Aug 20, 2024, 18:04 IST

ତୁଳସୀ ଗଛରେ ଗୁଡ଼ାଇ ହେଇଗଲେ ଆସି ଏତେ ସାପ ଦେଖନ୍ତୁ ଏହି ଦୃଶ୍ୟ ଦେଖିଲେ ଆଶ୍ଚର୍ୟ୍ଯ ହୋଇଯିବେ ଆପଣ

Bb

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ଏହି ଭିଡିଓ ମାଧ୍ୟମରେ ଭକ୍ତିକୁ ନେଇ ଆସିଥିବା କିଛି ଖବର ପାଇପାରିବେ । ଶ୍ରାବଣ ମାସର ଶେଷ ସୋମବାରରେ ଘଟିଲା ଆଶ୍ଚର୍ଯ୍ୟ କରିଲା ଭଳି ଘଟଣା । ତୁଳସୀ ଗଛରେ ଥିଲେ ଅନେକ ସାପ । ସାପ ଗୁଡିକରେ ତୁଳସୀ ଗଛ ପୂର୍ଣ୍ଣ ହୋଇଥିଲା । 
Nb
ତୁଳସୀ ଗଛ ମୂଳରେ ସାପ ଛୁଆ ଜନ୍ମ କରିଛି । ଏହି ବିରଳ ସାପ ୨୨ଟି ଛୁଆ ଜନ୍ମ କରିଛି ବୋଲି ଏବେ ଖବର ଆସିଛି । ଏହି ବିରଳ ସାପ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହେବା ସହ ଅନେକ କଥା ଏବେ ସାମ୍ନାକୁ ଆସୁଛି । ଆପଣମାନେ ଏହି ଭିଡିଓ ମାଧ୍ୟମରେ ଏହି ସାପ ଦେଖିପାରିବେ । ଆପଣମାନେ ଆଗରୁ କେବେ ଦେଖିଛନ୍ତି କି ତୁଳସୀ ଗଛ ମୂଳରେ ସାପ ଛୁଆ ଜନ୍ମ କରିଥାଏ ବୋଲି । ଏହି ଦୃଶ୍ୟ ଏବେ ସାମ୍ନାକୁ ଆସିଛି । ଏବେ ଏହି ଘଟଣାକୁ ନେଇ ସବୁଆଡେ ବ୍ୟାପୁଛି ।
Gg
ଏହି ଦୃଶ୍ୟ ଆପଣମାନଙ୍କ ପାଇଁ ପ୍ରଥମ ହେଇଥିବ । ଯେଉଁଆଡେ ଦେଖିବ ଖାଲି ସାପ ହିଁ ସାପ । ଏହି ସାପର ରଙ୍ଗ ସବୁଜ । ଝିପିଝିପି ମେଘରେ ଶ୍ରାବଣ ମାସର ଶେଷ ସୋମବାର ସରିଛି ଆଉ ଏହି ଶେଷ ସୋମବାରରେ ଏଭଳି ଘଟଣା ଦେଖିବାକୁ ମିଳିଛି । ସବୁଜ ରଙ୍ଗର ଏହି ବିରଳ ସାପ ତୁଳସୀ ଗଛରେ ଜନ୍ମ କରିଛି ୨୨ ଛୁଆ । ଆଉ ଏହି ସାପର ରଙ୍ଗ ଯେମିତି ତୁଳସୀ ଗଛର ରଙ୍ଗ ମଧ୍ୟ ସେମିତି ଅଟେ । ଗଛ ପୁରା ସାପରେ ଭର୍ତ୍ତି ହୋଇଯାଇଛି । ଏହି ଘଟଣା ଯାଜପୁର ଜିଲ୍ଲାରେ ଦେଖିବାକୁ ମିଳିଛି । 
ଯାଜପୁର ରୋଡ ଡାକବଙ୍ଗଳା ଛକରେ ଥିବା ରେଲୱେ କଲୋନୀରେ । ଏହି ଦୃଶ୍ୟ ଆପଣମାନେ କ ଦେଖନ୍ତୁ । ସାପ ପୁରା ସବୁଜ ରଙ୍ଗର ରହିଛି । ଆଉ ଏହି ସାପର ଲମ୍ବ ପାଖାପାଖି ୪ ଫୁଟ । ଏହାକୁ ଲାଉ ଡଙ୍କିଆ ସାପ କୁହାଯାଏ । ଏହି ସାପ ଦେଖିବା ପରେ ସାପ ହେଲ୍ପ ଲାଇନ ନମ୍ବରକୁ କଲ୍ କରିଥିଲେ । ଆଉ ସେଠାରେ ହେଲ୍ପ ଲାଇନର ସଦସ୍ୟ ପହଞ୍ଚି ସାପ ଉଦ୍ଧାର କରିଥିଲେ । ଆଉ ସେଠାରେ ସେ ଛୁଆ ଦେଇଛି ବୋଲି ଦେଖିଥିଲେ । ଶ୍ରାବଣ ମାସର ଶେଷ ସୋମବାର ତୁଳସୀ ଗଛରେ ଏଭଳି ଦେଖିବାକୁ ମିଳିଥିଲା ।

Advertisement