Jun 24, 2024, 17:28 IST

ଅନ୍ଧାର ରାତିରେ ପହଞ୍ଚି ସମସ୍ତଙ୍କୁ ସାବାଡ କଲେ ମ୍ୟାଡାମ ଦେଖନ୍ତୁ ଆସିଲା ବହୁତ୍ ବଡ଼ ଖବର

Bb

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ଏହି ଭିଡିଓ ମାଧ୍ୟମରେ ନୂଆ ସରକାର କଣ ସବୁ କରୁଛନ୍ତି ସେହି ବିଷୟରେ ଜାଣିପାରିବେ । ଆମ ଓଡ଼ିଶାରେ ଏବେ ବିଜେପି ସରକାର ଶାସନ କରୁଛନ୍ତି । ବିଜେପି ସରକାର ଏବେ ଦୁର୍ନୀତି କରାଯାଉଥିବା ଅଞ୍ଚଳରେ ତଦନ୍ତ କରାଉଛନ୍ତି । ଆଉ ଏହି ତଦନ୍ତ ପରେ ଏବେ ଅନେକ କଥା ସାମ୍ନାକୁ ଆସୁଛି ।
Gg
ଏବେ ପୁଣି କିଟିମିଟ ଅନ୍ଧାର ରାତିରେ ନିଦ ହଜାଇଦେଲେ ମ୍ୟାଡାମ । ଏବେ ନୂଆ ସରକାର ଗଠନ ହେବା ପରେ ଆଉ କେଉଁ ବିଭାଗକୁ ନିସ୍ତାର ନାହିଁ । କ୍ଷୀରରେ ମିଶୁଥିଲା ଏଭଳି ଜିନିଷ ଯାହାର ଖବର ପାଇଥିଲେ ଏହି ମ୍ୟାଡାମ ଜଣକ । ଆଉ ଏହି ମ୍ୟାଡ଼ାମ୍ ଜଣକ ଏହା ଜାଣିବା ପରେ ସେଠାରେ ପହଞ୍ଚିଥିଲେ । ଆଉ ରାତିରେ ତଦନ୍ତ କରିଥିଲେ । ବସ୍ତା ବସ୍ତା ବୋହି ଆଣିଥିଲେ ଅନ୍ଧାର ରାତିରେ । ଏବେ ଗୋଟିଏ ପରେ ଗୋଟିଏ ବିଭାଗକୁ ନିର୍ଦ୍ଦେଶ ଦେଉଛନ୍ତି ମୋହନ ସରକାର । ମୋହନ ସରକାର ଏବେ ଦୁର୍ନୀତି ହଟାଇବେ ।
Gh
ଯେଉଁମାନେ ସବୁ ଦୁର୍ନୀତି କରୁଥିଲେ ସେମାନେ ଏବେ ଧରା ପଡ଼ିବେ । ସରକାର ବଦଳିଲେ ସବୁ କଳା କାରନାମା ସାମ୍ନାକୁ ଆସିବ । ସବୁକିଛି ଏବେ ପାଣି ଫୋଟକା ପରି ଫାଟିଯିବ । ଦୀର୍ଘ ୨୪ ବର୍ଷ ଧରି ଚାଲୁଥିବା ଏଭଳି ଅନେକ ଦୁର୍ନୀତି ଉପରେ ପୂର୍ଣ୍ଣଚ୍ଛେଦ ପକାଇ ଦେବେ ମୋହନ ସରକାର । କିଟମିଟ ଅନ୍ଧାର ରାତିରେ ସେଠାରେ ପହଞ୍ଚିଥିଲେ ଖାଦ୍ୟ ନିରାପତ୍ତା ଅଧିକାରିଣୀ । ଆଉ ସେ ସେଠାରେ ପହଞ୍ଚିବା ମାତ୍ରକେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ସେ ସେଠାରେ ଯାହା ଦେଖିଥିଲେ ତାକୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । 
ଆଉ ଏହାସହ ତାଙ୍କ ସହିତ ଥିବା ଅନ୍ୟ ଅଫିସରମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଏହି ଘଟଣା ହେଉଛି କଟକ ଜିଲ୍ଲା ନିଆଳି ବ୍ଲକ୍ ଅନ୍ତର୍ଗତ ନୂଆ ଗାଁର । ଏହି ସ୍ଥାନରେ ଏକ ଘରୋଇ ଦୁଗ୍ଧ ଜାତ ଖାଦ୍ୟ ପ୍ରସ୍ତୁତି ହେଉଥିଲା । ଆଉ ସେଠାରେ ଏହି ଖାଦ୍ୟ ନିରାପତ୍ତା ଅଧିକାରୀ ପହଞ୍ଚିଥିଲେ । ଆଉ ସେମାନେ ରାତିରେ ଏଠାରେ ପହଞ୍ଚିଥିଲେ ଏବଂ ସେଠାରେ ପହଞ୍ଚିବା ମାତ୍ରକେ ସବୁ କିଛି ତଦନ୍ତ କରିଥିଲେ । ଏହାପରେ ସବୁ ସତ୍ୟ ଜାଣି ସେ କ୍ଷୀରରେ ଏଭଳି କିଛି ଜିନିଷ ମିଶୁ ଥିବାର ଜାଣି ପାରିଥିଲେ । ଆଉ ଏହା ଉପରେ ସେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ଏବେ ଏଭଳି ଅନେକ ଦୁର୍ନୀତି ଆଉ ଏଭଳି କାମ ସାମ୍ନାକୁ ଆସିବ ।

Advertisement