Updated: Mar 22, 2023, 15:00 IST

ମୁହଁରେ ଘୋଡ଼ା ହେଲା ଧଳା କପଡା ଚାଲିଗଲେ ଲୋକପ୍ରିୟ ଅଭିନେତ୍ରୀ ଧାରା! ଦେଖନ୍ତୁ କଣ ହେଲା ହଠାତ୍

Viral news

ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଆପଣମାନେ ଜି ସାର୍ଥକରେ ପ୍ରସାରିତ ହେଉଥିବା 'ସାଥିରେ' ସିରିଏଲ୍ ନିଶ୍ଚିତ ଭାବରେ ଦେଖୁଥିବେ। ତେବେ ଏହି ସିରିଏଲକୁ ନେଇ ଆସିଯାଇଛି ଗୋଟେ ବହୁତ୍ ବଡ଼ ଟୁଇଷ୍ଟ।
ଯାହାକି ମୃ-ତ୍ୟୁ ବରଣ କରିଥାନ୍ତି ଧାରା। ଲୋକପ୍ରିୟ ଓଡ଼ିଆ ଚ୍ୟାନେଲ ଜୀ-ସାର୍ଥକରେ ସଫଳତାର ସହିତ ଆଗେଇ ଚାଲିଛି ଆଉ ଏକ ଧାରାବାହିକ ‘ସାଥିରେ’। ସୋମବାରରୁ ଶନିବାର ରାତି ୮ଟାରେ ପ୍ରସାରିତ ଭିନ୍ନ ଧରଣର ଏହି ମେଗା ଧାରାବାହିକ କାହାଣୀର ମୁଖ୍ୟ ଚରିତ୍ରରେ ନଜର ଆସିଛନ୍ତି ଧାରା ଓ ଅମ୍ବର।
ଚୁଲବୁଲି ଅଭିନେତ୍ରୀ ଅନନ୍ୟାଙ୍କୁ ମୁଖ୍ୟ ଭୁମିକା ଧାରା ଚରିତ୍ରରେ ଦେଖିବାକୁ ମିଳିଥିବା ବେଳେ ମ୍ୟୁଜିକ ଭିଡିଓରେ କ୍ୟାରିୟର ଆରମ୍ଭ କରିଥିବା ଅଭିଜିତ ଅଭିନୟ କରିଛନ୍ତି ଅମ୍ବର ଭୁମିକାରେ ଓ ଓଡିଆ ଦର୍ଶକଙ୍କ ମନ ଜିତିଛନ୍ତି। 
ତେବେ ବନ୍ଧୁଗଣ ଏହି ସିରିଏଲ ଆଗାମୀ ଏପିସୋଡ ରେ ଦେଖିବାକୁ ପାଇବେ ଯେ ଧାରାଙ୍କ ମୁହଁରେ ଧଳା ଚାଦର ପଡିଥିବା ଅମର ଦେଖି ପୁରା ରାଗିଯିବେ। ଏହାପରେ ଡାକ୍ତରଙ୍କୁ ଅମ୍ୱର କହିବେ କି, ଆପଣଙ୍କ ସାହସ କେମିତି ହେଲା ଧାରାଙ୍କ ମୁହଁରେ ଧଳା ଚାଦର ପକେଇବା ପାଇଁ।
ଆଉ ଏହାପରେ ଦେଖିବାକୁ ମିଳିଛି କି, ଅମ୍ବର ଧାରାଙ୍କ ମୁହଁରୁ ଧଳା ଚାଦର କାଢି ତାଙ୍କୁ ଉଠାଇବାକୁ ଚେଷ୍ଟା କରିବେ। ଏହି ସମୟରେ ସାଧନା ଅମ୍ବରଙ୍କୁ କହିବେ କି, ବହୁତ୍ ଡେରି ହୋଇଯାଇଛି। ଡାକ୍ତର କହୁଛନ୍ତି କୁ ଧାରାଙ୍କ ହାର୍ଟ ବିଟ୍ ବନ୍ଦ ହୋଇଯାଇଛି।
ଯାହାକୁ ଶୁଣିଲା ପରେ ଆମ୍ବର ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ବନ୍ଧୁଗଣ ଧାରା ବଞ୍ଚିବେ ନା ନାହିଁ ଆଗକୁ ଦେଖିବାକୁ ରହିଲା। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଖବରଟି ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି।

Advertisement