ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆଜିର ଏହି ଦୁନିଆରେ ଯେଉଁଠି ପଇସା ନାହିଁ ସେଠାରେ ଅନ୍ୟ ଜଣକ ର ମହତ୍ତ୍ଵ ହିଁ ନାହିଁ କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ। ଆଜିର ଏହି ଦୁନିଆରେ ସମସ୍ତେ ପଇସା ପଛରେ ପାଗଳ ଅଟନ୍ତି କାରଣ ପଇସା ବିନା କିଛି ହେଲେ ସମ୍ଭବ ହେବ ନାହିଁ। ଖୁସୀରେ ଦି ମୁଠା ଖାଇବାକୁ ହେଲେ ପଇସା ହିଁ ନିହାତି ଦରକାର ଅଟେ। ସେଥି ପାଇଁ ଲୋକେମାନେ ନିଜ ପରିବାର ଓ ନିଜର ପ୍ରତି ପୋଷଣ ପାଇଁ କିଛି ବି କରି ଥାଆନ୍ତି ।
ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ମାଳି ସାହି ରେ କଣ ହୋଇଥାଏ। ସେଠାରେ ଥିବା ଯୁବତୀ ମାନେ ଏହି ପଇସା ପାଇଁ ହିଁ ଯାଇଥାଆନ୍ତି। କିଭଳି ଦୁଇ ପଇସା ପାଇଲେ ନିଜ ପରିବାର ଓ ନିଜ ପେଟ ପୋଷି ପାରିବେ। ଖାସ୍ ସେଥି ପାଇଁ ସନ୍ଧ୍ୟା ହେବା କ୍ଷଣି ସେମାନେ ସଜେଇ ହୋଇ ବାହାରେ ବସିଥାନ୍ତି। ଆଉ ଅପେକ୍ଷା କରିଥାଆନ୍ତି ଗ୍ରାହକ ମାନଙ୍କୁ କେତେବେଳେ ସେମାନେ ଆସି ସମୟ ବିତାଇବେ ଓ ତାଙ୍କୁ ଦୁଇ ପଇସା ଦେଇକି ଯିବେ।
ଏହି ଦୃଶ୍ୟ ସତରେ ହୃଦୟ ସ୍ପର୍ଶ ଅଟେ କାରଣ ସମୟ କାହାକୁ କେତେବେଳେ ନେଇ କେଉଁ ମୋଡରେ ପହଞ୍ଚାଏ ତାହାର ଭରଷା ମଧ୍ୟ ନଥାଏ। ଏହି ପଇସା ପାଇଁ ଶେଷରେ ଏହି ଯୁବତୀ ମାନେ ନିଜ ଦେହ ବିକ୍ରି କରିବାକୁ ମଧ୍ୟ ପଛାଇ ନଥାନ୍ତି। କାରଣ ସେମାନେ ଜାଣନ୍ତି କି ଏଭଳି ନକଲେ ତାଙ୍କୁ କେହି ହେଲେ ମଧ୍ୟ ଟଙ୍କା ଟିଏ ବି ଦେବେ ନାହିଁ। ଇଚ୍ଛା ନଥିଲେ ମଧ୍ୟ ସେମାନେ ଏଭଳି କରିଥାଆନ୍ତି।
ଏହି ଭିଡିଓ ରେ ଦେଖନ୍ତୁ ଏହି ଭିଡିଓ କରୁଥିବା ବ୍ୟକ୍ତି ଜଣକ ପଚାରୁଛନ୍ତି କି ଏଠାରେ କଣ ମିଳିବ ତାର ପ୍ରତି ବଦଳରେ ଏହି ମାଳି ସାହିର ଯୁବତୀ ମାନେ କହୁଛନ୍ତି କି ଏଠାରେ ସବୁ ମିଳିବ ବୋଲି। ଏବଂ ସେମାନେ ମଧ୍ୟ ଗ୍ରାହକ ମାନଙ୍କ ଅପେକ୍ଷାରେ ସଜ ବାଜ ହୋଇ ତାଙ୍କ ପିଣ୍ଡା ରେ ବସି ଯାଇଛନ୍ତି। ଏବଂ ଏହି ଦୃଶ୍ୟ ବାସ୍ତବରେ ଆଚମ୍ବିତ ଲାଗୁଛି କାରଣ ତାଙ୍କୁ ପଇସା ପାଇଁ ଇଚ୍ଛା ଏଭଳି କାର୍ଯ୍ୟ କରୁଛନ୍ତି।