Updated: Jun 6, 2024, 20:18 IST

ଓଡ଼ିଶା ଆସିଲେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଦେଖନ୍ତୁ ଆଗକୁ ହେବ କିଛି ଏହିପରି

Vh

 

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
Gh
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ଆଜିକାଲି ଯୁବପିଢୀଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ସହଜ ଓ ସରଳ ଉପାୟ ପାଲଟି ଯାଇଛି। ବନ୍ଧୁଗଣ ଭୁବନେଶ୍ୱରରେ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ ଗିରିଶ ଚନ୍ଦ୍ର ମୁର୍ମୁ। ବିଜେପି କହିଥିଲା ଯେ, ୧୦ ତାରିଖରେ ଜଣେ ଓଡ଼ିଆ ହିଁ ମୁଖ୍ୟମନ୍ତ୍ରୀ ହିସାବରେ ଶପଥ ନେବେ ସେଥିପାଇଁ ଭୁବନେଶ୍ୱରରେ ପହଞ୍ଚି ସାରିଛନ୍ତି ଗିରିଶ ଚନ୍ଦ୍ର ମୂର୍ମୁ। 
G
ତେବେ ଦିଲ୍ଲୀରେ ଅଡିଟର ଜେନେରାଲ ଦାୟିତ୍ଵରେ ରହିଥିବା ଗିରିଶ ଚନ୍ଦ୍ର ମୁର୍ମୁଙ୍କର ରହିଛି ଓଡ଼ିଆ ଲିଙ୍କ। ସେ ହେଉଛନ୍ତି ମୟୂରଭଞ୍ଜ ବେତନଟୀରେ ଜନ୍ମଗ୍ରହଣ କରିଥିବା ଜଣେ ବ୍ୟକ୍ତି। ଗିରିଶ ଚନ୍ଦ୍ର ଜଣେ ସାନ୍ତାଳ ପରିବାରର ଅଟନ୍ତି। ଗିରିଶ ଚନ୍ଦ୍ର ଉତ୍କଳ ୟୁନିଭର୍ ସିଟିରେ ପଲଟିକାଲ୍ ସାଇନ୍ସରେ ନିଜର ମାଷ୍ଟର ଆର୍ସ ଡିଗ୍ରୀ ଶେଷ କରିଥିବା ବେଳେ ନିଜର ଏମବିଏ ଡ଼ିଗ୍ରୀ ମଧ୍ୟ ହାସଲ କରିଛନ୍ତି। ଆଠ ଜଣ ଭାଇଭଉଣୀଙ୍କ ମଧ୍ୟରେ ଗିରିଶ ଚନ୍ଦ୍ର ହେଉଛନ୍ତି ଷଷ୍ଠ। ଗିରିଶ ଚନ୍ଦ୍ରଙ୍କର ଛଅଟି ଭାଇ ଆଉ ଦୁଇଜଣ ଭଉଣୀ ଥିଲେ। 
ଗିରିଶ ଚନ୍ଦ୍ରଙ୍କର ଜଣେ ଭାଇ ସିରିଷ ଚନ୍ଦ୍ର ମୁର୍ମୁ ଯିଏ କି ଏକଜିକ୍ୟୁଟିଭ୍ ଡିଇରେକ୍ଟର ଅଫ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆରେ ମଧ୍ୟ ୨୦୨୨ ମସିହାରେ କାର୍ଯ୍ୟ କରିଥିଲେ। ତେବେ ଗିରିଶଙ୍କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଧରିଛି। ଶୁଣିବାକୁ ମିଳୁଛି ଗିରିଶ ଭୁବନେଶ୍ୱର ଆସିଗଲେଣି। ମୁଖ୍ୟମନ୍ତ୍ରୀଙ୍କ ଦାୟିତ୍ଵ ଗିରିଶ ଚନ୍ଦ୍ରଙ୍କୁ କିଭଳି ହସ୍ତାନ୍ତର କରାଯିବ ତାହା ଆଲୋଚନା ଚାଲିଛି। ଆଉ କିଛି ଅଷ୍ଟ୍ରୋଲଜି ମଧ୍ୟ କହିଥିଲେ ୨୦୨୪ରେ ଓଡିଶାର ମୁଖ୍ୟମନ୍ତ୍ରୀ ଜଣେ ଆଦିବାସୀ ହିଁ ହେବେ।

Advertisement