Updated: May 9, 2023, 14:07 IST

କରନ୍ତୁ ଏହି ଗୋଟିଏ କାମ ଆଉ ଦେଖନ୍ତୁ କେମିତି ଆପଣଙ୍କ ଉପରେ ପଡୁଛି ମା ଲକ୍ଷ୍ମୀଙ୍କ କୃପା

VIRAl news

ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ରସୁଣ ଏମିତି ଏକ ଜିନିଷ ସମସ୍ତଙ୍କ ରୋଷେଇଶାଳାରେ ଥାଏ। ଖାଦ୍ୟର ସ୍ୱାଦ ବଢ଼ାଇବା ପାଇଁ ରସୁଣକୁ ବ୍ୟବହାର କରାଯାଏ। କିନ୍ତୁ ଏହି ରସୁଣର ବିଶେଷ ମହତ୍ୱ ରହିଛି ଯାହାକି ଆମର ଭାଗ୍ୟକୁ ବି ବଦଳାଇଦେଇଥାଏ।
କେମିତି ଏହାର ଉପଚାର ଆମେ ସୂଚାଇଦେଉଛୁ। ଆପଣ ବାରମ୍ବାର ଚେଷ୍ଟା କରିବା ପରେ କିମ୍ବା ଅଯଥା ଅର୍ଥ ବ୍ୟୟ ହୋଇଯାଉଛି କି ସବୁବେଳେ ଧନର ଅଭାବ ଦେଖାଯାଉଛି କି ଏଭଳି କ୍ଷେତ୍ରରେ ରସୁଣକୁ ବ୍ୟବହାର କରନ୍ତୁ ବଦଳିଯିବ ଭାଗ୍ୟ।
1. ପକେଟ୍ କିମ୍ବା ପର୍ସ ରେ ରସୁଣର ଏକ ପାଖୁଡ଼ା ରଖିଲେ ବଡ ବଡ଼ ଭୂତ ପ୍ରେତ ର ନକାରାତ୍ମକ ଶକ୍ତି ଦୂରେଇ ରୁହେ। ଏବଂ ଧନର କ୍ଷତି ହେବାରୁ ରୋକି ଥାଏ। 
2. ରସୁଣ ର ପାଖୁଡ଼ା ପାପୋଛା ତଳେ ନିଶ୍ଚିତ ରଖନ୍ତୁ। କାରଣ ଏହାକୁ ପାପୋଛା ତଳେ ରଖିବା ଦ୍ଵାରା ଆମ ଘରକୁ ଆସୁଥିବା ନକରାତ୍ମକ ଶକ୍ତି ବା ଦୁଷ୍ଟ ଶକ୍ତିକୁ ନିଜ ଭିତରକୁ ଟାଣି ନେଇଥାଏ। 
3. ବହୁତ୍ ଲୋକଙ୍କୁ ଖରାପ ସ୍ବପ୍ନ ଆସିଥାଏ। ତକିଆ ତଳେ ରସୁଣ ର ପାଖୁଡ଼ା ଶୋଇଲାବେଳେ ତକିଆ ତଳେ ରଖନ୍ତୁ। ଯାହାଦ୍ଵାରା ଖରାପ ସ୍ବପ୍ନ ଆସିବା ବନ୍ଦ ହୋଇଯିବ। 
4. ରସୁଣ ପାଖୁଡ଼ାର ମାଳା ଘରର ମୁଖ୍ୟ ଦ୍ଵାରରେ ଟାଙ୍ଗିଲେ ଆପଣଙ୍କ ଗୃହକୁ ମା ଲକ୍ଷ୍ମୀ ପ୍ରବେଶ କରିଥାଆନ୍ତି। ଏବଂ ଆଲକ୍ଷ୍ମି ଗୃହକୁ ବିଲକୁଲ ପ୍ରବେଶ କରିନଥାଏ।
5. ରସୁଣ ର ପାଖୁଡ଼ା ଧନ ରଖିଥିବା ସ୍ଥାନରେ ରଖିଲେ ଆପଣଙ୍କ ଧନ ବୃଦ୍ଧି ହୋଇଥାଏ। ଏବଂ ମାଆ ଲକ୍ଷ୍ମୀ ଆପଣଙ୍କ ଗୃହକୁ ଟାଣି ହୋଇ ଆସିଥାନ୍ତି।

Advertisement