Updated: Jul 21, 2024, 17:07 IST

୨୭ ଲକ୍ଷ ଦେଇ ଝିଅ ବାହା ଦେଇଥିଲେ ହେଲେ ଝିଅ କରିଦେଲେ ଏମିତି କାନ୍ଦୁଛନ୍ତି ସାରା ପରିବାର

Gh

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଯେଉଁ ଘଟଣା ବିଷୟରେ ଶୁଣିବେ ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଜିକାଲି ଦୁନିଆରେ ଆପଣମାନେ ଯୌତୁକ ନିର୍ଯାତନା ଦେଇ ଅନେକ ଝିଅଙ୍କୁ ତାଙ୍କ ଶାଶୁଘର ଲୋକେ ମାରି ଦେଉଥିବା ଖବର ପାଉଥିବେ । 
Vg
ଏବେ ଏଭଳି ଯୌତୁକ ନିର୍ଯାତନା ପାଇଁ ପୁଣି ଚାଲିଗଲା ଜଣେ ଝିଅର ଜୀବନ । ଯାହା ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ଏହି ଯୁବତୀ ଜଣକ ଅନେକ ଆଶା ନେଇ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । କିନ୍ତୁ ବିବାହର କିଛି ମାସ ପରେ ତାଙ୍କ ସହିତ ଏଭଳି ଘଟଣା ଘଟିଯିବ ସେକଥା କିଏ ବା ଜାଣିଥିଲା । ଏହି ଯୁବତୀ ଜଣକ ବିବାହ କରିଥିଲେ କିନ୍ତୁ ବିବାହର କେତେ ମାସ ପରେ ଏବେ ତାଙ୍କର ମୃ-ତଦେହ ମିଳିଛି । ଶାଶୁଘରେ ତାଙ୍କର ମୃ-ତଦେହ ମିଳିଛି । 
Gg
ଏହି ଯୁବତୀ ଜଣଙ୍କର ପରିବାର ଲୋକେ ଏବେ ଡାକ୍ତରଖାନାରେ ପହଞ୍ଚିଛନ୍ତି । ସେମାନେ ଡାକ୍ତରଖାନାରେ ପହଞ୍ଚିବା ପରେ ମଧ୍ଯ ତାଙ୍କ ଝିଅର ମୃ-ତଦେହ ଶବ ବ୍ୟବଚ୍ଛେଦ ହୋଇନାହିଁ । ଝିଅର ପରିବାରଲୋକେ ଆସିବାର ଅନେକ ସମୟ ପରେ ମଧ୍ୟ ତାଙ୍କର ଶବ ବ୍ୟବଚ୍ଛେଦ ହେଉନାହିଁ ଆଉ ଏନେଇ ଅଭିଯୋଗ କରିଛନ୍ତି । ଏହି ଘଟଣା ନୟାଗଡ଼ ଜିଲ୍ଲାର ବୋଲି ଜଣାପଡିଛି । ଏହି ଘଟଣାକୁ ନେଇ ଏବେ ଅନେକ କଥା ଆସିବା ସହ ଅନେକ ଲୋକ ଅନେକ କଥା କହୁଛନ୍ତି ।
ଏହି ଝିଅର ବିବାହରେ କିଛି ପ୍ରକାରର ଉଣା ହୋଇନଥିଲା । ଏହି ଝିଅର ମାଆ କହିଛନ୍ତି ତାଙ୍କ ଝିଅର ବାହାଘରରେ ୨୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା । ଆଉ ତାଙ୍କୁ ସବୁ ଯାନିଯୌତୁକ ଦେଇଥିଲେ ଏବଂ ତାଙ୍କ ସହିତ ଆଜି ଏଭଳି ଘଟଣା ଘଟିଯାଇଛି ଯାହାକୁ କେହି ବିଶ୍ୱାସ କରିପାରୁ ନାହାଁନ୍ତି । ଏବେ ଏହି ଘଟଣାକୁ ନେଇ ଅନେକ କଥା ଆସିବା ବେଳେ ଏହି ଝିଅଟି ମୃ-ତ୍ୟୁବରଣ କରିବାର କାରଣ କଣ ତାହା ଜଣାପଡ଼ି ନାହିଁ । ଏବେ ଏହି ଘଟଣାକୁ ନେଇ ପୋଲିସ ତଦନ୍ତ କରିବା ଉଚିତ୍ ।

Advertisement