Jul 9, 2024, 19:27 IST

ପୁଣି ଆକ୍ସନ ମୋଡରେ ଆସିଲେ ବିଧାୟକ ଦେଖନ୍ତୁ ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ ଦେଲେ ପ୍ରଶାନ୍ତ ଜଗଦେବ

Hh

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆକ୍ସନ ମୁଡରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦିସ୍। ସାଧାରଣ ଗରିବ ଲୋକଙ୍କ ଆଖିର ଲୁହ ଦେଖି ତାଙ୍କ ହୃଦୟ ବି କାନ୍ଦି ଉଠିଥିଲା। ଆଉ ସେଥିପାଇଁ ସେ ନେଇଛନ୍ତି ଏଭଳି କିଛି ପଦେକ୍ଷପ ଯାହାକୁ ନେଇ ସବୁ ଆଡେ ଚର୍ଚ୍ଚା ଆକ୍ଟିଭ ମୁଡକୁ ଆସିଥିଲେ ପ୍ରଶାନ୍ତ। ଏବଂ ସଙ୍ଗେ ସଙ୍ଗେ ଅଫିସର ମାନଙ୍କୁ ଫୋନ କରି ଡକାଇ ଥିଲେ ଆଉ ପବ୍ଲିକ ଡ୍ରେସରେ ମିଟିଂ ବସାଇଥିଲେ। ଆଉ ତାପରେ ପ୍ରଶାନ୍ତ ଜଗଦିଶ କାମ ଏପର୍ଯ୍ୟନ୍ତ କଣ ପାଇଁ ହେଇ ନାହିଁ ବୋଲି ପ୍ରଶ୍ନ କରିଥିଲେ ଅଫିସର୍ ମାନଙ୍କୁ। ଗରିବ ଲୋକଙ୍କୁ ସାନ୍ତନା ମଧ୍ୟ ଦେଇଥିଲେ। ଯେମିତି ହେଲେ ବି କାମ ହେବ ବୋଲି ଗରିବ ଲୋକଙ୍କୁ କଥା ଦେଇଛନ୍ତି ପ୍ରଶାନ୍ତ ଜଗଦୀଶ। 
Vv
ଗରିବ ଲୋକଙ୍କ ଦୁଃଖ ଦେଖି ସବୁ କାମ ଛାଡି ଲୋକ ମାନଙ୍କର ଅଭିଯୋଗ ଶୁଣିବା ପାଇଁ ଅଫିସର ମାନଙ୍କୁ ଡକାଇ ପବ୍ଲିକ ପ୍ଲେସରେ ବସାଇ ଥିଲେ। ଆଉ ଗୋଟି ଗୋଟି କରି ସମସ୍ତଙ୍କର ଅଭିଯୋଗ ଶୁଣିଥିଲେ ପ୍ରଶାନ୍ତ ସେଠୀ। ଖାଲି ଅଭିଯୋଗ ନୁହେଁ କାହାର କଣ ସମସ୍ୟା ଅଛି ଏବଂ ତାହା କେତେ ଜଲ୍ଦୀ ଦୂର ହେଇପାରିବ ତାକୁ ନେଇ ମଧ୍ୟ ଗୋଟେ ପରେ ଗୋଟେ ପଦେକ୍ଷପ ନେଇଛନ୍ତି। ଆଉ ଅଫିସର ମାନଙ୍କୁ ମଧ୍ୟ କହିଛନ୍ତି ଯେତେ ଶୀଘ୍ର ହେବ ଏଇ ଗରିବ ଲୋକ ମାନଙ୍କର ସମସ୍ୟା ଦୂର କରିବେ। 
Vh
ଆଉ ଏଭଳି ଖୋଲା ରାସ୍ତାରେ ବିଧାୟକ ସମସ୍ତଙ୍କ ଅଭିଯୋଗ ଶୁଣୁଥିବାର ବେଳେ ଏହାକୁ ଦେଖି ଆଶ୍ଚର୍ଯ୍ୟ ହେଇଯାଇଥିଲା ସାଧାରଣ ଲୋକେ। ଆଉ ଯାହାର ଯାହା ସମସ୍ୟା ଥିଲା ସମସ୍ତେ ଯାଇ ବିଧାୟକଙ୍କ ପାଖରେ ପହଞ୍ଚି ଥିଲେ। ପୂର୍ବାହ୍ନ ୯ଟା ସମୟରେ ପ୍ରଶାନ୍ତ ନିଜର ସମର୍ଥକଙ୍କ ସହିତ ବାଇକରେ ଆସି ପ୍ରଥମଥର ପାଇଁ ଖୋର୍ଦ୍ଧା ସହରର ବାଳିକା ଉଚ୍ଚ ବିଦ୍ୟାଳୟ ସମୁଖରେ ଅଟୋ ଷ୍ଟାଣ୍ଡରେ ବସି ଖୋର୍ଦ୍ଧା ସହରର ସାଧାରଣ ଲୋକଙ୍କ ସମସ୍ୟା ଶୁଣିବା ସହିତ ତାର ସମାଧାନ ପାଇଁ ମଧ୍ୟ ପଦେକ୍ଷପ ନେଇଥିଲେ। 
ଖାଲି ବିଧାୟକ ନୁହଁନ୍ତି ତାଙ୍କ ସହିତ ଖୋର୍ଦ୍ଧା ଉପଜିଲ୍ଲାପାଳ ଦୀପ୍ତି ରଞ୍ଜନ ସେଠୀ, ତହସିଲଦାର, ପୌରନିର୍ବାହୀ, ଖୋର୍ଦ୍ଧା ବିଡ଼ିଓ, ପ୍ରମୁଖ ଉପସ୍ଥିତ ରହି ବିଧାୟକ ପ୍ରଶାନ୍ତ ଜଗଦିଶଙ୍କୁ ସାଧାରଣ ଲୋକେ ଦେଉଥିବା ଅଭିଯୋଗ ସମାଧାନ ପାଇଁ ବ୍ୟବସ୍ଥା କରିଥିଲେ। ବର୍ଷା ଦିନେ ରାସ୍ତାଘାଟ ସମସ୍ୟା, ଡ୍ରେନ ପାଣି ସମସ୍ୟା, ଆଉ ଯେତେ ଶୀଘ୍ର ସମ୍ଭବ ସମସ୍ତ ସମସ୍ୟା ସମାଧାନ ପାଇଁ ବିଧାୟକ ମଧ୍ୟ ଅଫିସର୍ ମାନଙ୍କୁ ତାଗିଦ୍ କରିଛନ୍ତି।

Advertisement