Aug 31, 2024, 17:55 IST

ମୁଁହ ଖୋଲିଲେ ମମିତାଙ୍କ ମା ଦେଖନ୍ତୁ ଆସିଲା ବହୁତ୍ ବଡ଼ ଖବର ଦେଲେ ଏହିସବୁ ବୟାନ

Gg

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ କୋଲକାତା ସହରର ଆର ଜି କର ମେଡିକାଲ କଲେଜରେ ଘଟିଥିବା ଘଟଣା ବିଷୟରେ ତ ଜାଣିଥିବେ । ଏବେ ଆପଣମାନେ ଏହି ଘଟଣାକୁ ନେଇ ଆସିଥିବା ଖବର କିଛି ଜାଣିପାରିବେ । ଏହି କଲେଜରେ ଜଣେ ମହିଳା ଟ୍ରେନି ଡାକ୍ତରଙ୍କ ସହ ଦୁ-ଷ୍କ-ର୍ମ କରି ତାଙ୍କୁ ହ-ତ୍ୟା କରାଯାଇଥିଲା ।
Hh
ଏବେ ଏହି ଘଟଣାର ତଦନ୍ତ କରାଯାଉଛି । ଏବେ ଏହି ଘଟଣାକୁ ନେଇ କିଛି କଥା କହିଛନ୍ତି ଏହି ପୀଡ଼ିତାଙ୍କ ମାଆ । ଯାହା ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ଚାଦରକୁ ନେଇ ପୋଲିସ ଦେଇଛି ଚାଞ୍ଚଲ୍ୟକର ବୟାନ । ଏବେ ଦୀର୍ଘଦିନ ପରେ ଚାଞ୍ଚଲ୍ୟକର ବୟାନ ଆସିଛି । ଆଉ ଏବେ ମୁହଁ ଖୋଲିଛନ୍ତି ମୃ-ତ ଡ଼ାକ୍ତରାଣୀଙ୍କ ମାଆ । ସେ ମମତାଙ୍କୁ କହିଲେ ତାଙ୍କର ପୁଅ କି ଝିଅ କେହି ନାହିଁ ଆଉ ପିଲା ହରାଇବାର ଦୁଃଖ ସେ ଜାଣିବେ କେମିତି ? 
Bh
ଏବେ ପୁରା ଦେଶରେ ଏହି ଘଟଣାକୁ ନେଇ ଆକ୍ରୋଶ ଦେଖା ଯାଉଛନ୍ତି । ଏବେ ଏହି ମୃ-ତ ମହିଳାଙ୍କ ମାଆ ପ୍ରଧାନମନ୍ତ୍ରୀ ମମତା ବାନାର୍ଜୀଙ୍କ ବୟାନ ଉପରେ ରାଗି ଯାଇଛନ୍ତି । ମମତା କହିଥିଲେ ପୀଡିତାଙ୍କ ପରିବାର ନ୍ୟାୟ ଚାହୁଁ ନାହାଁନ୍ତି । ଆଉ ଏହି କଥା ଶୁଣି ପୀଡ଼ିତାଙ୍କ ମାଆ କହିଛନ୍ତି, ମମତାଙ୍କର ତ ପିଲା ନାହାଁନ୍ତି ଆଉ ସେ ଗୋଟିଏ ଛୁଆ ହରାଇବାର ଦୁଃଖ ଜାଣିବେ କେମିତି । ଏମିତି ବୟାନ ଦେବାରୁ ଏହା ତାଙ୍କୁ ବହୁତ ଆଘାତ ଲାଗିଛି ବୋଲି ପୀଡ଼ିତାଙ୍କ ପରିବାର କହିଛନ୍ତି । ଏବେ ଏହି କଥାକୁ ନେଇ ଅନେକ କଥା ଆସୁଛି ।
ମୃ-ତ ମହିଳା ଡାକ୍ତରଙ୍କ ମାଆ କହିଛନ୍ତି ତାଙ୍କ ଝିଅ ପାଇଁ ଆଜି ସାରା ଦେଶ ନ୍ୟାୟ ମାଗୁଛି । ଆଉ କିଭଳି ଭାବରେ ମମତା ଏତେ ବଡ କଥା କହିପାରିଲେ । ଏବେ ନ୍ୟାୟ ପାଇଁ ଏଭଳି ଜାରି ରଖିବାକୁ ସେ ଅନୁରୋଧ କରିଛନ୍ତି । ଏବେ ପୋଲିସ ମୃ-ତ ଡାକ୍ତରଙ୍କୁ ଯେଉଁ ଚାଦର ଘୋଡ଼ା ଯାଇଥିଲା ଏହା ଉପରେ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି । ପୋଲିସ କହିଛି ମୃ-ତ ଡାକ୍ତରଙ୍କ ଉପରେ ଘୋଡ଼ା ଯାଉଥିବା ଚାଦରର ରଙ୍ଗ ପୂର୍ବରୁ ବ୍ୟବହାର କରାଯାଇଥିବା ଚାଦର ଠାରୁ ଅଲଗା । ଏବେ ଏହି ଘଟଣାକୁ ନେଇ ଏବେ ଦିନକୁ ଦିନ ଅନେକ ତଥ୍ୟ ଆସୁଛି ।

Advertisement