Updated: Jul 10, 2024, 18:11 IST

ଫସିଗଲେ ବିରାଟ କୋହଲି ଦେଖନ୍ତୁ ଥାନାରେ ହେଲା କେସ କେବଳ ଏହି କାରଣ ପାଇଁ

Gg

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ କ୍ରିକେଟ ଜଗତ ଏବଂ କ୍ରିକେଟରଙ୍କୁ ନେଇ ଆସିଥିବା ଖବର ବିଷୟରେ ଜାଣିପାରିବେ । ଆପଣମାନେ ସମସ୍ତେ ତ କ୍ରିକେଟର ବିରାଟ କୋହଲିଙ୍କୁ ଜାଣିଥିବେ । ଏହି କ୍ରିକେଟର ଜଣକ ବହୁତ ସୁନ୍ଦର ଭାବରେ ଖେଳ ଖେଳନ୍ତି । ଏବେ ତାଙ୍କୁ ନେଇ କିଛି ଖବର ଆସିଛି । 
Gh
ଭାରତୀୟ କ୍ରିକେଟ ଟିମର ଷ୍ଟାର କ୍ରିକେଟର ବିରାଟ କୋହଲିଙ୍କୁ ନେଇ ଆସିଛି ଖବର । ଏବେ ତାଙ୍କୁ ବଡ ଝଟକା ଲାଗୁଛି । ବିଶ୍ୱକପ୍ ହାତେଇବା ପରେ ଏବେ ସେ ଫସି ଯାଇଛନ୍ତି । ପୋଲିସ ତାଙ୍କ ବିରୋଧରେ ନେଇଛି ବଡ ଆକ୍ସନ । ବିରାଟ କୋହଲିଙ୍କ ତିନୋଟି ରେଷ୍ଟୁରାଣ୍ଟର ମ୍ୟାନେଜରଙ୍କ ନାଁରେ ଆସିଛି ଅଭିଯୋଗ । ବିଳମ୍ବିତ ରାତିରେ ତାଙ୍କ ରେଷ୍ଟୁରାଣ୍ଟକୁ ପୋଲିସ ପଶି ଆସିଥିଲେ । ଆଉ ହଠାତ୍ ଏଭଳି ପୋଲିସ ଆସିବାକୁ ନେଇ ଅନେକ ପ୍ରଶ୍ନ ଆସିବା ସହ ଲୋକଙ୍କ ମନରେ ଅନେକ କଥା ଆସୁଛି । 
Vv
କ୍ରିକେଟର ବିରାଟ କୋହଲିଙ୍କ ଏକ ପବ୍ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବାଙ୍ଗାଲୋରର ଏମଜି ରୋଡରେ ଥିବା ପବ୍ ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲା ଥିଲା । ସେଥିପାଇଁ ସେଠାକୁ ରାତିରେ ପୋଲିସ ଯାଇଥିଲେ । ଆଉ ଏହାସହ ଅନ୍ୟ ପବ୍ ଗୁଡ଼ିକ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଗତ ବିଳମ୍ବିତ ରାତି ୧.୩୦ ପର୍ଯ୍ୟନ୍ତ ତାଙ୍କ ପବ୍ ଖୋଲା ଯାଇଥିଲା । ପୋଲିସ ପାଖକୁ ରାତିରେ ଏହି ପବରେ ଅଧିକ ସାଉଣ୍ଡରେ ଗୀତ ବାଜିଥିବାର ଅଭିଯୋଗ ଆସିଥିଲା ଆଉ ସଙ୍ଗେ ସଙ୍ଗେ ପୋଲିସ ଆକ୍ସନ ନେଇଥିଲା ।
କର୍ଣାଟକ ସରକାରଙ୍କ ନିୟମ ଉଲଂଘନ କରି ବିଳମ୍ବିତ ରାତି ପର୍ଯ୍ୟନ୍ତ ପବ୍ ଖୋଲା ଥିବା ନେଇ ଖବର ଆସିବା ପରେ ଏଭଳି ଘଟିଥିଲା । ବିରାଟ କୋହଲିଙ୍କ ଏହି ପବ୍ ଦିଲ୍ଲୀ, ପୁନେ ଆଉ ମୁମ୍ବାଇରେ ରହିଛି । ବିରାଟ କୋହଲିଙ୍କ ଏହି ପବକୁ ଗ୍ରାହକମାନେ ଯାଇଥାନ୍ତି । ଆଉ ଏହା ଷଷ୍ଠ ମହଲାରେ ରହିଛି । ଷ୍ଟାଡିୟମର ପୁରା ନଜର ଦେଖିବା ପାଇଁ ସେଠାରେ ଭିଡ ଲାଗିଥାଏ । ସେ ଇଣ୍ଡିଆନ ପ୍ରିମିୟମ ଲିଗ୍ ଆରମ୍ଭରୁ ରୋୟାଲ ଚ୍ୟାଲେଞ୍ଜ ବାଙ୍ଗାଲୋର ପାଇଁ ଖେଳୁଛନ୍ତି । ଆଉ ଏବେ ସେ ଫସି ଯାଇଥିବା ନେଇ ଚର୍ଚ୍ଚା ହେଉଛି ।

Advertisement