Updated: Jan 21, 2023, 23:56 IST

ଶାଶୁଘରୁ ବିଦା ହେଲେ ଗୁଣବତୀ ବୋହୂ ମାମୁଁ ଙ୍କ ସହ ଗପୁଥିଲେ ଅ-ଶ୍ଳୀଳ ଗପ ଛି ଛି ଅଡିଓ ହେଲା ଭାଇରାଲ୍

Viral

ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏଭଳି ଏକ ଅଡିଓ ଶୁଣିବାକୁ ମିଳିଛି ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।

ଅଡିଓ କଲ୍ ଯାହାର ଭାଇରାଲ ହୋଇଛି ସେ ହେଉଛନ୍ତି ମାମୁଁ ଆଉ ଭାଣିଜି।ସେମାନେ ପ୍ରଥମେ କିଏ କଣ କରୁଛନ୍ତି ସେହି ବିଷୟରେ କଥା ହୋଇଥିଲେ।

ଏହାପରେ ସଂପର୍କୀୟ ମାମୁଁ ଜଣଙ୍କ ତାଙ୍କ ସ୍ତ୍ରୀ ଙ୍କ ବିଷୟରେ କଥା ହୋଇଥିଲେ।ଏହାପରେ ଭାଣିଜି ତାଙ୍କ କଥାଶୁଣି କେବଳ ହଁ ହଁ କହିଥିଲେ।

ସମ୍ପର୍କୀୟ ମାମୁଁ ଜଣଙ୍କ ଭାଣିଜି ଙ୍କୁ ଦେଖା କରିବା ପାଇଁ କହିଥିଲେ।ବର୍ତ୍ତମାନ ସମୟରେ ଭାଇରାଲ ହେଉଛି ମାମୁଁ ଆଉ ଭାଣିଯି ଙ୍କ ସେ-କ୍ସ୍ ଅଡିଓ।ଯେଉଁମାନେ ମାମୁଁ ଆଉ ଭାଣିଯି ଙ୍କ କଥା ଶୁଣିଛନ୍ତି ସେମାନେ ଛିଁ ଛି କରୁଛନ୍ତି।
ବର୍ତ୍ତମାନ ଏହି ଅଡିଓ କଲ୍ ଟି ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।ବହୁତ ଖରାପ ମଧ୍ୟ ଦର୍ଶକମାନେ କହିଛନ୍ତି।
ଜଣେ ଝିଅ ବୟସର ଭାଣିଯି ସହିତ ମାମୁଁ ସମ୍ପର୍କ ରଖିଛନ୍ତି।ଆଜିକାଲି ଦୁନିଆରେ ଏପରି ଘଟଣା ବହୁତ ସମୟରେ ଦେଖିବାକୁ ମିଳୁଛି। କିଏ କେତେବେଳେ କାହା ସହିତ ଫେରାର ହୋଇ ଯାଇଛନ୍ତି।
ଆଉ କିଏ ବାହା ହୋଇ ମଧ୍ୟ ଅନ୍ୟ କାହା ସହିତ ଚାଲି ଯାଇଛନ୍ତି।ଘର ପରିବାର କିଛି ଭାବୁ ନାହାନ୍ତି। ଯାହା ମନକୁ ଆସୁଛି ତାହା କରୁଛନ୍ତି।ପ୍ରେମରେ ଧୋକା ମଧ୍ୟ ପାଉଛନ୍ତି। ହେଲେ ବି ଜଣେ ଜଣେ ସୁଧୁରି ନାହାନ୍ତି।
ମାମୁଁ ଜଣକ ତାଙ୍କ ଭାଣିଜି ଙ୍କୁ ବହୁତ ଭଲ ପାଉଛନ୍ତି।ଭାଣିଜି ଜଣକ ବିବାହିତ ହୋଇ ମଧ୍ୟ ମାମୁଁ ଙ୍କୁ ଭଲ ପାଉଛନ୍ତି।ସେଥିପାଇଁ ଅଡିଓ କଲ୍ ରେ ଏପରି କଥା କହିଛନ୍ତି ଯାହା ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।
ବର୍ତ୍ତମାନ ଏହି ଅଡିଓ ଯିଏ ଶୁଣିଛନ୍ତି ସେମାନେ ବହୁତ ନିନ୍ଦା କରିଛନ୍ତି।ଏହି ବିଷୟରେ ଯେତେବେଳେ ଘର ଲୋକ ଜାଣିଲେ ଭାଣିଯି ଙ୍କ ଶାଶୁଘର ଲୋକେ ତାଙ୍କୁ ଘରୁ ବାହାର କରି ଦେଇଛନ୍ତି।

Advertisement