Jul 4, 2024, 16:47 IST

ଗର୍ଭବତୀ ବୋହୂକୁ ଶାବଳ ପକାଇ ମା-ରିଦେଲେ ଶାଶୁଘର ଲୋକେ ଦେଖନ୍ତୁ ଆସିଲା ବହୁତ୍ ବଡ଼ ଦୁଃଖ ଖବର

Vv

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ବନ୍ଧୁଗଣ ଗ-ର୍ଭ-ବ-ତୀ ସ୍ତ୍ରୀକୁ ପରିବାର ଲୋକଙ୍କ ସହିତ ମିଶି ସ୍ବାମୀ ଶାବଳ ପକେଇ ମାରିଦେଇଥିଲା। ଗ-ର୍ଭ-ବ-ତୀ ଥିଲା ବୋହୂ ସ୍ବାମୀ ଓ ଶାଶୂଘର ଲୋକେ ଯୌତୁକ ପାଇଁ ଶେଷରେ ଗ-ର୍ଭ-ବ-ତୀ ବୋହୂର ନେଇଗଲେ ଜୀବନ। ଏଭଳି କିଛି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ମୃ-ତ-କଙ୍କ ଭାଉଜ।
Gg
ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ଗତ ଫେବୃୟାରୀ ୧୯ ତାରିଖ ଝିଅ କବିତାଙ୍କୁ ହିନ୍ଦୁ ରୀତିନୀତି ଅନୁଯାୟୀ ମନ୍ଦାରି ନିବାସୀ ରତିକାନ୍ତ ଭଇଙ୍କ ସହିତ ବିବାହ କରାଇଥିଲେ। ବିବାହ ସମୟରେ କନ୍ୟା ପକ୍ଷରୁ ବର ପକ୍ଷଙ୍କୁ ଦାବି ମୁତାବକ ଯୌ-ତୁ-କ ଦିଆଯାଇଥିଲା। ମାତ୍ର ବାହାଘରର ୧୫ ଦିନ ପରେ ରତିକାନ୍ତଙ୍କ ପରିବାର ପକ୍ଷରୁ ଆଉ ୫୦ ହଜାର ଟଙ୍କା ଅଧିକ ଯୌ-ତୁ-କ ଦାବି କରିଥିଲେ ଶାଶୁଘର ଲୋକେ। ଯାହାକୁ ନେଇ କବିତାଙ୍କ ଉପରେ ଅ-ତ୍ୟା-ଚା-ର ଆରମ୍ଭ ହେଇଯାଇଥିଲା। ଖାଲି ମାରଧର କରୁନଥିଲେ ଏମିତିକି ଜୀବନରୁ ମାରିଦେବାକୁ ମଧ୍ୟ ବାରମ୍ବାର ଧମକ ଦେଉଥିଲେ। 
Gg
ଏହାକୁ ନେଇ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଆରମ୍ଭ ହେଇଥିଲା ଫାଟ। ଏହାପରେ ବର ପକ୍ଷରୁ ଓ କନ୍ୟା ପକ୍ଷରୁ ଉଭୟଙ୍କୁ ବୁଝାମଣା ହେଇଥିଲା। ହେଲେ ହଠାତ ଗାଁର କିଛି ଲୋକ ବାସୁଦେବପୂର୍ ଡାକ୍ତରଖାନାକୁ ନିଜର କୌଣସି କାମରେ ଯାଇଥିବା ବେଳେ ମେଡିକାଲରେ କବିତାଙ୍କ ମୃ-ତ-ଦେ-ହ ପଡ଼ିଥିବାର ଦେଖିବାକୁ ପାଇଥିଲେ ଗାଁର ଲୋକ ମାନେ। ଏହାକୁ ଦେଖି ସଙ୍ଗେ ସଙ୍ଗେ ଗାଁର ଲୋକ ମାନେ ପରିବାର ଲୋକଙ୍କୁ ଖବର ଦେଇଥିଲେ। 
ଖବର ପାଇ ପରିବାର ଲୋକେ ବାସୁଦେବପୁର ଚିକିତ୍ସାଳୟରେ ଯାଇ ପହଞ୍ଚିଥିଲେ। ଦେଖିଲା ବେଳକୁ ସତରେ ତାଙ୍କ ଝିଅ କବିତାଙ୍କ ମୃ-ତ-ଦେ-ହ ଡାକ୍ତରଖାନାରେ ପଡ଼ି ରହିଛି। ଏମିତିକି ମୃ-ତ କବିତାଙ୍କ ପାଖରେ ତାଙ୍କ ସ୍ବାମୀ ଓ ପରିବାର ଲୋକେ କେହି ନଥିବା ଜଣାପଡ଼ିଛି। ଝିଅକୁ ଅଧିକ ଯୌତୁକ ଦାବି କରି ନି-ର୍ଯା-ତ-ନା ଦେଇ ମାରି ଦିଆଯାଇଥିବା ପରିବାରଙ୍କ ପକ୍ଷରୁ ଅଭିଯୋଗ ହେଇଥିବା ବେଳେ ଅନ୍ୟପଟେ ବାସୁଦେବପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

Advertisement