ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଖବର ପାଇପାରିବେ । ଏବେ ସୁଭଦ୍ରା ଯୋଜନାକୁ ନେଇ ଆସିଛି ଖବର । ସୁଭଦ୍ରା ଯୋଜନାକୁ ନେଇ ସବୁବେଳେ କିଛି ନା କିଛି ଖବର ଆସୁଛି । ଏହି ମହିଳା ମାନଙ୍କୁ ମିଳିବ ନାହିଁ ସୁଭଦ୍ରା ଯୋଜନା ଟଙ୍କା । ଯେତେଥର ପଞ୍ଜିକରଣ କରିଲେ ମଧ୍ଯ ଟଙ୍କା ମିଳିବ ନାହିଁ । ବିନା ଟଙ୍କା ପାଇ ବାରମ୍ବାର ନିରାଶ ହେବାକୁ ପଡୁଛି । ଟଙ୍କା ପାଇବାକୁ ହେଲେ ଏଭଳି କରିବାକୁ ପଡ଼ିବ ।
ଅନେକ ମହିଳାଙ୍କୁ ସୁଭଦ୍ରା ଯୋଜନା ମିଳିବ ନାହିଁ ବୋଲି ସୂଚନା ମିଳୁଛି । ଏବେ ଅନେକ ଲୋକ ସୁଭଦ୍ରା ଯୋଜନା ଟଙ୍କାରୁ ବଞ୍ଚିତ ରହିଛନ୍ତି । ଅନେକ ମହିଳାଙ୍କୁ ସୁଭଦ୍ରା ଯୋଜନା ମିଳିନାହିଁ ଯେଉଁଥିପାଇଁ ଏବେ ସେମାନେ ଚିନ୍ତାରେ ଅଛନ୍ତି । ହଜାର ହଜାର ମହିଳା ଏବେ ଚିନ୍ତାରେ ଅଛନ୍ତି । ହଜାର ହଜାର ମହିଳା ଏବେ ହତାଶ ହୋଇ ଯାଇଛନ୍ତି । ଯେଉଁ ମହିଳାମାନେ ସୁଭଦ୍ରା ଯୋଜନା ପାଇ ନାହାଁନ୍ତି ସେମାନେ ପୁଣି ଆବେଦନ କରିପାରିବେ । ଆଉ ଏଭଳି କିଛି ଭୁଲ କରିଲେ ଆପଣଙ୍କୁ ଟଙ୍କା ମିଳିବ ନାହିଁ ।
୨୫ ଲକ୍ଷ ୧୧ ଜଣଙ୍କୁ ସୁଭଦ୍ରା ଟଙ୍କା ମିଳିଛି । ଆଉ ଯେଉଁମାନେ ଏହି ଟଙ୍କାରୁ ବଞ୍ଚିତ ଅଛନ୍ତି ସେମାନେ କିଛି ଭୁଲ କରିଛନ୍ତି । ୨ ହଜାର ମହିଳାଙ୍କୁ ଟଙ୍କା ମିଳିନାହିଁ । ଆଉ ଯେଉଁମାନେ ଏଭଳି ଭୁଲ କରି ପଞ୍ଜିକରଣ କରୁଥିବେ ସେତେଥର ତାଙ୍କୁ ବିଫଳତାର ସ୍ଵାଦ ଚାଖିବାକୁ ପଡ଼ୁଥିବ । ଛୋଟିଆ ଭୁଲ ପାଇଁ ଆକାଉଣ୍ଟକୁ ଆସିଲା ନାହିଁ ଟଙ୍କା । କିଛି ମହିଳାଙ୍କ କ୍ଷେତ୍ରରେ ଏଭଳି କିଛି ଭୁଲ ଥିବାରୁ ତାଙ୍କୁ ଟଙ୍କା ମିଳିନାହିଁ । ଆଧାର ଠିକ୍ ନଥିବ ବା ବ୍ୟାଙ୍କ ଆକାଉଣ୍ଟରେ ଡେବିଟ ସୁବିଧା ନଥିବ ।
କେଉଁମାନେ ପାଇବେନି ସୁଭଦ୍ରା ଯୋଜନା ଟଙ୍କା ଦେଖନ୍ତୁ ଆସିଲା ବହୁତ୍ ବଡ଼ ଖବର
ଏହି କାରଣରୁ ଆକାଉଣ୍ଟକୁ ଟଙ୍କା ଆସିନାହିଁ । ଗୋଟିଏ ବ୍ୟାଙ୍କ ଖାତାରୁ ଆଉ ଗୋଟିଏ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଯାଉନଥିବ ତାହେଲେ ଏହା ହେଉଛି ଡେବିଟ୍ । ଏଭଳି ଭୁଲ ଥିଲେ ଆପଣ ଏହାକୁ ସଂଶୋଧନ କରନ୍ତୁ । ଯଦି ଆପଣମାନେ ଏହାକୁ ସଂଶୋଧନ କରିବେ ନାହିଁ ତାହେଲେ ଆପଣଙ୍କ ଆକାଉଣ୍ଟକୁ ଟଙ୍କା ଆସିବ ନାହିଁ । ଏବେ ଯେଉଁମାନଙ୍କର ଟଙ୍କା ଆସିନାହିଁ ସେମାନେ ଦ୍ଵିତୀୟ ଥର ଆବେଦନ କରିପାରିବେ ଯଦି କିଛି ଭୁଲ ରହିଲା ତାହେଲେ ଦ୍ଵିତୀୟ ଥର ମଧ୍ୟ ଟଙ୍କା ଆସିବ ନାହିଁ ।