Jun 21, 2024, 18:06 IST

କାହିଁକି ଭୁଶୁଡ଼ିଯିବ ଶ୍ରୀ ମନ୍ଦିର ଦେଖନ୍ତୁ ଆସିଲା ବଡ଼ ଖବର ଏମିତି କହିଲେ ବିଶେଷଜ୍ଞ !!

Gg

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ଏବେ ଏହି ଭିଡିଓ ମାଧ୍ୟମରେ ଶ୍ରୀମନ୍ଦିର ବିଷୟରେ ଜାଣିପାରିବେ । ଶହ ଶହ ବର୍ଷର ମନ୍ଦିର ହେଉଛି ଶ୍ରୀମନ୍ଦିର । ଶ୍ରୀମନ୍ଦିର ବହୁ ପୁରାତନ ଅଟେ । ଏବେ ଏହି ମନ୍ଦିର ଭୁଶୁଡ଼ି ଯିବ ବୋଲି କଥା ଆସୁଛି । କାହିଁକି ଶ୍ରୀମନ୍ଦିର ଭୁଶୁଡ଼ି ଯିବ ବୋଲି ଏବେ ପ୍ରଶ୍ନ ଆସୁଛି । 
Bb
କେଉଁ ଭୁଲ ପାଇଁ ଏଭଳି ଘଟିବାକୁ ଯାଉଛି । ଅଘଟଣ ଘଟିବା ଆଶାରେ ଏବେ ଭକ୍ତଙ୍କ ମନରେ ଦୁଃଖ ଆସିଛି । କୋଟି କୋଟି ଲୋକଙ୍କର ମନ୍ଦିର ହେଉଛି ପୁରୀ ଶ୍ରୀମନ୍ଦିର । ଯେଉଁ ମନ୍ଦିରରେ ଭକ୍ତ ଦୁଃଖର ସହ ପହଞ୍ଚିଲେ ମଧ୍ୟ ଖୁସି ହୋଇଥାଏ । ଯେଉଁ ମନ୍ଦିର ବହୁ ପୁରାତନ । ଯେଉଁ ଶ୍ରୀମନ୍ଦିରକୁ ଭକ୍ତ ଅତି ବିଶ୍ବାସ ସହିତ ଆସିଥାଏ । ସବୁ ସମସ୍ୟା ଦୂର ହୋଇ ଯାଇଥାଏ । ଏବେ ଏହି ମନ୍ଦିରକୁ ନେଇ ଏଭଳି ଘଟଣା ସାମ୍ନାକୁ ଆସିଛି ଯାହା ଦୁଃଖ ଦେବ । ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । 
Hh
ଐତିହାସିକ ବିଶେଷଜ୍ଞ କହିଛନ୍ତି ପୁରୀ ଶ୍ରୀମନ୍ଦିର ଭୁଶୁଡ଼ି ଯାଇପାରେ । ଆଉ ଏଭଳି କିଛି ନକାରିଲେ ଆଗକୁ ଏଭଳି ହୋଇପାରେ । ଐତିହାସିକ ବିଶେଷଜ୍ଞ ଅନୀଲ ଧୀର ଏନେଇ ଅନେକ କଥା କହିଛନ୍ତି । ମନ୍ଦିର ଭୁଶୁଡ଼ି ଯିବାର ସମ୍ଭାବନା ରହିଥିବା ବେଳେ ଅନେକ କଥା ରତ୍ନ ଭଣ୍ଡାରକୁ ନେଇ ଆସିଛି । ରତ୍ନ ଭଣ୍ଡାର ଉପରେ ପୁରୀ ଶ୍ରୀମନ୍ଦିର ରହିଛି । ଆଉ ରତ୍ନ ଭଣ୍ଡାରର ସୁରକ୍ଷା କରିବା ଏବେ ବଡ ଦାୟିତ୍ଵ ବୋଲି ଜଣାପଡିଛି । ରତ୍ନ ଭଣ୍ଡାର ଖୋଲା ଯାଉନଥିବା ବେଳେ ଏଭଳି ମତ ଦେଇଛନ୍ତି ଐତିହାସିକ ବିଶେଷଜ୍ଞ । ଏବେ ଏହି କଥାକୁ ନେଇ ଭକ୍ତମାନେ ଚିନ୍ତାରେ ପଡିଛନ୍ତି ।
ରତ୍ନ ଭଣ୍ଡାର କାନ୍ଥରେ ପାଣି ଲାଗି ଏହା ନଷ୍ଟ ହୋଇଯାଉଛି ବୋଲି କଥା ଆସୁଛି । ପାଣି ମଧ୍ୟ ଝରୁଛି ବୋଲି ସୂଚନା ମିଳୁଛି । ଭାରତୀୟ ପ୍ରତ୍ନତତ୍ତ୍ଵବିତ୍ ମାନେ ଅନେକ ଚେଷ୍ଟା କରିଛନ୍ତି ପୁରୀ ଶ୍ରୀମନ୍ଦିରର ଅବସ୍ଥା କଣ ତାହା ଜାଣିବା ପାଇଁ । ରତ୍ନ ଭଣ୍ଡାରର ଘର ଖୋଲିଲେ ଏହି କଥା ଜଣାପଡ଼ିବ । ଆଉ ରତ୍ନ ଭଣ୍ଡାର ଭିତରୁ ସବୁ ସୁନା କାଢିବା ପରେ ଏହାର ମରାମତି କରାଯାଇପାରିବ । ଏବେ ଏହି ସବୁକୁ ନେଇ ଅନେକ କଥା ଆସୁଛି । ପୁରୀ ମନ୍ଦିରର ଅବସ୍ଥା ବିଗିଡି ଗଲାଣି । ଆଉ ଏବେ ଏହା ମରାମତି ହେବା ଆବଶ୍ୟକ ।

Advertisement