Jun 14, 2024, 16:49 IST

ସରକାରୀ ଚାକିରୀରେ ଜାଲିଆତି ଦେଖନ୍ତୁ ଖୋଲିଲା ବଡ଼ ରହସ୍ୟ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଆପଣ

Gh

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
Vb
ବନ୍ଧୁଗଣ ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ଆଜିକାଲି ଯୁବପିଢୀଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ସହଜ ଓ ସରଳ ଉପାୟ ପାଲଟି ଯାଇଛି। ଆଗକାଳରେ ଲୋକ ମାନେ ଯେଉଁସବୁ ଘଟଣା ଘଟୁଥିଲା ସେ ବିଷୟରେ ସହଜରେ ଜାଣି ପାରୁନଥିଲେ କାରଣ ସେତେବେଳେ ଏତେ ସୁବିଧା ନଥିଲା। କିନ୍ତୁ ଏବେ ଧୀରେ ଧୀରେ ସେସବୁ ସୁବିଧା ଦେଖିବାକୁ ମିଳୁଛି।
Gg
ବନ୍ଧୁଗଣ ଗ୍ରାମୀଣ ଡାକ କର୍ମଚାରୀଙ୍କ ନିଯୁକ୍ତି ଉପରେ ହେଇଥିବା ଜାଲିଆତି ମାମଲାକୁ ନେଇ କେନ୍ଦ୍ରୀୟ ତଦନ୍ତ କାରି ସଂସ୍ଥା ସିବିଆଇ ଦ୍ୱାରା ଚଢାଉ କରଯାଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ସ୍ଥିତ ଖପରପଦା ପଞ୍ଚାୟତର ଲୁଣିଆ ଗ୍ରାମରେ। ସିବିଆଇ ତରଫରୁ ଚଢ଼ାଉ ହେଇଥିବା ଜଣାପଡିଛି। ସାରା ରାଜ୍ୟରେ ଏକାଧିକ ସ୍ଥାନରେ ଗ୍ରାମୀଣ ଡାକ କର୍ମଚାରୀ ନିଯୁକ୍ତି ଉପରେ ହେଇଥିବା ଜାଲିଆତି ମାମଲାକୁ ନେଇ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଦ୍ୱାରା ବ୍ୟାପକ ଭାବେ ଚଢାଉ ହେଇଛି। 
ତେବେ ସ୍ଥାନୀୟ ଲୁଣିଆ ଗ୍ରାମର ଅବସର ପ୍ରାପ୍ତ ଶିକ୍ଷକ ଅନନ୍ତଚରଣ ସାହୁଙ୍କ ପୁଅ ଗୋବିନ୍ଦ ଚରଣ ସାହୁ ବିଏସି ବିଇଡି କରି ସ୍ଥାନୀୟ ଲୁଣିଆ ସ୍କୁଲରେ ଏବଂ ବୋହୂ ଜୟନ୍ତୀ ଲତା ସାହୁ ଯାଜପୁର ଠାରେ ଶିକ୍ଷାପତା କରନ୍ତି। ତେବେ ଏହି ଚଢାଉରେ ଦିଲ୍ଲୀ ଓ ଭୁବନେଶ୍ୱରରୁ ୫ ଜଣ ସିବିଆଇ ଅଧିକାରୀ ଏବଂ ଦୁଇଜଣ ପୋଲିସ ଅଧିକାରୀ ସନ୍ଧ୍ୟା ସମୟରେ ପହଞ୍ଚି ଥିଲେ। ପ୍ରାୟ ତିନି ଘଣ୍ଟା ଧରି ଘରର ବିଭିନ୍ନ କାଗଜପତ୍ର ଯାଞ୍ଚ କରିବା ସହ ବୋହୂ ଅନ୍ୟତ୍ର ରହୁଥିବାରୁ, ପୁଅ ଓ ବାପାକୁ ପଚରାଉଚରା କରିବ ସହିତ ଅନେକ ଗୁରୁତର କାଗଜପତ୍ର ଜବତ କରିଛି।

Advertisement