ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ପାଇପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଅନେକ କିଛି ଖବର ଜାଣିପାରିବେ । ଏବେ କୋଲକାତା ଦୁ-ଷ୍କ-ର୍ମ ଘଟଣାକୁ ନେଇ ସାରା ଦେଶରେ ଚର୍ଚ୍ଚା ହେଉଛି ।
ଏବେ ଏହି ଘଟଣାକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଚିଠି ଲେଖିଛନ୍ତି । ଏହା ପୂର୍ବରୁ ସେ ପ୍ରଥମ ଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଖକୁ ଚିଠି ଲେଖିଥିଲେ କିନ୍ତୁ ଏହାର ଉତ୍ତର ମିଳିନଥିଲା । ଆଉ ଏବେ ପୁଣି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଖକୁ ଚିଠି ଲେଖିଛନ୍ତି । ଆଉ ସେ ଚିଠି ଲେଖି କହିଛନ୍ତି ତାଙ୍କର ପ୍ରଥମ ଚିଠିକୁ ଗୁରୁତ୍ଵ ଦିଅନ୍ତୁ । ପୁଣି କୋଲକାତା ସହରର ମହିଳା ଡାକ୍ତରଙ୍କ ମାମଲାକୁ ନେଇ ମୁହଁ ଖୋଲିଛନ୍ତି ମମତା ବାନାର୍ଜୀ । ଏଭଳି ଜଘନ୍ୟ ଅପରାଧକୁ ନେଇ ଏବେ ରୋକିବା ପାଇଁ ଆସିଛି ଖବର ।
ଏବେ ଚିଠିର ଏକ କପି ସେ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ସେ ଏହି ଚିଠି ସେୟାର କରିବା ସହ ଲେଖିଛନ୍ତି ଏହି ଚିଠିକୁ ଗୁରୁତ୍ଵ ଦିଅନ୍ତୁ । ସେ ଭାରତର ଶିଶୁ ବିକାଶ ମନ୍ତ୍ରୀଙ୍କ ଠାରୁ ସେ ଏକ ଉତ୍ତର ପାଇଛନ୍ତି । ଯାହାକୁ ନେଇ ଏବେ ଆସୁଛି ଖବର । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଏହି ଚିଠିରେ ଲେଖା ଯାଇଥିବା ଗମ୍ଭୀରତାକୁ ପ୍ରାଧାନ୍ୟ ଦେଉ ନାହାଁନ୍ତି ସରକାର । ସେ ଆହୁରି ଏକ କଥା କହିଛନ୍ତି କି ସେ ଅନୁଭବ କରୁଛନ୍ତି କି ଏଭଳି ସାଧାରଣ ଉତ୍ତର ପଠାଇବା ବେଳେ ସମାଜ ପାଇଁ ଏହାର ପ୍ରାସଙ୍ଗିକତାକୁ ଯଥେଷ୍ଟ ରୂପରେ ବୁଝିପାରୁ ନାହାଁନ୍ତି ।
ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଚିଠିରେ ମହିଳା ଏବଂ ଶିଶୁ କଲ୍ୟାଣ ବିଭାଗର ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ପ୍ରତିକ୍ରିୟା ରଖିଛନ୍ତି । ମହିଳା ଆଉ ଶିଶୁଙ୍କ ପାଇଁ ପଦକ୍ଷେପ ଗ୍ରହଣ କରିବାରେ ସେ ଏହାକୁ ସମାଲୋଚନା କରିଥିଲେ । ରାଜ୍ୟ ଅର୍ଥ ପ୍ରଦାନରେ କିଛି କାମ କରୁଛନ୍ତି ବୋଲି ସୂଚନା ଦିଆଯାଇଛି । ମମତା ଏହି ଘଟଣାକୁ ନେଇ ୧୫ ଦିନ ମଧ୍ୟରେ ଦୋଷୀକୁ ଦେବାକୁ କଠୋର ଆଇନ୍ କରିବାକୁ ନେଇ ଏବେ ଚିଠି ଲେଖିଛନ୍ତି ମମତା । ଏହି ଚିଠିରେ ସେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଏବେ ଏହି ଚିଠିର ଉତ୍ତର ମିଳି ନଥିବାରୁ ପୁଣି ଆଉ ଥରେ ସେ ଚିଠି ଲେଖିଛନ୍ତି ।B