Jun 13, 2024, 16:54 IST

ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦରମା ଜାଣିଲେ ଆଶ୍ଚର୍ୟ୍ଯ ହୋଇଯିବେ ଆପଣ

Ff

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
Vb
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ଆଜିକାଲି ଯୁବପିଢୀଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ସହଜ ଓ ସରଳ ଉପାୟ ପାଲଟି ଯାଇଛି। ଆଗକାଳରେ ଲୋକ ମାନେ ଯେଉଁସବୁ ଘଟଣା ଘଟୁଥିଲା ସେ ବିଷୟରେ ସହଜରେ ଜାଣି ପାରୁନଥିଲେ କାରଣ ସେତେବେଳେ ଏତେ ସୁବିଧା ନଥିଲା। ବନ୍ଧୁଗଣ ମୋହନ ମାଝି ଶିକ୍ଷକ ଭାବେ ସ୍କୁଲରେ ପାଠ ପଢୁଥିଲେ। କିନ୍ତୁ ସେହି ବ୍ୟକ୍ତି ଜଣଙ୍କ ହେଇଯାଇଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ। 
Hh
ଭାରତର ସମ୍ବିଧାନ ଅନୁଯାଇ ରାଜ୍ୟର ଗଭନର ମୂଖ୍ୟମନ୍ତ୍ରୀକୁ ନିଯୁକ୍ତି ଦିଅନ୍ତି। ଯାହାକି ସମ୍ବିଧାନର ଆଟିକିଲ ୧୬୪ରେ ଉଲ୍ଲେଖ ରହିଛି। ସେ ମୁଖ୍ୟମନ୍ତ୍ରୀ ହେଲାପରେ ଦରମା ସହ ମୁଖ୍ୟମନ୍ତ୍ରୀଙ୍କୁ ମିଳିଥାଏ ଅନେକ ସୁବିଧା ଯାହାକି ନିୟମ ଅନୁଯାଇ ସବୁ ଯୋଗା ଯାଏ। ତେବେ ମୁଖ୍ୟମନ୍ତ୍ରୀଙ୍କ ଦରମା ରାଜ୍ୟ ଅନୁଯାଇ ସ୍ଥିର କରାଯାଇଥାଏ। ଯାହାକି ଏକ ଲକ୍ଷ ୨୫ ହଜାରରୁ ୪ ଲକ୍ଷ ପର୍ଯ୍ୟନ୍ତ ଦରମା ହେଇଥାଏ। ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀଙ୍କୁ ବର୍ତ୍ତମାନ ସବୁଠାରୁ ମିଳୁଛି ଅଧିକ ଦରମା। ଯାହା ହେଉଛି ୪ ଲକ୍ଷ ୧୦ ହଜାର ଟଙ୍କା। 
ତେବେ ସବୁଠାରୁ କମ ଦରମା ପାଉଥିବା ମୁଖ୍ୟମନ୍ତ୍ରୀଙ୍କ ନାଁ ହେଉଛି ତ୍ରିପୁରାର ମୁଖ୍ୟମନ୍ତ୍ରୀ ଯିଏ କି ୫ ହଜାର ପାଞ୍ଚଶହ ଟଙ୍କା ପାଉଛନ୍ତି। ଆଗକୁ ନୂତନ ମୂଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ଦରମା ହେଉଛି ଏକଲକ୍ଷ ୬୦ ହଜାର ଟଙ୍କା। ମୁଖ୍ୟମନ୍ତ୍ରୀ ହୁଅନ୍ତୁ କି ପ୍ରଧାନମନ୍ତ୍ରୀ ଭିନ୍ନ ଭିନ୍ନ ରାଜ୍ୟରେ ଅଲଗା ଦରମା ହେଇଥାଏ। ଖାଲି ସେତିକି ନୁହେଁ ମୁଖ୍ୟମନ୍ତ୍ରୀ ହେଲା ପରେ ରାଜ୍ୟରେ ସମସ୍ତ ଦାୟିତ୍ଵ ବୁଝିବା ପାଇଁ ଅନେକ ସୁବିଧା ମଧ୍ୟ ତାଙ୍କୁ ଯୋଗାଇ ଦିଆଯାଏ।

Advertisement