Updated: Jul 15, 2024, 16:44 IST

କାହିଁକି ଖୋଲିଲାନି ରତ୍ନ ଭଣ୍ଡାର ଅଳଙ୍କାର ଦେଖନ୍ତୁ ଆସିଲା ବହୁତ୍ ବଡ଼ ଖବର

Gh

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି ଖବର ପାଇବା ସହ ଆପଣମାନେ ଏହି ଭିଡିଓ ମାଧ୍ୟମରେ ରତ୍ନ ଭଣ୍ଡାର ବିଷୟରେ ଜାଣିପାରିବେ । ଆଜି ଖୋଲା ଗଲାଣି ରତ୍ନ ଭଣ୍ଡାର ଅଳଙ୍କାର । ତାଲା ଭଙ୍ଗା ଗଲା କିନ୍ତୁ ଅଳଙ୍କାର ଖୋଲା ହେଲାନାହିଁ । ଖୋଲା ହେଲା ନାହିଁ ରତ୍ନ ଭଣ୍ଡାରର ସିନ୍ଦୂକ । 
Bb
 
ରତ୍ନ ଭଣ୍ଡାରର ଆଲମାରୀ ଆଉ ସିନ୍ଦୂକ ଭିତରେ ରହିଛି ଅଳଙ୍କାର । ରତ୍ନ ଭଣ୍ଡାର ଖୋଲିବାକୁ ନେଇ ସବୁବେଳେ ଅନେକ କଥା ଆଉ ପ୍ରଶ୍ନ ଆସିଥାଏ । ରତ୍ନ ଭଣ୍ଡାର ଖୋଲିବାକୁ ନେଇ ଅନେକ ବିବାଦ ଆସିଥାଏ । ଆଉ ଆଜି ଏହି କଳ୍ପନା ଜଳ୍ପନାର ଅନ୍ତ ଘଟିଲା । ରତ୍ନ ଭଣ୍ଡାରର ରକ୍ଷକ ପ୍ରଭୁ ଶ୍ରୀ ଲୋକନାଥଙ୍କ ଆଜ୍ଞାରେ ରତ୍ନ ଭଣ୍ଡାର ଖୋଲିଛନ୍ତି ତଦାରଖ ଟିମ୍ । ବାହାର ରତ୍ନ ଭଣ୍ଡାର ଖୋଲିବା ସହ ଭିତର ରତ୍ନ ଭଣ୍ଡାର ଖୋଲି ନଥିଲା । ଭିତର ରତ୍ନ ଜା,ଭଣ୍ଡାର ଚାବି ନଥିବା ବେଳେ କେବଳ ବାହାର ରତ୍ନ ଭଣ୍ଡାର ଚାବି ଅଛି । 
Vv
ଭିତର ରତ୍ନ ଭଣ୍ଡାରର ତାଲା ଚାବିରେ ଖୋଲି ନଥିଲା । ଯେଉଁଥିପାଇଁ ତାଲା ଭାଙ୍ଗିବାକୁ ପଡ଼ିଥିଲା । ତିନୋଟି ତାଲା ଭଙ୍ଗାଯିବା ପରେ ଭିତର ରତ୍ନ ଭଣ୍ଡାର ଖୋଲିଥିଲା । ରତ୍ନ ଭଣ୍ଡାର ଯାଞ୍ଚ କମିଟି ରତ୍ନ ଭଣ୍ଡାର ବାହାର ପଟୁ ଭିତରେ ଥିବା ଆଲମିରା ଆଉ ସିନ୍ଦୁକ ଦେଖିଥିଲେ । ଶ୍ରୀମନ୍ଦିର ମୁଖ୍ୟ ପ୍ରକାଶକ ଡକ୍ଟର ଅରବିନ୍ଦ ପାଢୀଙ୍କ କହିବା ଅନୁସାରେ ପ୍ରଥମେ ବାହାର ରତ୍ନ ଭଣ୍ଡାର ତାଲା ଖୋଲା ଯାଇଥିଲା । ଆଉ ଏହାପରେ ଭିତରେ ପ୍ରବେଶ କରିଥିଲେ ତଦାରଖ ଟିମ୍ । ବାହାର ରତ୍ନ ଭଣ୍ଡାରରେ ଥିବା ଅଳଙ୍କାର ସବୁ ଚାଙ୍ଗଡ଼ା ଘର, ଫୁଲ ଘରେ ଥିବା ଅସ୍ଥାୟୀ ଷ୍ଟଙ୍ଗ ରୁମକୁ ନିଆଯାଇଥିଲା ।
ଟ୍ରେଜେଡିରୁ ଆସିଥିବା ଚାବିରେ ଭିତର ରତ୍ନ ଭଣ୍ଡାରର ତାଲା ଖୋଲି ନଥିଲା । ଏହାପରେ ନିୟମ ଅନୁସାରେ ଭିତରର ରତ୍ନ ଭଣ୍ଡାରରେ ପଡ଼ିଥିବା ତିନୋଟି ତାଲା ଭଙ୍ଗା ଯାଇଥିଲା । ତଦାରଖ ଟିମର ସମସ୍ତ ସଦସ୍ୟ ରତ୍ନ ଭଣ୍ଡାର ଭିତରକୁ ଯାଇଥିଲେ । ଭିତରେ ଥିବା ଆଲମିରା ଆଉ ଶିନ୍ଦୁକ ଖୋଲା ଯାଇ ନଥିଲା । ଏହା ଭିତରେ କଣ ଅଛି ତାହା ଦେଖା ଯାଇନଥିଲା । ବାହୁଡ଼ା ଆଉ ସୁନାବେଶ ସରିବା ପରେ କୌଣସି ଏକ ତାରିଖ ଧାର୍ଯ୍ୟ କରାଯାଇ ଏହି ସବୁ ଖୋଲାଯିବ ବୋଲି ଖବର ଆସିଛି । ସମସ୍ତ ସିନ୍ଦୁକ ଆଉ ଆଲମିରା ଖୋଲା ଯିବା ପରେ ଏହାକୁ ଏଏସଆଇକୁ ସ୍ଥାନାନ୍ତର କରାଯିବ ବୋଲି ସୂଚନା ମିଳିଛି ।

Advertisement