May 19, 2024, 12:54 IST

ଶୁଭମନ ଙ୍କୁ ଅଜଣା ଯୁବତୀ ଆସି ଚୁମା ଦେବାରୁ..ପଡିଆ ମଝି ରେ କାନ୍ଦି କାନ୍ଦି ଗଡ଼ିଗଲେ ସଚିନ ଙ୍କ ଝିଅ...

Hu

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏବେ ସଚିନ ତେନ୍ଦୁଲକର ଙ୍କ ଝିଅ ସାରା ତେନ୍ଦୁଲକର ଙ୍କ ସମ୍ପର୍କରେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। କାରଣ ସେ ଏବେ ତାଙ୍କର ବ୍ୟକ୍ତିଗତ ଜୀବନକୁ ନେଇ ଖୁବ୍ ଚର୍ଚ୍ଚାରେ ରହୁଛନ୍ତି।
ଶୁଭମନ୍ ଗିଲ ଙ୍କ ସହ ସାରା ତେନ୍ଦୁଲକର ଙ୍କ ପ୍ରେମ ସଂପର୍କ କଥା ସାରା ଦେଶରେ ଖୁବ୍ ଚର୍ଚ୍ଚା ହୋଇଥାଏ। ହେଲେ ଏବେ ଏକ ଏଭଳି ଖବର ଆସିଛି ଯାହାକୁ ଶୁଣି ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ।
Bh
କାରଣ ସାରା ସାରା ଙ୍କୁ ଛାଡି ଶୁଭମନ୍ ଙ୍କୁ ଏବେ ଏକ ଅନ୍ୟ ଝିଅ ସହ ଦେଖିବାକୁ ମିଳିଛି। ଯାହାକୁ ନେଇ ସେମାନଙ୍କ ମଧ୍ୟରେ ପ୍ରେମ ଚାଲିଥିବା ଖବର ମଧ୍ୟ ସାମ୍ନା କୁ ଆସିଛି।
ଲୋକମାନେ କହୁଛନ୍ତି କି ସାରା ଙ୍କୁ ଧୋକା ଦେଇ ଶୁଭମନ୍ ଅନ୍ୟ ଏକ ଝିଅ କୁ ଲୁଚି ଲୁଚି ପ୍ରେମ କରୁଛନ୍ତି ବୋଲି। ତେବେ ଆପଣ ମାନେ ଜାଣିଥିବେ କି ଶୁଭମନ୍ ଗିଲ ଙ୍କ ଭଉଣୀ ଓ ସାରା ତେନ୍ଦୁଲକର ଦୁହେଁ ଖୁବ ଭଲ ସାଙ୍ଗ ହୋଇ ଯାଇଛନ୍ତି।
ଦୁହେଁ ଦୁହିଁଙ୍କ ଅତି ନିକଟତର ଅଟନ୍ତି। ନିକଟରେ ଗିଲ ଙ୍କ ଦଳ ଗୁଜୁରାଟ ସହ ହାଇଦ୍ରାବାଦ ର ଆଇପିଏଲ ମୁକାବିଲା ହୋଇଥିଲା। ଏହି ମଉକା ରେ ଶୁଭମନ୍ ଗିଲ ତାଙ୍କର ବନ୍ଧୁ ଅଭିଷେକ ଶର୍ମା ଙ୍କୁ ଭେଟିବାକୁ ଯାଇଥିଲେ।
Bh
ଆଉ ଏହି ସମୟରେ ମଧ୍ୟ ଶୁଭମନ୍ ଗିଲ ଙ୍କ ତାଙ୍କ ଭଉଣୀ ସହ ଦେଖା ହୋଇଥିଲା। ଏହି ସମୟର ଫଟୋ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଯାହାକୁ ଅନେକ ଲୋକ ମାନେ ମଧ୍ୟ ଦେଖି ସାରିଲେଣି।
ହେଲେ ଆମେ ଆପଣଙ୍କୁ ଏହା କହି ରଖିବାକୁ ଚାହୁଁଛୁ କି ଦୁହିଁଙ୍କ ମଧ୍ୟରେ ସେଭଳି କିଛି ନାହିଁ। ଅଭିଷେକ ଶର୍ମା ଙ୍କ ଭଉଣୀ ହେଉଛନ୍ତି ଶୁଭମନ୍ ଗିଲ ଙ୍କ ବହୁତ୍ ବଡ଼ ଫ୍ୟାନ ସେଥିପାଇଁ ସେ ତାଙ୍କ ସହ ଫଟୋ ଉଠାଇ ଥିଲେ।
ଯାହାକି ଏବେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଆଦୌ ହେଲେ ମଧ୍ୟ ଭୁଲି ଯିବେ ନାହିଁ।

Advertisement