Jul 11, 2024, 10:57 IST

ଜେଲ ଯିବେ କି ରିୟା??ଦେଖନ୍ତୁ ଫସିଲେ ବହୁତ୍ ବଡ଼ ସଙ୍ଗୀନ କେସ ରେ...

Vg

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆସିଲା ବଡ ଖବର।ଓଡ଼ିଆ ଅଭିନେତ୍ରୀ ରିଆ ଦେ ଙ୍କ ନାମରେ ଆସିଲା ବଡ ଖବର।ସେ ଓ ତାଙ୍କ ସ୍ଵାମୀ ଉଭୟ ମିଶି ଶାରୀରିକ ନିର୍ଯ୍ୟାତନା ଦେଉଥିଲେ ଗୋଟିଏ ଝିଅ କୁ।ବନ୍ଧୁଗଣ ଆପଣ ମାନେ ସମସ୍ତେ ରିୟା ଦେ ଙ୍କୁ ଭଲ।ଭାବେ ଜାଣି ଥିବେ।ସେ ଓଡ଼ିଆ ଫିଲ୍ମ ଜଗତ ର ଗୋଟିଏ ଜଣା ଶୁଣା ନାମ।ଅନେକ ଫିଲ୍ମ।ରେ ସେ ଅଭିନୟ କରି ଦର୍ଶକ ଙ୍କ ହୃଦୟ ଜିଣି ସାରିଛନ୍ତି।ତେବେ ଆଜି ଆସିଚି ତାଙ୍କ ନାମ ରେ ଅଭିଯୋଗ।
Gh
ସୂଚନା ଅନୁସାରେ ସବୁ ଅଭିନେତ୍ରୀ ମାନେ ନିଜ ଘରେ କାମ କରିବା ପାଇଁ ଜଣେ କର୍ମ ଚାରି ଙ୍କୁ ରଖି ଥାଆନ୍ତି।ହେଲେ ରୀୟା ଦେ ଓ ତାଙ୍କ ସ୍ଵାମୀ ଗୋଟିଏ ଛୋଟ ଝିଅ କୁ ରଖି ଥିଲେ।ତାକୁ ବହୁତ କମ୍ ଟଙ୍କା ଦେଉ ଥିଲେ।ସବୁଦିନ ରାତି ରେ ଉଭୟ ମଦ ପିଇ ଘର କୁ ଆସନ୍ତି।ଓ ସେହି ଛୋଟ ଝିଅ କୁ ଖୁବ୍ ମାରନ୍ତି।ଯଦି ସେ ମୁହଁ ବାହାର କରନ୍ତି ତେବେ ସେହି ଯୁବତୀ ଙ୍କୁ ସେମାନେ ମାରନ୍ତି।ଝିଅ ରିୟା ଙ୍କ ସହିତ ତାଙ୍କ ସୁଟିଂ ସେଟ୍ କୁ ଯାଏ।
ସେଠାରେ ରିୟା ଙ୍କ ଭଲ ମନ୍ଦ ବୁଝେ।ରିୟା ଙ୍କ ସିଗାରେଟ ଓ ଅନ୍ୟାନ୍ୟ ନିଶା ଆଣି କି ଦିଏ।କିନ୍ତୁ ରିୟା ଓ ତାଙ୍କ ସ୍ଵାମୀ ଉକ୍ତ ଝିଅ କୁ ଚୋର ବୋଲି କହି ଥିଲେ।ଏଥିରେ ଝିଅ ଟି ରାଗି ଯାଇ ମୁହଁ ଖୋଲି ଥିଲା।ଶେଷ ରେ ଝିଅ ଟି ଯେତେବେଳେ ଆଉ ସହି ପାରି ନ ଥିଲା।ସେତେବେଳେ ସେ ଥାନା ରେ ଅଭିଯୋଗ କରିବା ପାଇଁ ନିଷ୍ପତି ନେଇ ଥିଲା। ଦିନେ ରାତି ରେ କାହାକୁ ନ ଜଣାଇ ଝିଅଟି ଘରୁ ଲୁଚି ପଳାଇ ଆସି ଥିଲେ।
ଏହା ପରେ ମହିଳା କମିଶନ ଓ ନିଜ ପରିବାର ଙ୍କ ସହାୟତା ରେ ସେ ଥାନା ରେ ଅଭିଯୋଗ କରି ଥିଲେ।ତାଙ୍କ ଅଭିଯୋଗ ଅନୁଯାୟୀ ପୋଲିସ ତଦନ୍ତ ଆରମ୍ଭ କରିଛି।ହେଲେ ଏ ଯାଏଁ ରିୟା ଓ ତାଙ୍କ ସ୍ଵାମୀ ଥାନା କୁ ଆସି ନାହାନ୍ତି।ଏବେ ଦେଖିବାକୁ ବାକି ରହିଲା ଭୁଲ କାହାର।

Advertisement