ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କିଛି କଥା କହିଛନ୍ତି ଆଉ କିଛି ଘଟଣାକୁ ନେଇ କିଛି କଥା କହିଛନ୍ତି । ଦୁ-ଷ୍କ-ର୍ମ କଥାକୁ ସହି ପାରିଲେନି ମୁଖ୍ୟମନ୍ତ୍ରୀ ଯୋଗୀ । କମ୍ ବୟସର ଝିଅ ସହ କରିଥିଲେ ଏଭଳି କିଛି । ସେହି କମ୍ ବୟସର ଝିଅ ଦେହ ଉପରେ ପଡିଥିଲା ନଜର । ଏହି ଖବର ଯେତେବେଳେ ମୁଖ୍ୟମନ୍ତ୍ରୀ ପାଇଲେ ଏହାପରେ ଘଟିଥିଲା ଏଭଳି କିଛି ।
ମୁଖ୍ୟମନ୍ତ୍ରୀ ଏହି ଘଟଣା ବିଷୟରେ ଜାଣିବା ପରେ ଯେଉଁ ବ୍ୟକ୍ତି ଏଭଳି କାଣ୍ଡ କରିଥିଲେ ତାଙ୍କ ଘର ଉପରେ ଜେସିପି ଚଢ଼ାଇ ଦେଇଥିଲେ । ଜଣେ ରାଜନେତା ହୋଇ କରିଥିଲା ଏଭଳି କାମ । ଆଉ ଏହାପରେ ଏଭଳି କିଛି ଘଟିଥିଲା । ଏହି ରାଜନେତା ଜଣକ ଦୁ-ଷ୍କ-ର୍ମ କରିଥିଲେ । ଏବେ ଏହି ଦୁ-ଷ୍କ-ର୍ମକାରୀଙ୍କ ଘର ଭାଙ୍ଗି ଦେଇଛନ୍ତି ସରକାର । ୧୨ ବର୍ଷର ନାବାଳିକା ସହିତ ଏଭଳି କାଣ୍ଡ କରିଥିଲା ଏହି ଦୁ-ଷ୍କ-ର୍ମକାରୀ ରାଜନେତା ଜଣକ । ଏହି ରାଜନେତା ଜଣକ ଘର ଏବେ ଭାଙ୍ଗି ଯାଇଛି ।
ଏହି ଘଟଣା ବିଷୟରେ ଶୁଣି କେହି ରହି ପାରିନଥିଲେ ଆଉ ଏହି ଘଟଣା ଶୁଣି ଏବେ ଏଭଳି କିଛି କରିଥିଲେ ମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଘଟଣାକୁ ନେଇ ଲୋକମାନେ ତାତି ଯାଇଥିଲେ । ଆଉ ଏହି ପୀଡ଼ିତାଙ୍କ ମାଙ୍କୁ ଡାକି ନେତା ଯୋଗୀ କହିଥିଲେ ଯିଏ ଦୋଷୀ ସେ ଯେତେ ବଡ ଲୋକ ହେଉନା କାହିଁକି ତାକୁ ଦଣ୍ଡ ମିଳିବ । ଆଉ ଏହି ଅନୁସାରେ ଏବେ ଏହି ରାଜନେତା ଜଣକ ଦୋଷୀ ହୋଇଥିବାରୁ ତାଙ୍କ ଘର ବେଆଇନ ବୋଲି କହି ଭାଙ୍ଗି ଦେଲେ ସରକାର । ଗରିବ ମାଆର ଆଖିରୁ ଲୁହ ପୋଛି ଏଭଳି କାମ କରିଥିଲେ ଏହି ନେତା ଜଣକ ।
ଅଯୋଧ୍ୟା ଗଣଦୁ-ଷ୍କ-ର୍ମ ମାମଲାର ତଦନ୍ତ ପରେ ଏହି ଘରକୁ ବେଆଇନ ଭାବରେ ବନା ଯାଇଛି ବୋଲି
ଜଣାପଡିଥିଲା । ଆଉ ଏହାପରେ ଏହି ପୀଡ଼ିତାଙ୍କ ମାଆଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବୁଝାଇଛନ୍ତି । ଏହାସହ ତାଙ୍କ ଝିଅକୁ ନ୍ୟାୟ ଦେବେ ବୋଲି ଜଣାପଡିଛି । ଏହି ରାଜନେତା ଜଣକ ହେଉଛନ୍ତି ମଇ ଉଦ୍ଦୀନ । ସେ ଏଭଳି ନିନ୍ଦନୀୟ କାମ କରିବାରୁ ତାଙ୍କ ସପିଙ୍ଗ ମଲ୍ କମ୍ପ୍ଲେକ୍ସ ଯାହାକି ସେ ଏବେ ନିର୍ମାଣ କରିଥିଲେ ଏହାକୁ ଭାଙ୍ଗି ଦିଆଯାଇଛି । ଆଉ ଏହାସହ ତାଙ୍କର ଅନେକ କମ୍ପାନୀ ମଧ୍ୟ ଭାଙ୍ଗି ଦିଆଯାଇଛି ବୋଲି ସୂଚନା ମିଳିଛି । ଏକ ଦୋକାନରେ ଏହି ରାଜନେତା ଜଣକ ଏଭଳି ନିନ୍ଦନୀୟ କାମ କରିଥିଲେ ।