May 19, 2024, 19:22 IST

ଦେଖନ୍ତୁ ଆସିଲା ସାମ୍ନାକୁ ଲଜ୍ୟା ଜନକ ଘଟଣା ଦେଖନ୍ତୁ ୧୫ ଦିନ ବାହାଘର ପରେ ହେଲା ଏମିତି କିଛି ଜାଣିଲେ ଆଶ୍ଚର୍ୟ୍ଯ ହୋଇଯିବେ ଆପଣ

Hh

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ
ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ବନ୍ଧୁଗଣ ଇନଷ୍ଟାଗ୍ରାମ ପ୍ରେମ ମହିଳାଙ୍କ ପାଇଁ ସାଜିଲା କାଳ।
Bh
ବିବାହ ପରେ ସୁନାର ସଂସାର ଗଢିବେ ବୋଲି ଭାବିଥିଲେ ପ୍ରେମିକା ଜଣଙ୍କ। ବିବାହର ୧୫ ଦିନ ପରେ ସ୍ବାମୀ ସ୍ତ୍ରୀକୁ ନି-ର୍ଯା-ତ-ନା ଦେବାକୁ ଲାଗିଲା। ତେବେ ମହିଳା ଜଣଙ୍କ ପ୍ରେମ କରି ବିବାହ କରିଥିବାରୁ ସ୍ୱାମୀର ନି-ର୍ଯା-ତ-ନା ସହି ତାଙ୍କ ପାଖରେ ରହିବାକୁ ବାଧ୍ୟ ହେଇଥିଲେ।
ଶାଶୁଘର ଲୋକେ ବି ବୋହୂକୁ ମାଡ଼ ମାରି ଯୌତୁକ ନି-ର୍ଯା-ତ-ନା ଦେଉଥିଲେ। ଇନଷ୍ଟଗ୍ରାମରୁ ଭଲ ପାଇ ଆଜି ବିବାହ କରି ବହୁତ ବଡ ଭୁଲ କରିଛନ୍ତି ବୋଲି କହିଛନ୍ତି ମହିଳା ଜଣଙ୍କ। 
ବିବାହର ୧୫ ଦିନ ପରେ ସ୍ବାମୀ ଶା-ରୀ-ରି-କ ନି-ର୍ଯା-ତ-ନା ଦେବା ସହ ଶାଶୁଘର ଲୋକେ ମାଡ଼ ମାରି ବୋହୂକୁ ଘରୁ ବାହାର କରିଦେଲେ। ଆଉ ଶେଷରେ ଏବେ ଥାନାର ଦ୍ବାରସ୍ଥ ହେଇଛନ୍ତି ମହିଳା ଜଣଙ୍କ। ଇନଷ୍ଟଗ୍ରାମରୁ ପ୍ରେମ କରି ବିବାହ ବନ୍ଧନରେ ବାନ୍ଧି ହେଇଥିଲେ।
Bb
ଆଉ ବିବାହର ୧୫ ଦିନ ପରେ ଯୌତିକ ପାଇଁ ସ୍ବାମୀ ଓ ଶାଶୁଘର ଘର ଲୋକେ ମାଡ଼ ମାରି ଘରୁ ବାହାର କରିଦେଲେ ବୋହୂକୁ। ଆଉ ଶାଶୁଘର ଲୋକେ ସର୍ତ୍ତ ରଖିଥିଲେ ଯୌତୁକ ଆଣିଲେ ହିଁ ଘରେ ପସିବୁ ବୋଲି। 
ଆଉ ଶେଷରେ ପଟାମୁଣ୍ଡାଇ ଆଦର୍ଶ ଥାନାରେ ପହଞ୍ଚି ଥିଲେ। ସୂଚନା ମୁତାବକ କଟକ କନିକା ଛକର ଜଣେ ଯୁବତୀ ଓ ପଟାମୁଣ୍ଡାଇ ଅଞ୍ଚଳ କେଶବପୂର୍ ପଞ୍ଚାୟତ ବାହୁଆ ଗାଁ'ର ଜଣେ ଯୁବକଙ୍କ ଇନଷ୍ଟଗ୍ରାମରେ ପ୍ରେମ ହେଇଥିଲା।
ଆଉ ପ୍ରେମ ପରେ ଉଭୟ ବିବାହ ବନ୍ଧନରେ ମଧ୍ୟ ବାନ୍ଧି ହେଇଥିଲେ। କିନ୍ତୁ ବିବହାର ୧୫ ଦିନ ପରେ ପ୍ରେମିକାକୁ ପ୍ରେମିକ ଜଣଙ୍କ ନି-ର୍ଯା-ତ-ନା ଦେବା ପରେ ଏବେ ଥାନାର ଦ୍ବାରସ୍ଥ ହେଇଛନ୍ତି ପ୍ରେମିକା ଜଣଙ୍କ।

Advertisement