May 27, 2024, 19:03 IST

ଜାଣି ଜାଣି ଏକାଠି ଜୀବନ ହାରିଦେଲେ ସ୍ୱାମୀ ସ୍ତ୍ରୀ ଦେଖନ୍ତୁ କଣ ହେଲା ଏମିତି ଯେ ନେଲେ ଏତେ ବଡ ନିଷ୍ପତି

Vb

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
Bb
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ବନ୍ଧୁଗଣ ଇଲେ୍କ୍ଟ୍ରିତାରକୁ ଧରି ଜୀବନ ହାରି ଦେଇଛନ୍ତି ସ୍ବାମୀ ସ୍ତ୍ରୀ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ପୁରୁଷୋତ୍ତମ ପଞ୍ଚାୟତ ପାର୍ବତୀପୁର ଗ୍ରାମରେ। ଉକ୍ତ ସ୍ବାମୀ ସ୍ତ୍ରୀଙ୍କ ନାଁ ହେଉଛି ମନୋଜ ମହାକୁଳ ସସ୍ମିତା ମହାକୁଳ। 
Bb
ଖବର ମୁତାବକ ମନୋଜ ଏବଂ ସସ୍ମିତାଙ୍କର ଏଇ କିଛିବର୍ଷ ପୂର୍ବରୁ ବିବାହ ହେଇଥିଲା। ତାଙ୍କର ଏକ କନ୍ୟା ସନ୍ତାନ ମଧ୍ୟ ଅଛି। ମନୋଜ ବାଙ୍ଗାଲୋରରେ ଚାକିରୀ କରିଥିବା ବେଳେ ଘରେ ଭାଇ ଭାଉଜ ଏବଂ ଝିଅଙ୍କ ସହିତ ରହୁଥିଲେ ତାଙ୍କ ସସ୍ମିତା। ହେଲେ ମନୋଜ ଘରକୁ ଆସିବା ପରେ କୌଣସି କାରଣ ପାଇଁ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେଇଥିଲା। ଯାହାପରେ ସ୍ବାମୀ ସ୍ତ୍ରୀ ଶନିବାର ଦିନ ଘରେ କବାଟ ବନ୍ଦ କରି ରହିଥିଲେ। 
ଘର ଲୋକ ଯେତେବେଳେ ଡାକିଥିଲେ ସେତେବେଳେ କେହି ହେଲେ କବାଟ ଖୋଲିନଥିଲେ। ତା'ପରେ କବାଟ ଭାଙ୍ଗି ଦେଖିଲା ବେଳକୁ ଉଭୟ ସ୍ବାମୀ ସ୍ତ୍ରୀ ହାତଧରି ଆରପାରିକୁ ଚାଲିଯାଇଥିଲେ। ବାହାଘର ପରେ ଉଭୟ ସ୍ବାମୀ ସ୍ତ୍ରୀ ବେଶ ହସଖୁସିରେ ରହୁଥିଲେ ବୋଲି କହିଛନ୍ତି ଘର ଲୋକେ। ସେପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଶବକୁ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇଛନ୍ତି।

Advertisement