ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଏବେ ଏହି ଭିଡିଓରେ ଆପଣମାନେ ଏଭଳି କିଛି ଖବର ପାଇପାରିବେ ଯାହା ଶୁଣିଲେ ଆପଣ ଅନେକ ବିଷୟରେ ଜାଣିପାରିବେ । ଆପଣମାନେ ସମସ୍ତେ ତ JCB ଗାଡ଼ିର ରଙ୍ଗ ହଳଦିଆ ରଙ୍ଗ ହିଁ ଦେଖିଥିବେ । ଏହି ରଙ୍ଗର କେବଳ JCB ଗାଡ଼ି ରହିଛି । ଏବେ ପ୍ରଶ୍ନ ଆସୁଛି କି କାହିଁକି ଜେସିବି ଗାଡ଼ିର ରଙ୍ଗ ହଳଦିଆ ହୋଇଥାଏ ? କଣ ରହିଛି ଏହା ପଛରେ କାରଣ ଏହି ଭିଡିଓ ମାଧ୍ୟମରେ ଜାଣନ୍ତୁ ।
ଇଂଜିନିୟରମାନେ କାହିଁକି ଏହି ଗାଡିର ରଙ୍ଗ ହଳଦିଆ ରଙ୍ଗ କରିଲେ ? ପ୍ରକୃତରେ ଏହି ଯେସିବିର ନାମ କଣ ? ଏହି ଜେସିବି କେବେ ପ୍ରତିଷ୍ଠିତ ହୋଇଥିଲା ? ଏହି ହଳଦିଆ ରଙ୍ଗର ଗାଡ଼ିକୁ ସମସ୍ତେ ଜାଣିଛନ୍ତି ଆଉ ଏହାକୁ ସମସ୍ତେ ଜେସିବି ବୋଲି କହିଥାନ୍ତି । ବଡ ବଡ ଅଟ୍ଟାଳିକାକୁ ମାତ୍ର କିଛି ସମୟ ଭିତରେ ଗୁଣ୍ଡ କରି ଦେଇଥାଏ ଏହି ହଳଦିଆ ରଙ୍ଗର ମେସିନ । ଏହି ମେସିନକୁ ଆମେ ବୁଲଡୋଜର ବା ଜେସିବି କୁହାଯାଇଥାଏ । ଏହି ମେସିନର ରଙ୍ଗ ହଳଦିଆ ଅଟେ । ଆପଣମାନେ ଏହି ଗାଡ଼ି ଯେତେ ଦେଖିବେ ତାହାର ରଙ୍ଗ ହଳଦିଆ ।
ଏହି ମେସିନ ୧୯୪୫ ମସିହାରେ ପ୍ରତିଷ୍ଠିତ ହୋଇଥିଲା । ଜୋସେଫ ସିରିଲ ବାମ୍ଫରଙ୍କ ଦ୍ଵାରା ଏହି ମେସିନ ପ୍ରତିଷ୍ଠିତ ହୋଇଥିଲା । ପ୍ରଥମେ ଏହି ମେସିନର ରଙ୍ଗ ନାଲି ଆଉ ଧଳା ଥିଲା ପରେ ଏହା ପରିବର୍ତ୍ତନ କରି ନୀଳ ଏବଂ ନାଲି ରଖାଗଲା ଆଉ ଏହାପରେ ମେସିନ କାମ କରୁଥିବା ବେଳେ ଦୂରରୁ ଦୃଶ୍ୟମାନ ହେଉନଥିଲା ଆଉ ସେଥିପାଇଁ ଏହାକୁ ଦୂରରୁ ଦେଖାଯିବା ଭଳି ଏକ ରଙ୍ଗ ଦିଆଗଲା । କମ୍ପାନୀ ଗୁଡ଼ିକ ଏହି ମେସିନ ଗୁଡ଼ିକର ରଙ୍ଗ ହଳଦିଆ ରଖିଲେ । ଆଉ ଯାହାଦ୍ଵାରା ଏହା ଦୂରରୁ ଜଣାପଡ଼ିଲା ।
ଏହି ଜେସିବି ମେସିନର ରଙ୍ଗ ହଳଦିଆ ହେବା ପରେ ଏହା ଦୂରରୁ ଆଉ ରାତିରେ ମଧ୍ୟ ଜଣା ପଡିଲା ଆଉ ଏହି କାରଣରୁ ଏହାର ରଙ୍ଗ ହଳଦିଆ କରାଗଲା । ଏହାର ପ୍ରକୃତ ନାମ କଣ ଥିଲା ତାହା ଆପଣମାନେ ଜାଣିଛନ୍ତି କି ଏହାର ପ୍ରକୃତ ନାମ ହେଉଛି ବ୍ୟାକଲ ଲୋଡର । ଏହି ନାମରେ ଏହା ପୂର୍ବରୁ ନାମିତ ହେଉଥିଲା । ଆଉ ଏବେ ଏହାର ନାମ ପରିବର୍ତ୍ତନ କରାଯାଇଛି । ଆଉ ଏହାର ନାମ ପରିବର୍ତ୍ତନ କରାଯାଇ ଏବେ JCB ରଖାଯାଇଛି । ଏହିଭଳି ଭାବରେ JCB ର ରଙ୍ଗ ଆଉ ନାମ ଥିଲା ବୋଲି ଆପଣମାନେ ଜାଣିପାରିଲେ ।