May 12, 2024, 19:14 IST

ଯାତ୍ରା ଜଗତର ସବୁଠାରୁ ଧନୀ ଭିଲିଆନ କିଏ ! ଜାଣିଲେ ଆଶ୍ଚର୍ୟ୍ଯ ହୋଇଯିବେ ଆପଣ

Gg

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ଯାତ୍ରା ଜଗତକୁ ନେଇ ଆସିଥିବା ଖବର ଜାଣିପାରିବେ ।
ଆପଣମାନେ ତ ଯାତ୍ରା ଦେଖିବାକୁ ପସନ୍ଦ କରୁଥିବେ । ଆଉ ଯାତ୍ରା ଜଗତର ଅଭିନେତା ଆଉ ଅଭିନେତ୍ରୀଙ୍କୁ ନେଇ ଆସୁଥିବା ଖବର ସବୁ ଆପଣମାନେ ପାଇ ପାରୁଥିବେ । ଆପଣମାନେ ଏହି ଭିଡିଓ ମାଧ୍ୟମରେ ଯାତ୍ରା କଳାକାରଙ୍କ ବିଷୟରେ କିଛି ଜାଣିପାରିବେ ।
Hh
ଓଡ଼ିଆ ଯାତ୍ରା ଜଗତରେ କାମ କରୁଥିବା ଖଳନାୟକମାନଙ୍କୁ ଆପଣମାନେ ତ ଜାଣିଥିବେ । ଯାତ୍ରା ଜଗତରେ ନାୟକ ଆଉ ଖଳନାୟକ ଯାତ୍ରାକୁ ଅଧିକ ମନୋରମ କରିଥାନ୍ତି । ଏବେ ଯାତ୍ରା ଜଗତର ଖଳନାୟକମାନଙ୍କୁ ନେଇ କିଛି ଖବର ଆସିଛି ଆଉ
ଏହା ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ଆପଣମାନେ ଜାଣିଛନ୍ତି କି ଓଡ଼ିଆ ସିନେମା ଜଗତରେ କାମ କରୁଥିବା ଖଳନାୟକମାନଙ୍କର ଦରମା କେତେ ? ସେମାନେ ଗୋଟିଏ ନାଟକ ପାଇଁ କେତେ ଟଙ୍କା ନିଅନ୍ତି ?
୧) ସଞ୍ଜୟ ଭୋଳ - ଅଭିନେତା ସଞ୍ଜୟ ବଳ ଗୋଟିଏ ବର୍ଷ ନାଟକ କରିବା ପାଇଁ ୩୫ ରୁ ୪୦ ଲକ୍ଷ ଟଙ୍କା ନିଅନ୍ତି । ସେ ଗୋଟିଏ ବର୍ଷ ଅନେକ ଯାତ୍ରାରେ କାମ କରିଥାନ୍ତି । 
୨) ଦୈତାରୀ ପଣ୍ଡା - ଆପଣମାନେ ତାଙ୍କର ଅଭିନୟକୁ ଦେଖି ପସନ୍ଦ କରିଥିଲେ । ସେ ଗୋଟିଏ ବର୍ଷ ପାଇଁ ଯାତ୍ରା କରିବାକୁ ୩୫ ରୁ ୪୦ ଲକ୍ଷ ଟଙ୍କା ନେଇଥାନ୍ତି । ସେ ଗୋଟିଏ ବର୍ଷରେ ଅନେକ ନାଟକରେ ଅଭିନୟ କରିଥାନ୍ତି ।
Bh
୩) ମହେନ୍ଦ୍ର ବିଶ୍ଵାଳ - ଅଭିନେତା ମହେନ୍ଦ୍ର ବିଶ୍ଵାଳ ଗୋଟିଏ ବର୍ଷରେ ୩୦ ରୁ ୩୫ ଲକ୍ଷ ଟଙ୍କା ନିଅନ୍ତି । ସେ ଗୋଟିଏ ବର୍ଷରେ ଅନେକ ଯାତ୍ରାରେ କାମ କରନ୍ତି ।
୪) କାହ୍ନା ନାୟକ - ଖଳନାୟକ କାହ୍ନା ନାୟକ ଗୋଟିଏ ବର୍ଷରେ ନାଟକ କରିବା ପାଇଁ ୨୫ ରୁ ୩୦ ଲକ୍ଷ ଟଙ୍କା ନେଇଥାନ୍ତି । ସେ ଗୋଟିଏ ବର୍ଷରେ ଅନେକ ଯାତ୍ରାରେ ଅଭିନୟ କରିଥାନ୍ତି ।
୫) ପୀୟୂଷ ମହାନ୍ତି - ସେ ଗୋଟିଏ ବର୍ଷରେ ଅନେକ ଯାତ୍ରା ପାର୍ଟିରେ ନାଟକ କରିଥାନ୍ତି । ଆଉ ପୀୟୂଷ ମହାନ୍ତି ଜଣେ ମହାନ୍ କଳାକାର । ଆଉ ସେ ଗୋଟିଏ ବର୍ଷ ନାଟକ କରିବା ପାଇଁ ୨୫ ରୁ ୩୦ ଲକ୍ଷ ଟଙ୍କା ନେଇଥାନ୍ତି । ସେ ଗୋଟିଏ ବର୍ଷରେ ଅନେକ ଯାତ୍ରାରେ ଅଭିନୟ କରିଥାନ୍ତି ।

Advertisement