
ବର୍ତ୍ତମାନ ଏକ ନୂଆ ଯାତ୍ରା କମେଡି ସୋସିଆଲ ମିଡିଆରେ ଭାଇ ରାଲ ହେଉଥିବାର ଦେଖିବାକୁ ମିଳିଛି।ଏହି ଯାତ୍ରା ଟି ଧଉଳି ଗଣନାଟ୍ୟ ର ଅଟେ।
ଏହି ଯାତ୍ରା ଟି ଯେତିକି ଦୁଃଖ ହୋଇଛି ସେହିପରି ମଜାଳିଆ ଭିଡିଓ ମଧ୍ୟ ରହିଛି।ସେଥିରେ ଜଣେ ପୁଅ ଝିଅ ଆଉ ଝିଅର ବାପା କଥା ହେଉଥିବାର ଦେଖିବାକୁ ମିଳିଛି। ବହୁତ ଭାଇ ରାଲ ହୋଇଛି।
ଜଣେ ବ୍ୟକ୍ତି କହିଲେ ଖାଲି ତାରି ସ୍ମୃତି ରେ ବାଳ ବେପାର କରୁଛନ୍ତି।ଏବଂ ବୁଲି ବୁଲି କହୁଛନ୍ତି ବାଳ ନେବ ବାଳ।ଏହାପରେ ଆଉ ଜଣେ ବ୍ୟକ୍ତି ଆସି ଚୁପ୍ କହିଥିଲେ।
ଖାଲି ଳ ଉପରେ ଳ ବିଞ୍ଚି ଚାଲିଛି।ତୋର କିଛି କାଣ୍ଡ ଜ୍ଞାନ ନାହିଁ ବୋଲି ବ୍ୟକ୍ତି ଜଣଙ୍କ କହିଲେ।ଏମିତି ଏକ ଚାପୁଡ଼ା ମାରିବି ଏକାଥରେ କାନ ଘର ଧରାଇ ଦେବି।ମୂର୍ଖଙ୍କ ପରି କଥାବାର୍ତ୍ତା କରୁଛ।
ପୁଅ ଜଣଙ୍କ ବାପା ଙ୍କୁ କହିଥିଲେ ମୁଁ ତୁମକୁ ଗୋଟିଏ ପ୍ରଶ୍ନ ପଚାରୁଛି କୁହ।ବାପା କହିଥିଲେ ତୁ ପଚାରିବୁ।ପୁଅ କହିଥିଲେ ହଁ ଭଦ୍ର ପ୍ରଶ୍ନ ପଚାରିବି।ତାପରେ କହିଥିଲେ ହଁ ପଚାରେ।ଭାବିଚିନ୍ତି ଉତ୍ତର ଦେବେ।କିନ୍ତୁ ଅଭଦ୍ର ପ୍ରଶ୍ନ ନୁହେଁ।
ପ୍ରଶ୍ନ ପଚାରିଥିଲେ ପୃଥିବୀର ସବୁ ଯାଗାରେ ମଣିଷ ଙ୍କ ର କୁଞ୍ଚୁକୁଞ୍ଚଆ ଚୁଟି ରହିଛି।ସେ ପୁଣି ଚିଡି ଯାଇଥିଲେ।
ଝିଅ ଜଣଙ୍କ କହିଥିଲେ ବାପା ଏହି ପ୍ରଶ୍ନର ଉତ୍ତର ମୁଁ ଜାଣିଛି।ବାପା କହିଥିଲେ ଛେନା ଗୁଡ ଜାଣିଛୁ।ଅଭଦ୍ର ଅଭଦ୍ର ପ୍ରଶ୍ନ ପଚାରିଥିଲେ ବୋଲି କହିଲେ।ତାପରେ ପୁଅ ଝିଅ ଦୁଇ ଜଣ ନାଁ ପଚାରିଥିଲେ।
ଝିଅ ଙ୍କ ନାମ ଶ୍ରୀଦେବୀ ପ୍ରଧାନ।ପୁଅ ଜଣଙ୍କ ଏହା ଶୁଣି ତାଙ୍କ ନାମ ସନି ଦେବଲ୍ ପ୍ରଧାନ ବୋଲି କହିଥିଲେ।ଏହାପରେ ଝିଅ ଜଣଙ୍କ ଖାଇବା ପାଇଁ କହିଲେ।
କାରଣ ସେ ପୁଅ ପାଖରେ ସୁନୁ ପାମ୍ପୁଡି ଥିଲା।ସେ କହିଲେ ବାକିରେ ମୁଁ ଖାଇବି।