Jun 5, 2022, 11:42 IST

ସେ ମୋ ଚୁଟି ଧରି ମତେ ମାରଧର କଲା ବୋଲି ମୁଁ ତାକୁ ମା* ଗାଳି ଦେଇ ଦେଲି…

ସେ ମୋ ଚୁଟି ଧରି ମତେ ମାରଧର କଲା ବୋଲି ମୁଁ ତାକୁ ମା* ଗାଳି ଦେଇ ଦେଲି…

ଯେଉଁ ମହିଳା ଦୁଇ ଦିନ ପୂର୍ବରୁ ନିଜ ପୁଅ ଆଉ ସ୍ବାମୀ ଙ୍କୁ ଛାଡି କେଉଁ ଆଡେ ଫେରାର ହୋଇ ଯାଇଥିଲେ।ଏବଂ ତାଙ୍କ ପୁଅକୁ ଦେଖା କରିବା ପାଇଁ ଆସିଥିଲେ।ତାଙ୍କ ସ୍ବାମୀଙ୍କ ନାମରେ ଅଭିଯୋଗ କରିଥିଲେ।ସେ କହିଥିଲେ ତାଙ୍କ ସ୍ବାମୀ ବହୁତ ମାରପିଟ୍ କରିଥିଲେ ବୋଲି ସେ ଚାଲି ଯାଇଥିଲେ।ବର୍ତ୍ତମାନ ଏହି ଘଟଣାରେ ନୂଆ ମୋଡ଼ ନେଇଛି।

 

ସ୍ବାମୀ କହିଛନ୍ତି ମୁଁ ଗୋଟିଏ ଚାପୁଡା ମାରିଛି।ବେଶି ବାଡେଇ ନାହାନ୍ତି।କିନ୍ତୁ ସ୍ତ୍ରୀ କହିଛନ୍ତି ଯେ ସେ ଯେଉଁ ଦିନ ତାଙ୍କୁ ମାରିଲେ ସେଦିନ ମଦ ପିଇ ଥିଲେ।

ଆଉ ମହିଳା ଜଣଙ୍କ ଭାଷା କହିଥିଲେ।କାରଣ ତାଙ୍କ ସ୍ବାମୀ ଚୁଟି ଧରିଥିଲେ।ତାଙ୍କୁ ବହୁତ କଟିଥିଲା। ସେଥିପାଇଁ ସେ ଭାଷା କହିଥିଲେ।ଏହାପରେ ତାଙ୍କ ସ୍ବାମୀ ଚାପୁଡ଼ା ଗୋଟିଏ ମାରିଥିଲେ।

 

ମହିଳା ଜଣଙ୍କ କହିଛନ୍ତି ଯେ ତାଙ୍କର ସେଇଟା ଭୁଲ ଥିଲା ଯେ ସେ ଭାଷା କହିଥିଲେ।ସାଗର ନୁଅପଲ୍ଲି ଥାନାରେ ତାଙ୍କ ସ୍ତ୍ରୀ କେଉଁ ଆଡ଼େ ଚାଲି ଯାଇଥାନ୍ତି ବୋଲି ଅଭିଯୋଗ କରିଥିଲେ।ବର୍ତ୍ତମାନ ତାଙ୍କ ସ୍ତ୍ରୀ ଘରକୁ ଫେରିଛନ୍ତି।

ମହିଳା ଙ୍କ ନାମ ହେଉଛି ରୀଙ୍କିମା ପ୍ରଧାନ।ସେ କେଉଁ ଆଡ଼େ ନିଖୋଜ ନଥିଲେ।ସେ ତାଙ୍କ ସାଙ୍ଗ ଘରେ ଥିଲେ।

ସେ କାହା ସହିତ ଯାଇ ନଥିଲେ କି ତାଙ୍କୁ କେହି ନଥିଲେ।ସେ ତାଙ୍କ ଇଚ୍ଛାରେ ସାଙ୍ଗ ଘରକୁ ଯାଇଥିଲେ।ସେ କେବଳ ତାଙ୍କ ପୁଅ ପାଇଁ ହିଁ ଫେରିଛନ୍ତି।ସେ ଆସିଲା ପରେ ମାରପିଟ ମଧ୍ୟ କରିଥିଲେ।ତାଙ୍କ ସ୍ବାମୀ ସାଗର ତାଙ୍କୁ ବହୁତ ଗାଳି ଦେଇଥିଲେ।ରୀଙ୍କିମା ଙ୍କୁ ବହୁତ ଖରାପ ଲାଗିଥିଲା ସେଥିପାଇଁ ଘର ଛାଡ଼ି ଚାଲିଯାଇଥିଲେ।

Advertisement