Updated: Jun 16, 2024, 20:31 IST

ସରକାର କଲେ ବଡ଼ ଘୋଷଣା ଦେଖନ୍ତୁ ଆସିଲା ବଡ଼ ଖବର ଏବେ ସରକାର ମା-ରିଦେବେ ୧୦ ଲକ୍ଷ କାଉ!!

Vv

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ଏହି ଭିଡିଓ ମାଧ୍ୟମରେ ସରକାର କଣ ଘୋଷଣା କରିଛନ୍ତି ତାହା ଜାଣିପାରିବେ । ଏବେ ସରକାର କିଛି ନୂଆ ଘୋଷଣା କରିଛନ୍ତି । ଆଉ ଏହି ନୂଆ ଘୋଷଣା ବିଷୟରେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣି ପାରନ୍ତୁ । ସରକାର କରିଲେ ସବୁଠାରୁ ବଡ ଘୋଷଣା ।
Vv
ସରକାରଙ୍କ ଏହି ଘୋଷଣା ଅନୁଯାୟୀ ୧୦ ଲକ୍ଷ କଳା କାଉଙ୍କୁ ମାରି ଦିଆଯିବ । ଅକାଳରେ ଚାଲିଯିବ ୧୦ ଲକ୍ଷ କଳା କାଉଙ୍କ ଜୀବନ । କାଉ ପ୍ରତି ଟିକେ ବି ଦୟା ଦେଖାଇଲେ ନାହିଁ ସରକାର । ସରକାର ଏହି କାଉମାନଙ୍କୁ ଖୋଜି ଖୋଜି ମାରିବାକୁ ନିର୍ଦେଶ ଦେଇଛନ୍ତି । ଖରା ସମୟ ଚାଲିଛି । ଆଉ ଏହି ଖରାରେ ପଶୁପକ୍ଷୀ ବହୁତ ହଇରାଣ ହୋଇଥାନ୍ତି । ପଶୁପକ୍ଷୀଙ୍କୁ ପାଣି ପିଇବାକୁ ଦିଆଯାଇଥାଏ । କେହି କେହି ଛାତ ଉପରେ ପାଣି ରଖୁଥିବେ ତ ଆଉ କେହି ଜଙ୍ଗଲ ଯାଇ ପକ୍ଷୀଙ୍କୁ ପାଣି ଦେଉଛନ୍ତି ।
Hh
ଏବେ ସରକାର ଏହି ପକ୍ଷୀମାନଙ୍କୁ ମାରି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ସରକାର ୧୦ ଲକ୍ଷ କାଉମାନଙ୍କୁ ମାରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କାରଣ ଏହି କାଉମାନେ ଲୋକମାନଙ୍କୁ ହଇରାଣ କରୁଛନ୍ତି । ଥରେ ନୁହେଁ କି ଦୁଇଥର ନୁହେଁ ବାରମ୍ବାର ଏହି କାଉମାନେ ଲୋକମାନଙ୍କୁ ହଇରାଣ କରୁଛନ୍ତି । ଅନେକ ସମୟରେ ଅଞ୍ଚଳବାସୀଙ୍କୁ ହଇରାଣ କରୁଥିବାର ଅଭିଯୋଗ ଆସୁଛି । କେନିଆ ସରକାର ଏବେ ଏହି ଘୋଷଣା କରିଛନ୍ତି । ଏବେ ଏହା ସମସ୍ତ ପକ୍ଷୀ ପ୍ରେମୀଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । 
କେନିଆ ବନ୍ୟପ୍ରାଣୀ ସେବା କହିଛି ଯେ ଭାରତୀୟ କାଉ ଏକ ବିଦେଶୀ ପକ୍ଷୀ । ଯାହା କିଛି ଦଶନ୍ଧି ଧରି ସେଠାରେ ରହିଥିବା ଲୋକଙ୍କୁ ହଇରାଣ କରୁଛି । ଏହି ଭାରତୀୟ କଳା କାଉମାନେ ଛୋଟ ଛୋଟ ପକ୍ଷୀଙ୍କ ଘର ନଷ୍ଟ କରି ଦିଅନ୍ତି । ଏଭଳି ଅନେକ ପ୍ରକାରର ଅସୁବିଧା ସୃଷ୍ଟି କରିଥାନ୍ତି ଏହି କାଉ ମାନେ । ଏଥିପାଇଁ ଏହି କାଉମାନଙ୍କୁ ମାରିଦେବାକୁ କେନିଆ ସରକାର ଘୋଷଣା କରିଛନ୍ତି । ଏବେ ଏହି ଖବର ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । ଏହି ଘଟଣାକୁ ନେଇ ଏବେ ଅନେକ କଥା ଆସୁଛି ।

Advertisement