
ଏପରି କିଛି ଲୋକମାନେ ଅଛନ୍ତି ଯେଉଁମାନେ ଟ୍ରାଫିକ ନିୟମ ପାଳନ କରୁ ନାହାନ୍ତି।ବହୁ ସମୟରେ ଜୋରିମାନା ମଧ୍ୟ ଏଥିପାଇଁ ଦେଉଛନ୍ତି।
ବର୍ତ୍ତମାନ ଏପରି ଏକ ଭିଡିଓ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଭାଇ ରାଲ ହେବାରେ ଲାଗିଛି।ଯେଉଁଥିରେ ଦେଖିବାକୁ ମିଳିଛି ଜଣେ ବ୍ୟକ୍ତି ତାଙ୍କ ବାଇକ୍ ରେ ୪ ଜଣଙ୍କୁ ବସାଇ ଆଣିଛନ୍ତି।
ରାସ୍ତାରେ ଆସୁଥିବା ସମୟରେ ପୋଲିସ ତାଙ୍କୁ ଧରି ନେଇଥିଲେ।ପୋଲିସ ସେମାନଙ୍କୁ ଦେଖି ପଚାରିଥିଲେ ଯେ କେଉଁ ଆଡ଼ୁ ଆସିଛନ୍ତି।ବ୍ୟକ୍ତି ଜଣଙ୍କ ହେଲମେଟ ପିନ୍ଧି ନଥିଲେ। ମସ୍କା ମଧ୍ୟ ପିନ୍ଧି ନଥିଲେ।ପୋଲିସ ତାଙ୍କୁ ଏକ ହେଲମେଟ ଦେଇଥିଲେ।ଏବଂ ସେହି ହେଲମେଟ ପିନ୍ଧିବା ପାଇଁ କହିଥିଲେ।
ଯେଉଁ ଆଡ଼େ ଯିବେ ହେଲମେଟ ପିନ୍ଧିଲି ଯିବେ ବୋଲି ପୋଲିସ ବ୍ୟକ୍ତି ଜଣଙ୍କ ଙ୍କୁ କହିଥିଲେ।ମହିଳା ଜଣଙ୍କ କହିଥିଲେ ଯେ ଗାଡ଼ି ଚଳାଇବା ସମୟରେ ହେଲମେଟ ପିନ୍ଧନ୍ତି ନାହିଁ।ହେଲମେଟ ତାଙ୍କ ମୁଣ୍ଡରୁ ପଡିଯାଏ।
ତିନି ଜଣ ଛୋଟ ପିଲାଙ୍କୁ ବସାଇଥିଲେ ବୋଲି ପୋଲିସ କିଛି କହି ନଥିଲେ।ବ୍ୟକ୍ତି ଜଣଙ୍କ ହସୁଥିଲେ।ମହିଳା ଜଣଙ୍କ କହୁଥିଲେ।
ପୋଲିସ ତାଙ୍କୁ କହିଥିଲେ କିଛି କହିବା ପାଇଁ ତେଣୁ ବ୍ୟକ୍ତି ଜଣଙ୍କ କହିଥିଲେ ଯେ ସମସ୍ତେ ହେଲମେଟ ପିନ୍ଧନ୍ତି।ଏହା ଆମ ପାଇଁ ସୁରକ୍ଷା।ହେଲମେଟ ପିନ୍ଧିଲେ ଦୁର୍ଘଟଣା ରୁ ବଞ୍ଚି ପାରିବ।ବହୁତ ଧୀରେ ଧୀରେ ଗାଡ଼ି ଚଳାଇବେ।ଏହାପରେ ପୋଲିସ ତାଙ୍କୁ ହାତ ଯୋଡ଼ି କହିଥିଲେ ଯାଆନ୍ତୁ।ବର୍ତ୍ତମାନ ଏହି ଭିଡିଓ ଟି ଭାଇ ରାଲ ହେଉଛି।