Jun 26, 2024, 19:58 IST

ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋଦୀଙ୍କଠୁ ଆଣିବେ ଗୁରୁ ମନ୍ତ୍ର କରିବେ ଏହିସବୁ କାମ !!

Gg

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ରାଜନୀତିକୁ ନେଇ ଆସିଥିବା କିଛି ଖବର ଜାଣିପାରିବେ । ନିର୍ବାଚନ ପ୍ରଚାର ସମୟରେ ବିଜେପି ଦଳ ଅନେକ କଥା କହିଥିଲେ । ବିଭିନ୍ନ ଦଳ ବିଭିନ୍ନ ପ୍ରକାରର କଥା କହିଥିଲେ । ଏବେ ଓଡ଼ିଶାରେ ବିଜେପି ଦଳ ବିଜୟ ଲାଭ କରିଛି ।
Vv
ନିର୍ବାଚନୀ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗ୍ୟାରେଣ୍ଟି ଦେଇଥିଲେ । ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ଏବଂ ମୋଦୀ ଦେବେ ଗୁରୁମନ୍ତ୍ର । ଏବେ ଓଡ଼ିଶାର ବିକାଶ କରିବାକୁ ଲାଗି ପଡିଛନ୍ତି ମୋହନ ସରକାର । ପ୍ରଧାନମନ୍ତ୍ରୀଙ୍କ ଠାରୁ ଗୁରୁମନ୍ତ୍ର ଆଣି ସବୁ ଗ୍ୟାରେଣ୍ଟି ସେ ପୂରଣ କରିବେ ବୋଲି କହିଛନ୍ତି । ଏବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ହୋଇଛନ୍ତି । ଆଉ ଓଡ଼ିଶାରେ ବିଜେପି ଦଳ ଶାସନ କରୁଛି । ଏବେ ଓଡ଼ିଶାର ଅନେକ ବିଭାଗର ପରିବର୍ତ୍ତନ କରୁଛନ୍ତି ମୋହନ ସରକାର ।
Gg
ଏବେ ଦୁର୍ନୀତି ଉପରୁ ପରଦା ହଟୁଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓଡ଼ିଶାର ବିକାଶ କରିବାକୁ ପଣ କରିଛନ୍ତି । ସେ ଦିନକୁ ଦିନ ଆକ୍ସନ ନେଉଛନ୍ତି । ଦୁର୍ନୀତି ଉପରେ ତାଙ୍କର ଆକ୍ସନ ବଢୁଛି । ଏବେ ଦିଲ୍ଲୀ ଯିବେ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହିତ ଦୁଇ ଉପ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଯାଇପାରନ୍ତି ବୋଲି ଜଣାପଡିଛି । ସେଠାରେ ସେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କ ସହିତ ଭେଟି ପାରିବେ । ଏହି ଦିଲ୍ଲୀ ଗସ୍ତର କାରଣ ହେଉଛି ସେମାନେ ପ୍ରଧାନମନ୍ତ୍ରୀଙ୍କୁ ଭେଟିପାରିବେ । 
ଏଠାରେ ସେ ଅନେକ ନେତା ମନ୍ତ୍ରୀଙ୍କୁ ଭେଟି ପାରିବେ । ଗୃହମନ୍ତ୍ରୀ ଅମିତ୍ ଶାହା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିବେ । ମୋଦୀଙ୍କ ଠାରୁ ସେ ଗୁରୁମନ୍ତ୍ର ଆଣି ଶାସନ କରିବେ । ରାଜ୍ୟରେ ବିଜେପି ସରକାର କିଭଳି କାମ କରିବ ଏକଥା ସେ ବୁଝିବେ । ରାଜ୍ୟରେ କିଭଳି ଶାସନ କରାଯିବ ଆଉ ବିଜେପି ସରକାର କଣ ସବୁ କରିବ ସେହି ବିଷୟରେ ସେ ଆଲୋଚନା କରିଥିଲେ । ଏହାସହ ଅନେକ କିଛି କଥା ସହ ଉପ ମୁଖ୍ୟମନ୍ତ୍ରୀ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସହିତ ଦେଖା କରିବେ ଆଉ ଅନେକ କିଛି ରାଜନୀତି କଥା ହେବେ ବୋଲି ଜଣାପଡିଛି ।

Advertisement