Updated: Nov 25, 2022, 10:20 IST

ଯୁବତୀ ଦେଲେ ଭୟଙ୍କର ଗାଳି ଦେଖନ୍ତୁ ଏହି VIRAL VIDEO ରେ କାହିଁକି କଲେ ଏମିତି

Viral News

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଆପଣମାନେ ଅନେକ ଦେଶ, ବିଦେଶ ଏବଂ ଅନେକ ଅଞ୍ଚଳର ଖବର ପାଇପାରିବେ ।
ସୋସିଆଲ ମିଡିଆରେ ଆପଣମାନେ ଅନେକ ପ୍ରକାରର କମେଡି ଅନେକ ପ୍ରକାରର ନାଚ, ଗୀତ ଭିଡିଓ ଦେଖୁଥିବେ । ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏକ ଭିଡିଓ ଯାହା ଦେଖିଲେ ଆପଣଙ୍କ ମନରେ ଅନେକ ଭାବନା ଆସିବ ।
ଲୋକମାନେ ଏମିତି ସବୁ ଭିଡିଓ କିପରି କରିପାରନ୍ତି । ଏହି ଭିଡିଓରେ ଜଣେ ଯୁବତୀ ଏଭଳି କଥା କହିଛନ୍ତି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଜିକା ଯୁଗରେ ଆପଣମାନେ ଏମିତି ସବୁ ଘଟଣା ଦେଖୁଛନ୍ତି ଯାହା ଏହି ସମାଜ ପାଇଁ ନିନ୍ଦନୀୟ ଅଟେ ।
ସୋସିଆଲ ମିଡିଆରେ ଆପଣମାନେ ଏମିତି ଅନେକ ପ୍ରକାରର ଭିଡିଓ ଦେଖିପାରିବେ । ଯୁବତୀ ଜଣକ ଜଣେ ନାରୀ ହୋଇ ଏଭଳି ଭାଷା କହିଛନ୍ତି ଯାହା ଏହି ସମାଜ ପାଇଁ ନିନ୍ଦନୀୟ ଅଟେ । 
ଏହି ଭିଡିଓ ଛୋଟ ପିଲାମାନେ ଦେଖିପାରିବେ ନାହିଁ । ତାଙ୍କୁ ଏହି ଭିଡିଓ ଦେଖିବାରୁ ବାରଣ କରାଯାଇଛି ।ଏହି ଭିଡିଓ କେବଳ ୧୮ ବର୍ଷରୁ ଅଧିକ ପିଲାମାନେ ଦେଖିପାରିବେ ବୋଲି ଏହି ଭିଡିଓ ଆରମ୍ଭରେ କୁହାଯାଇଛି ।
ଏହି ଭିଡିଓରେ ଦେଖିବାକୁ ମିଳୁଛି କି ଜଣେ ଯୁବତୀ ହୋଇ ମଦ ନିଶାରେ ଏଭଳି ଭାଷା କହିବା ସତରେ ଏକ ଲଜ୍ୟାଜନକ କଥା ଅଟେ । ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେଉଛି । ଏହି ଭିଡିଓ ଦେଖିଲେ ଯେ କେହି ବି ଖରାପ ଭାବିବ ।
ଏହି ଭିଡିଓରେ ଯୁବତୀ ଜଣକ ମଦ ପିଇ ନିଶାରେ ଅଛନ୍ତି । ଆଉ ସେ ହାତରେ ସିଗାରେଟ ଧରି ତାଙ୍କ ସାଙ୍ଗ ମାନଙ୍କୁ ଅଶାଳୀନ ଭାଷାରେ କହୁଛନ୍ତି । ଏହି ଯୁବତୀ ଜଣକ କେବଳ ଅଶାଳୀନ ଭାଷାର ପ୍ରୟୋଗ କରିଛନ୍ତି ।
ଆଉ ଏହି ଭିଡିଓ ଦେଖିଲେ ଯେ କେହିବି ରାଗି ଯିବେ । ଏହି ଭିଡିଓରେ ଥିବା ଭାଷା ସବୁଠାରୁ ଖରାପ । ଝିଅ ପିଲା ହୋଇ ଏଭଳି ଭାଷା କହିବା ଉଚିତ୍ ନୁହେଁ । ଏହା ଆମ ସଂସ୍କାର ବାହାରେ । ଦୟାକରି ଝିଅମାନେ ନିଜ ଶାଳୀନତା ରକ୍ଷା କରନ୍ତୁ । ଦୟାକରି ଏଭଳି ଭାଷା କୁହନ୍ତୁ ନାହିଁ ।

Advertisement