Jun 7, 2024, 17:20 IST

ମୁଁହ ଖୋଲିଲେ ରାଣୀ ପଣ୍ଡା ଦେଖନ୍ତୁ ମିଡ଼ିଆ ସାମ୍ନାରେ କହିଲେ ଏମିତି କଥା

Gh

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ। ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଯାହା ରାଜନୀତିକୁ ନେଇ ଆସୁଛି ତାହା ସବୁ ଦେଖିଥିବେ।ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ। 
Vg
ଆପଣମାନେ ସମସ୍ତେ ଯାତ୍ରା ଜଗତକୁ ନେଇ ଆସୁଥିବା ଖବର ସବୁ ଜାଣି ପାରୁଥିବେ।
ଆପଣମାନେ ସମସ୍ତେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କୁ ଜାଣିଥିବେ। ଏହି ଅଭିନେତ୍ରୀ ଜଣକ ବହୁତ ସୁନ୍ଦର ଅଭିନୟ କରନ୍ତି। ସେ ସବୁବେଳେ ଲୋକମାନଙ୍କର ସେବା କରିଥାନ୍ତି। ସେ ସବୁବେଳେ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥାନ୍ତି। ତେବେ ବନ୍ଧୁଗଣ ବର୍ତମାନ ଗଣମାଧ୍ୟମ ସାମ୍ନାରେ ରାଣୀ ପଣ୍ଡା କହିଛନ୍ତି, ପାଣ୍ଡିଆନ ଚିତା କାଟି ପଳାଇଲା। "ମୁଁ ଜାଣିଥିଲି ସରକାର ଚେଞ୍ଜ ହେବ। 
Bb
ଚେଞ୍ଜ ହେଲା ବହୁତ ଭଲ ହେଲା। ଆଉ ବିଜେପିର ଯେଉଁ ନୂଆ ଚେହେରା ମୁଖ୍ୟମନ୍ତ୍ରୀ ହେବେ ସେ ଜଣେ ଭଲ ମଣିଷ ହୋଇଥିବା ଦରକାର। ଭଲ ଫେସ୍ ଦେଖି ପ୍ରାର୍ଥୀଟିଏ ଚୟନ କରନ୍ତୁ । ଯିଏ ଓଡ଼ିଶାର ଦୁଃଖ ସୁଖ ବୁଝିପାରୁଥିବ।" ଏଭଳି କହିଛନ୍ତି ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା। ଏବଂ ରାଣୀ ପଣ୍ଡା କହିଛନ୍ତି ବିଜେଡି ହାରିଲା ସେ ଖୁସି ଅଛନ୍ତି ଆଉ ଯାହା ହେଇଚି ଭଲ ହେଇଛି। 
"ନବୀନଙ୍କୁ ବର୍ବାଦ କରିବାକୁ ଓଡିଶା ଆସିଥିଲା ପାଣ୍ଡିଆନ, ମୁଁ ଆଗରୁ ଜାଣିଥିଲି " ବୋଲି ରାଣୀ ପଣ୍ଡା କହିଛନ୍ତି। ଏବଂ କହିଛନ୍ତି ଏକଛତ୍ରବାଦ ଶାସନ ଥିଲା। ଯାହା ହେଲା ଭଲ ହେଲା। ଦଳ ଭାଙ୍ଗି ଗଲା ସେ ବହୁତ ଖୁସି। କିନ୍ତୁ ନବୀନ ପଟ୍ଟନାୟକ ସାର ହାରିଗଲେ ତାହା ଦୁଃଖ ଲାଗୁଛି ବୋଲି କହିଛନ୍ତି। ଏବଂ ଅଭିନେତା ଦେବାଶିଷଙ୍କୁ ରାଣୀ ପଣ୍ଡା କହିଛନ୍ତି ଯେ ପାଣ୍ଡିଆନ ଆଗରେ ସେ ଯେମିତି ପାଦଚଟା କୁକୁର ଭଳି ହେଉଥିଲେ,ସେ ମଧ୍ୟ ତାମିଲନାଡୁ ଯାଆନ୍ତୁ ରାଣୀ ପଣ୍ଡା କହିଛନ୍ତି।

Advertisement