Updated: Oct 11, 2022, 15:31 IST

ଚତୁର୍ଥୀ ରାତିରୁ ଅର୍ଚ୍ଚନା ଜାଣିଲା ସ୍ଵାମୀ କାଢୁଆ ସେଥିପାଇଁ ସାଜିଗଲା ବେ* ଆଉ ଆଜି ତ ପାଇଁ .......

Viral News

ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ବହୁ ଚର୍ଚ୍ଚିତ ଲେଡୀ ର ଅର୍ଚ୍ଚନାଙ୍କ କାହାଣୀ ବର୍ତ୍ତମାନ ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। କାରଣ ତାଙ୍କ ଟ୍ରାପରେ ଫସିଛନ୍ତି ଅନେକ ରାଜନେତା, ବ୍ୟବସାୟୀ, ବିଲଡର, ସିନେ ପ୍ରଯୋଜକ ଓ ସରକାରୀ ଉଚ୍ଚ ପଦସ୍ଥ ଅଧିକାରୀ।

ଆଉ ଯାହାର ତଥ୍ୟ ପ୍ରମାଣ ମଧ୍ୟ ପୋଲିସ ପାଇ ସାରିଥାଇପାରେ। ଯାହାଙ୍କ ଜାଲରେ ପଡିଥିଲେ ବଡ଼ ବଡ଼ ରାଜନେତା, ବଡ଼ ବଡ଼ ବିଲଡର, ବଡ଼ ବଡ଼ ବ୍ୟବସାୟୀ, ବଡ଼ ବଡ଼ ପ୍ରଯୋଜକ ଆଉ ଉଚ୍ଚ ପଦସ୍ଥ ଅଧିକାରୀ ମାନେ। 

ବନ୍ଧୁଗଣ ଅର୍ଚ୍ଚନାଙ୍କର ଅବଶ୍ୟ ସେତେବେଳେ ଟିକିଏ ରଙ୍ଗ କଳା ଥିଲା କିନ୍ତୁ ଏବେ ଧୋବ ଫର ଫର ସଫା। କେସିଙ୍ଗାରୁ ନବମ ଶ୍ରେଣୀରେ ଖେଳ କରି ରାଜଧାନୀ ପଳାଇ ଆସିଥିଲା।
ଏକ ବିଉଟି ପାର୍ଲର ରେ କାମ କରୁଥିଲା କିନ୍ତୁ ନିଜକୁ କାଳୀ ଭାବରେ ଦେଖି ସେ ଜମା ଖୁସି ହେଇ ପାରୁନଥିଲା।
ସୁନ୍ଦରୀ ହେବାକୁ ଥିଲା ଅନେକ ଇଛା , ଶେଷରେ ଏକ ହୋଟେଲ ମାଲିକ ଙ୍କ ସାଙ୍ଗରେ ବେଙ୍ଗାଲୁରୁ ଚାଲିଯାଇଥିଲା ଅର୍ଚ୍ଚନା ନିଜକୁ ସୁନ୍ଦରୀ ଭାବରେ ସଜେଇ ହେବାକୁ।
ଆଉ ସ୍ବପ୍ନ ବି ସତ ହେଇଥିଲା, ବାଙ୍ଗାଲୋର ରେ କାଳୀ ଅର୍ଚ୍ଚନା ଶେଷରେ ସୁନ୍ଦରୀ ସାଜିଥିଲା କସ୍ମେତିକ ସର୍ଜରୀ କରାଇଥିଲେ। ତେବେ ସ୍ବାମୀଙ୍କୁ ରାଜି କରାଇ ଅର୍ଚ୍ଚନା ବଡବଡିଆଙ୍କୁ ଘରକୁ ଡ଼ାକି ଶାରୀରିକ ସଂପର୍କ ରଖେ।
ଅର୍ଚ୍ଚନା ଫେସବୁକ୍ ଇନଷ୍ଟାଗ୍ରାମ ରେ ପ୍ରଥମେ ସେମାନଙ୍କୁ ନିମନ୍ତ୍ରଣ କରେ। ଆଉ ଅର୍ଚ୍ଚନା ସେମାନଙ୍କ ସହ କଥା ବାର୍ତ୍ତା କରି ନିଜର ପ୍ରେମ ଜାଲରେ ଫସାଏ। ଆଉ ତାପରେ ସିଧସଳଖ ଡ଼ାକି ନିଏ ବେଡ ରୁମ୍ କୁ। 
ବଡ ରୁମ୍ ରେ ଅର୍ଚ୍ଚନା ଆଉ ଜଗବନ୍ଧୁ ଲଗାଇ ଥିଲେ ସିସିଟିଭି। ଆଉ ସିସିଟିଭି ରେ କଏଦ ହେଇଥିଲା ଅର୍ଚ୍ଚନା ଆଉ ଅନ୍ୟ ପୁରୁଷଙ୍କର ଉଲଗ୍ନ ଦୃଶ୍ୟ।
ଆଉ ସେହି ଦୃଶ୍ୟକୁ ରେକଡ୍ କରି ସେମାନଙ୍କୁ ପଠାଇ ଅର୍ଚ୍ଚନା ବ୍ଲା-କ-ମେ-ଲି-ଙ୍ଗ କରୁଥିଲେ। ଆଉ ବ୍ଲା-କ-ମେ-ଲି-ଙ୍ଗ କରିବା ପରେ ବଡ଼ବଡ଼ିଆ ମାନେ ଡରି ପଇସା ଦେଇଦେଉଥିଲେ ଅର୍ଚ୍ଚନାଙ୍କୁ।
ତେବେ ଦିନ ଆସିଲା ଏବେ ଅର୍ଚ୍ଚନାଙ୍କର ସବୁ ପର୍ଦାଫାସ ହେବା ସହ ଅର୍ଚ୍ଚନା ଏବେ ଯାଇ ଜେଲରେ।

Advertisement