଧ୍ୟ ଜାଣିବା ଦରକାର ଏହା ହେଉଛି ରାସ୍ତା । ଆଉ ରାସ୍ତାରେ ଇଜ୍ଜତ ବଞ୍ଚାଇବା ବଦଳରେ ଏଭଳି ଇଜ୍ଜତ ନଷ୍ଟ କରିବା ଠିକ୍ ନୁହେଁ । କିନ୍ତୁ ସେମାନେ ଏଭଳି କାମ କରିବା ଲଜ୍ୟା ଅଟେ ।
ଏହି ଯୁବକ ଜଣକ ଯୁବତୀ ସହ କଲେଜ ସମୟରୁ ବାହାରକୁ ଆସି ପୁଣି ରାସ୍ତା ମଝିରେ ଏଭଳି କାମ କରିବା ସତରେ ବହୁତ ଲଜ୍ୟାଜନକ ଅଟେ । କଲେଜରେ ପାଠ ପଢ଼ିବା ପାଇଁ ବାପା ମା ଛାଡୁଛନ୍ତି କିନ୍ତୁ ଏଭଳି ନିର୍ଲଜ୍ଜ କାମ କରିବା ପୂର୍ବରୁ ସେମାନେ ନିଜ ଇଜ୍ଜତ କଥା ଭାବିବା ଉଚିତ ।
ଏହି ଯୁବତୀ ଏବଂ ଯୁବକ ଜଣଙ୍କର ଏହି କାମ କରିବା ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହାକୁ ନେଇ ଏବେ ଚର୍ଚ୍ଚା ହେଉଛି ।

Advertisement