Oct 11, 2022, 21:06 IST

ସ୍ଵାମୀ ବାହାରେ Archana Naag ସହ ମାଷ୍ଟର ମାଇଣ୍ଡ ସାଜିଥିଲା ଜଗା ? ଦେଖନ୍ତୁ କେମିତି ଚାଲିଥିଲା ସବୁ Planning

VIRAl

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଲେଡୀ ବ୍ଲାକମେଲର ଅର୍ଚ୍ଚନାଙ୍କ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଆଉ ଏହି କଥା ସାରା ରାଜ୍ୟବାସୀ ତ ଜାଣିଥିବେ ।
ଏହି ମହିଳା ଜଣଙ୍କୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା ଜୋର ଧରିଛି । ଏବେ ଏହି ମହିଳା ଜଣକ କୋର୍ଟରେ ଅଛନ୍ତି । ତାଙ୍କ ନାଁରେ ଲାଗିଛି ଅନେକ ସଙ୍ଗୀନ ଦଫା ।
ସେ ଧନୀ ଶ୍ରେଣୀର ବ୍ୟକ୍ତି, ପ୍ରତିଷ୍ଠିତ ବ୍ୟକ୍ତି ଏବଂ ଅନେକ ନେତାମାନଙ୍କୁ ବ୍ଲାକମେଲ୍ କରିଛନ୍ତି ।ଏବେ ଏହି ଘଟଣାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । 
ଏହି ଘଟଣାକୁ ନେଇ ଅନେକ ଗୁମର ମଧ୍ୟ ଖୋଲୁଛି । ଏବେ ସାମ୍ନାକୁ ଆସିଛି ଆଉ ଏକ ତଥ୍ୟ । ଏବେ ଜଣେ ବ୍ୟକ୍ତିଙ୍କ ନାଁ ଆସୁଛି ଯାହାଙ୍କ ନାମ ଖଗେଶ୍ବର । ଆଉ ତାଙ୍କର ନାମ ଖଗେଶ୍ବର ପାତ୍ର ।
ଏହି ବ୍ୟକ୍ତି ଜଣଙ୍କର ଜଗବନ୍ଧୁ ଏବଂ ଅର୍ଚ୍ଚନାଙ୍କ ସହିତ କଣ ରହିଛି ସମ୍ପର୍କ । ଆଉ ସେ ଏମାନଙ୍କର କଣ ଲାଗିବ । ଖଗେଶ୍ବର ପାତ୍ରଙ୍କ ବିରୋଧରେ ମଧ୍ୟ ଅଭିଯୋଗ ଆସିଥିଲା । ଦିନକୁ ଦିନ ଅନେକ ଗୁମର ଫିଟୁଛି ଅର୍ଚ୍ଚନାଙ୍କ ମାମଲାରେ ।
 
ଜଣେ ମହିଳା ଖଗେଶ୍ବର ପାତ୍ର, ଅର୍ଚ୍ଚନା ନାଗ ଏବଂ ଜଗବନ୍ଧୁ ଚାନ୍ଦଙ୍କ ନାଁରେ ଅଭିଯୋଗ କରିଥିଲେ । ଆଉ ଏହି ଅଭିଯୋଗ ଆଧାରରେ ଅର୍ଚ୍ଚନା ନାଗଙ୍କୁ ପୋଲିସ ଗିରଫ କରିଛି ।
ଜଗବନ୍ଧୁ ଚାନ୍ଦଙ୍କ ପାଖକୁ ନୋଟିସ ଜାରି ହୋଇଛି କିନ୍ତୁ ଖଗେଶ୍ବର ପାତ୍ରଙ୍କ ନାଁରେ କୌଣସି ବି ମାମଲା ରୁଜ୍ଜୁ ହୋଇନାହିଁ ।
ଖଗେଶ୍ବର ଏବେ କେଉଁଠି ଲୁଚିଛନ୍ତି ଏହାକୁ ନେଇ ଏବେ ପ୍ରଶ୍ନ ଉଠୁଛି । ୫ ଦିନ ପୂର୍ବରୁ ଖଗେଶ୍ବର ପାତ୍ରଙ୍କୁ ପୋଲିସ ପଚରାଉଚରା କରୁଥିଲା । କିନ୍ତୁ ଏବେ ଏହି ଖଗେଶ୍ବର ପାତ୍ର ଆଉ ଦେଖା ଦେଉନାହାନ୍ତି ।
ଏହି ବ୍ୟକ୍ତି ଜଣଙ୍କର ଘର କଟକ ସହରର ନିଆଳି ଅଞ୍ଚଳରେ ।ସେ ରସୁଲଗଡରେ ଏକ ଛୋଟ ଦୋକାନ କରିଥିଲା । ଆଉ ଏହାପରେ ସେ ଅର୍ଚ୍ଚନା ଆଉ ଜଗବନ୍ଧୁଙ୍କ ସହିତ ମିଶିଥିଲା ।
ଆଉ ଅର୍ଚ୍ଚନାଙ୍କର ସବୁ କଥା ବୁଝୁଥିଲା ।କିଏ କେତେବେଳେ ଯିବ ଆଉ କେତେବେଳେ ଆସିବ ସେ ବୁଝାମଣା କରୁଥିଲେ । ଆଉ ସେ ମଧ୍ୟ ବଡଲୋକ ହୋଇ ଯାଇଥିଲେ । ଏବେ ଦେଖିବାକୁ ଅପେକ୍ଷା ଏହି ଖଗେଶ୍ବର କେବେ ସାମ୍ନାକୁ ଆସୁଛନ୍ତି ।

Advertisement