ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ସୋସିଆଲ ମିଡ଼ିଆରେ। ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଆଉ ଫୋଟ ଭାଇରାଲ ହେବାରେ ଲାଗିଛି ତାହା ହେଉଛି ଓଲିଉଡ ହିରୋ ସୁପରଷ୍ଟାର ବାବୁସାନ ଙ୍କର ଫୋଟ ଆଉ ଭିଡିଓ।
ଆଉ ଯେଉଁଥିରେ ଦେଖିବାକୁ ମିଳିଛି କି ବାବୁସାନ ମହାନ୍ତି ତାଙ୍କର ପୁଅ ଏବଂ ସ୍ତ୍ରୀ ତୃପ୍ତି ସହିତ ହସ ମଜା କରିବାକୁ ଲାଗିଛନ୍ତି ଓ ତାଙ୍କର ପୁଅ ଗୁଆନ ସହିତ ଖେଳିବାକୁ ଲାଗିଛନ୍ତି।

ଆଉ ଏହି ହସ ମଜା କରୁଥିବାର ଭିଡ଼ିଓ ମାନ ଭାଇରାଲ ହେବାରେ ଲାଗିଛି। ଆଉ ଯାହାକୁ ଦେଖିବା ପରେ ଦର୍ଶକ ମାନେ ମଧ୍ୟ ବେଶ ଖୁସି ହୋଇଛନ୍ତି। ତେବେ ଆପଣ ମାନେ ସମସ୍ତେ ଓଲିଉଡ ରେ ରାଜ କରୁଥିବା ସୁପର ହିରୋ ତଥା ସମସ୍ତଙ୍କର ପ୍ରିୟ ଆକ୍ଟର ଓଡିଶା ର ଘରେ ଘରେ ପରିଚିତ ବାବୁସାନ ମହାନ୍ତିଙ୍କୁ ତ ବେଶ ଭଲ ଭାବରେ ଜାଣିଥିବେ।
ଓଲିଉଡ ର ଚକଲେଟ ହିରୋ ଭାବରେ ସେ ଓଡ଼ିଆ ଦର୍ଶକ ମାନଙ୍କର ହୃଦୟରେ ବେଶ ପ୍ରସଂଶା ଅର୍ଜନ କରିଛନ୍ତି ବୋଲି କୁହାଯାଏ।

ତେବେ ଆପଣ ମାନେ ଜାଣିଥିବେ କି ବାବୁସାନ ମହାନ୍ତି ବିବାହ କରିଥିଲେ ତୃପ୍ତି ଶତପଥୀଙ୍କୁ। ଆଉ ବିବାହ କରିବା ପରେ ତାଙ୍କର ଗୋଟିଏ କୁନି ପୁଅ ଟେ ମଧ୍ୟ ହୋଇଛି ଆଉ ଯାହାଙ୍କ ନାମ ଗୁଆନ।
ଆଉ ଏଠାରେ ଦେଖୁବାକୁ ମିଳିଛି କି ବାବୁସାନ ତାଙ୍କର ପୁଅ ଗୁଆନ ଏଵଂ ସ୍ତ୍ରୀଙ୍କ ସହିତ ମିଶିକି ଛୋଟ ଛୁଆଁ ହୋଇ ଯାଇଛନ୍ତି। ଆଉ କୁନି ପୁଅ ସହିତ ମିଶିକି ଖେଳିବା ପାଇଁ ଲାଗିଛନ୍ତି। ତେବେ ଏହି ଭିଡିଓରେ ବାପା ଆଉ ପୁଅଙ୍କର ବେଶ ମଜା ମସ୍ତି ସହିତ ସ୍ତ୍ରୀ ତୃପ୍ତି ମଧ୍ୟ ନଜର ଆସୁଛନ୍ତି।

ବାବୁସାନ ତାଙ୍କର ପୁଅ ଆଉ ସ୍ତ୍ରୀଙ୍କୁ ବହୁତ ଭଲ ପାଆନ୍ତି। ଆଉ ପୁଅ ସ୍ତ୍ରୀ ସହିତ ସମୟ ବିତାଇବା ପାଇଁ ସବୁବେଳେ ଚାହିଁଥାନ୍ତି। ତେବେ କାମ ଯୋଗୁ ସେ ବ୍ୟସ୍ତ ରହିଥାନ୍ତି ଆଉ ସମୟ ଦେଇ ପାରନ୍ତି ନାହିଁ। ଆଉ ଏଠାରେ ବାବୁସାନ ଆଉ ତାଙ୍କ ସ୍ତ୍ରୀ ତୃପ୍ତି ଉଭୟ ଘରେ ପୁଅ ସହିତ ଖେଳୁବା ନଜର ଆସିଛନ୍ତି।
ଆଉ ଏହିଭଳି ଏକ ମନ ପସନ୍ଦିଆ ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇଆଲ ହେବାରେ ଲାଗିଛି। ଆଉ ସୋସିଆଲ ମିଡ଼ିଆରେ ଏହି ଭିଡିଓଟି ଦେଖି ଲୋକମାନେ ମଧ୍ୟ ବେସ୍ ପସନ୍ଦ କରୁଛନ୍ତି।