Jun 6, 2024, 17:48 IST

ବିଜୟ ଖୁସିରେ ନାଚୁଥିଲେ ନେତା ଦେଖନ୍ତୁ ହଠାତ୍ ଆସି କାମୁଡିଦେଲା ସାପ ଆଉ ତା ପରେ ହେଲା କିଛି ଏମିତି

Cfg

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି କଥା ଜାଣିପାରିବେ । ରାଜନୀତିରେ ତିନୋଟି ପ୍ରମୁଖ ଦଳ ଦେଖିବାକୁ ମିଳିଥାଏ । ବିଜେଡି, ବିଜେପି ଆଉ କଂଗ୍ରେସ ଦଳ । ଏହି ତିନୋଟି ଦଳ ମଧ୍ୟରୁ କେଉଁ ଦଳ କେଉଁ ଅଞ୍ଚଳରେ ଶାସନ କରିବ ତାହା ନିର୍ବାଚନ ଫଳାଫଳ ଦ୍ଵାରା ଜଣାପଡିଛି । 
Gg
୨୦୨୪ ମସିହାରେ ହୋଇଥିବା ନିର୍ବାଚନରେ ଆପଣମାନେ ଅନେକ କିଛି ଦେଖିଥିବେ । ଏହି ନିର୍ବାଚନରେ ଜଣେ ଜିତିଥିବା ପ୍ରାର୍ଥୀଙ୍କ ସହିତ ଘଟିଛି ଏଭଳି ଘଟଣା ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଖବର ଏବେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ସାମ୍ନାକୁ ଆସିଲା ଏକ ବଡ ଖବର । ବିଜେଡି, ବିଜେପି ଦଳକୁ କଂଗ୍ରେସ ପଛରେ ପକାଇ ଦେଇଥିଲା । ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ ପିନ୍ଧିଲେ ବିଜୟୀ ମୁକୁଟ । ସେ ନିର୍ବାଚନରେ ବିଜୟ ଲାଭ କରିଥିଲେ ।
Vg
ଆଉ ଏହି ଖୁସିରେ ସେ ନାଚ କରୁଥିଲେ । ଆଉ ସେହି ଖୁସି ସମୟରେ ତାଙ୍କ ସହିତ ଏଭଳି ଅଘଟଣ ଘଟିଯିବ ସେକଥା କିଏ ଜାଣିଥିଲା । ଏହି ବିଜେତା ଜଣକ ଖୁସିରେ ନାଚ କରୁଥିବା ବେଳେ ତାଙ୍କୁ ବିଷଧର ସାପ କାମୁଡି ଦେଇଥିଲା । ଆଉ ଏବେ ସେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଦିନ ରାତିକୁ ଏକ କରି ଦେଇଥିଲେ ଏହି ପ୍ରାର୍ଥୀ ଜଣକ । ସେ ସମସ୍ତଙ୍କୁ ପଛରେ ପକାଇ ବିଜୟୀ ପତାକା ଉଡାଇଥିଲେ । ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଠାରେ କଂଗ୍ରେସ ବିଜୟୀ ହୋଇଥିଲା ।
ଆଉ ଏବେ ସେହି ଖୁସି ଦୁଃଖରେ ପରିଣତ ହୋଇଛି । ତାଙ୍କୁ ବିଷଧର ସାପ କାମୁଡି ଦେଇଥିଲା ଆଉ ସେ ଜାଣି ପାରିନଥିଲେ । ଏହାପରେ ସେ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ତାଙ୍କ ପରିବାରଲୋକେ ମେଡ଼ିକାଲକୁ ନେଇ ଯାଇଥିଲେ । ସେଠାରେ ତାଙ୍କର ଦେହ ଅସୁସ୍ଥ ହେବାରୁ ତାଙ୍କୁ ଅନ୍ୟ ଏକ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଚିତ୍ରକୋଣ୍ଡା ନବ ନିର୍ବାଚିତ କଂଗ୍ରେସ ବିଧାୟକ ବହୁତ ଖୁସି ଥିଲେ । କିନ୍ତୁ ଏଭଳି ଘଟଣା ଏବେ ସମସ୍ତଙ୍କୁ ଦୁଃଖ ଦେଇଛି । ଏବେ ଏହି ଖବର ଶୁଣି କଂଗ୍ରେସ ଦଳର ଲୋକମାନେ ଦୁଃଖ ପ୍ରକାଶ କରିଛନ୍ତି ।

Advertisement