ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ରିଲ୍ସ କରୁଥିଲେ କିଛି ଖବର ଜାଣିପାରିବେ । ଆପଣମାନେ ରିଲ୍ସ କରୁଥିଲେ ଏହି ଖବର ଜାଣି ଅନେକ କିଛି କଥା ଜାଣିପାରିବେ । ଆଜିକାଲି ଲୋକମାନେ ଅନେକ ପ୍ରକାରର କାମ କରୁଛନ୍ତି । ଆଉ ଇନଷ୍ଟାଗ୍ରାମରେ ରିଲ୍ସ କରିବା ଏକ ସାଧାରଣ କଥା ହୋଇଗଲାଣି । ପ୍ରାୟତଃ ସବୁଲୋକମାନେ ରିଲ୍ସ୍ କରୁଥିବା ସମୟରେ ବିୟୁଟି ଫିଲଟର ବ୍ୟବହାର କରନ୍ତି ।
ଏଣିକି ଇନଷ୍ଟାଗ୍ରାମରେ ଆଉ ବ୍ୟବହାର କରିପାରିବେ ନାହିଁ ବିୟୁଟି ଫିଲଟର । ଏବେ ବିୟୁଟି ଫିଲଟର ହଟାଇବାକୁ ନିଷ୍ପତ୍ତି ନିଆଯାଇଛି । ଇନଷ୍ଟାଗ୍ରାମ ଏବେ ଏହି ନିଷ୍ପତ୍ତି ନେଇଛି । ବିୟୁଟି ଫିଲଟର କଟିବା ପାଇଁ କିଛି ତାରିଖ ବାହାର କରାଯାଇଛି । ଆଉ ଏହି ତାରିଖ ଠାରୁ ଆପଣମାନେ ଆଉ ବିୟୁଟି ଫିଲଟର ପାଇବେ ନାହିଁ । ଏବେ ୟୁଜର୍ଷ ପ୍ରକୃତ ଚେହେରାରେ ଭିଡିଓ ବନେଇବେ ସେମାନେ ଆଉ ବିୟୁଟି ଫିଲଟର ବ୍ୟବହାର କରିପାରିବେ ନାହିଁ ।
ଆଉ ୟୁଜର୍ଷମାନେ ବିୟୁଟି ଫିଲଟର ବ୍ୟବହାର କରି ଏଡିଟ କରିପାରିବେ ନାହିଁ । ବିୟୁଟି ଫିଲଟର ବ୍ୟବହାର କରି ଲୋକମାନେ ଭିଡିଓ ବନାଇ ପୋଷ୍ଟ କରିଥାନ୍ତି । ଆଉ ଏବେ ଏହି ବିୟୁଟି ଫିଲଟର ଆଉ କାମ କରିବ ନାହିଁ । ଏହି ସବୁ କଥା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବା ବେଳେ ଏବେ କିଛି ଖବର ଆସିଛି । ଏବେ ଆଉ କିଛିଦିନ ପରେ କାମ କରିବ ନାହିଁ ବିୟୁଟି ଫିଲଟର । ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ଆଉ ମିଳିବ ନାହିଁ ଏହି ବିୟୁଟି ଫିଲଟର । ମେଟା ମାଲିକ ଏବେ ଏହି ନିଷ୍ପତ୍ତି ନେଇଛନ୍ତି ।
ବିୟୁଟି ଫିଲଟର ସବୁ ରୂପର ରଙ୍ଗକୁ ବଢାଇ ଚଢାଇ ଦେଖାଉଛି । ଆଉ ଏବେ କିଛି ୟୁଜର୍ଷ ବିନା ଫିଲଟର ବ୍ୟବହାର କରି ଭିଡିଓ କରୁ ନାହାଁନ୍ତି । ଜାନୁଆରୀ ୨୦୨୫ ମସିହା ଭିତରେ ଏହି ସବୁ ବିୟୁଟି ଫିଲଟର ବନ୍ଦ ହୋଇଯିବ ବୋଲି ସୂଚନା ମିଳିଛି । ଏହି ବିୟୁଟି ଫିଲଟର ବ୍ୟବହାର କରି ଭିଡିଓ ଆଉ ଫଟୋ ଉଠାଇ ଏଡ଼ିଟ କରିଥାନ୍ତି । ଏହା ଶାରିରୀକ ଆଉ ମାନସିକ ସହିତ ଜଡିତ ରହିଛି । ଏବେ ଏହି ନିଷ୍ପତ୍ତି ପରେ ଅନେକ କଥା ସାମ୍ନାକୁ ଆସୁଛି ।