ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆପଣମାନେ ସମସ୍ତେ ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ଜାଣିଥିବେ । ଏହି ଅଭିନେତ୍ରୀ ଜଣଙ୍କୁ ନେଇ ଏବେ ଆସିଛି ଖବର । ଅଭିନେତ୍ରୀ କଙ୍ଗନା ରଣାୱତ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି । ଏବେ ଅଭିନେତ୍ରୀ ଜଣଙ୍କୁ ନେଇ କିଛି ଖବର ଆସିଛି । ପୁଣି ଅଡୁଆରେ ଫସି ଯାଇଛନ୍ତି ଅଭିନେତ୍ରୀ କଙ୍ଗନା ରଣାୱତ । ନିର୍ବାଚନରେ ଜିତିବା ପରେ ବଦଳି ଯାଇଛନ୍ତି କଙ୍ଗନା ।
ଲୋକମାନେ ତାଙ୍କୁ ଭେଟି ତାଙ୍କ ସମସ୍ୟା କହିବାକୁ ଚାହୁଁଥିଲେ । ବିନା ଆଧାର କାର୍ଡରେ ଅଭିନେତ୍ରୀ କଙ୍ଗନା ରଣାୱତ୍ କାହାକୁ ଦେଖା କରିବେ ନାହିଁ ବୋଲି କହିଥିଲେ । ଜଣେ ଜନ ପ୍ରତିନିଧିଙ୍କ ଏଭଳି କଥା ଶୁଣି କାବା ହୋଇଗଲେ ଲୋକେ । ବଲିଉଡ ଜଗତର ବିବାଦୀୟ ଅଭିନେତ୍ରୀ କଙ୍ଗନା ରଣାୱତ ଯାହାଙ୍କୁ ବିବାଦ ଛାଡ଼ି ଯାଇ ନଥାଏ । ସେ ସବୁବେଳେ କେଉଁଠି ନା କେଉଁଠି ବିବାଦରେ ଫସି ଯାଇଥାନ୍ତି । ଏହାପରେ ଏକ ବୟାନ ଦେଇ ସେ ପୁଣି ଫସି ଯାଇଛନ୍ତି ।
ଏହି କଥାକୁ କେହି କେହି ପସନ୍ଦ କରୁଥିବା ବେଳେ ଆଉ କେହି କେହି ଏହାକୁ ନେଇ ଅନେକ କଥା କହୁଛନ୍ତି । କିଛି ଲୋକ ଏହାକୁ ବିରୋଧ କରୁଛନ୍ତି । ଅଭିନେତ୍ରୀ କଙ୍ଗନା ରଣାୱତ ହିମାଚଳ ପ୍ରଦେଶର ମଣ୍ଡି ଅଞ୍ଚଳରୁ ନିର୍ବାଚିତ ହୋଇଥିଲେ । ସେ ସାଂସଦ ଭାବରେ ନିର୍ବାଚିତ ହୋଇଥିବା ବେଳେ ଏବେ ଅନେକ କଥା ସାମ୍ନାକୁ ଆସୁଛି । ମଣ୍ଡିର ପଞ୍ଚାୟତ ଭବନ ଆଧାରରେ ହୋଇଥିବା ଏକ ଜନ ସମ୍ପର୍କିତ ସଭାରେ କଙ୍ଗନା ଯୋଗ ଦେଇଥିଲେ । ଆଉ ଏହି ସଭାରେ ସେ ଏଭଳି କଥା କହିଥିଲେ ।
ଉତ୍ତରପ୍ରଦେଶ ରାଜ୍ୟକୁ ଅନେକ ପର୍ଯ୍ୟଟକ ଆସିଥାନ୍ତି । ଆଉ ଏହି ପର୍ଯ୍ୟଟକ ମାନେ ତାଙ୍କୁ ଦେଖା କରିବାକୁ ଆସିବାକୁ ଚାହୁଁଥିଲେ ବା ଅନ୍ୟ କେହି ତାଙ୍କୁ ଦେଖା କରି ସମସ୍ୟା କହିବାକୁ ଚାହୁଁଥିଲେ ସେମାନେ ଆଧାର କାର୍ଡ ନେଇ ଆସିବାକୁ ସେ କହିଥିଲେ । ଆଉ ତାଙ୍କ ସମସ୍ୟା ବିଷୟରେ ମଧ୍ୟ ଜଣାଇ ପାରୁଥିବେ ଏବଂ ତାଙ୍କ ସମସ୍ୟା ସେଥିରେ ଲେଖି ସେ ଜଣାଇବାକୁ କହିଛନ୍ତି । ଏବେ କଙ୍ଗନାଙ୍କର ଏଭଳି କଥାକୁ ନେଇ ଅନେକ କଥା ଆସୁଥିବା ବେଳେ ଅନେକ କିଛି ତଥ୍ୟ ସାମ୍ନାକୁ ଆସୁଛି ।