ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଅନେକ ପ୍ରକାରର ଭିଡିଓ ଭାଇରାଲ ହେଉଥିବାର ଦେଖିବାକୁ ପଉଥିବେ। ବନ୍ଧୁଗଣ ଆଜିକାଲି ସମାଜରେ ସ୍ୱାମୀ ସ୍ତ୍ରୀ ଭିତରେ ଥିବା ମଧୁର ସମ୍ପର୍କ ବହୁତ କମ ଦେଖିବା ପାଇଁ ମିଳୁଛି ଏହି ଯୁଗରେ ପ-ର-କୀ-ୟା ପ୍ରୀତି ଅନେକ ସମୟରେ ଦେଖିବା ପାଇଁ ମିଳୁଛି।
କେତେ ବେଳେ ସ୍ୱାମୀ ଅନ୍ୟ କେଉଁଠି ଖରାପ ସମ୍ପର୍କ ରଖୁଛି ତ ପୁଣି କେଉଁଠି ସ୍ତ୍ରୀ ଅନ୍ୟ କାହା ସହ ସମ୍ପର୍କ ରଖୁଛି। ଶା-ରୀ-ରି-କ ସମ୍ପର୍କ ରଖିବା ପାଇଁ ଏଭଳି କିଛି ବ୍ୟକ୍ତି ଅଛନ୍ତି ଯେଉଁ ମାନେ ନିଜ ବିବେକ ବୁଦ୍ଧି ମଧ୍ୟ ହରାଇ ବସନ୍ତି। ଆଉ ଏବେ ସେଭଳି ଏକ ଘଟଣା ପୁଣି ଦେଖିବା ପାଇଁ ମିଳିଛି।
ତେବେ ସେଭଳି ଏକ ଘଟଣା ସାମ୍ନା କୁ ଆସିଛି ଯାହାକୁ ଶୁଣିଲେ ଏଭଳି ନାରୀ ପ୍ରତି ଆପଣ ମଧ୍ୟ ଖୁବ ନି-ନ୍ଦା ଅନୁଭବ କରିବେ। ତେବେ ଭାଉଜ ଏବଂ ଦିଅର ମଧ୍ୟରେ ଥିବା ସମ୍ପର୍କକୁ ପବିତ୍ର ବୋଲି ବିବେଚନା କରାଯାଏ।
ଏହି ସମ୍ପର୍କ ଭାଇ ଏବଂ ଭଉଣୀ କିମ୍ବା ମାଆ ଏବଂ ପୁଅ ସହିତ ତୁଳନା କରାଯାଏ। କିନ୍ତୁ ବେଳେବେଳେ ଏହି ସମ୍ପର୍କ ମଧ୍ୟ ଖରାପ ସମ୍ପର୍କରେ ପରିଣତ ହୁଏ। ତେବେ ବନ୍ଧୁଗାଁ ଭାଇ ଘରେ ନଥିବା ସମୟରେ ଭାଉଜକୁ ନେଇ ଦିଅର ରା-ସ-ଲୀ-ଳା କରିବାକୁ ଆସିଥିଲା।
ପରେ ଏହି ସମ୍ପର୍କ ବିଷୟ ରେ ମହିଳା ଙ୍କର ସ୍ୱାମୀ ଜାଣି ପାରି ଥିଲେ ଆଉ ଜାଣିବା ପରେ ସ୍ୱାମୀ ତାଙ୍କ ସ୍ତ୍ରୀଙ୍କୁ ଅତି ଗାଳି ଗୁଲଜ କରିଥିଲେ।
ତେବେ ଏହି ଘଟଣା ଟି ଏବେ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚା ର ବିଷୟ ପାଲଟିଛି ଏବଂ ଏହାକୁ ଦେଖି ଅନେକ ଲୋକ ମହିଳା ଜଣଙ୍କୁ ନିନ୍ଦା କରିଛନ୍ତି। କାରଣ କିଛି ଏଭଳି ମହିଳା ଙ୍କ ପାଇଁ ସମାଜ କ-ଳ-ଙ୍କି-ତ ହେଉଛି ଆଉ ଆଗାମୀ ଯୁବ ପିଢ଼ି ଙ୍କ ଉପରେ ମଧ୍ୟ ଖୁବ ଖରାପ ପ୍ରଭାବ ପକାଉଛି।
ଏଭଳି ଶା-ରୀ-ରି-କ ସମ୍ପର୍କରେ ଲୀନ ହୋଇ କିଛି ବ୍ୟକ୍ତି ନିଜର ମାନବିକତା ହରାଇ ବସୁଛନ୍ତି ଯାହାକି ଖୁବ ଲ-ଜ୍ୟା ଜନକ କଥା ଅଟେ।