May 19, 2024, 19:51 IST

ରାସ୍ତା ମଝିରେ କଣ ଏମିତି ହେଲା ଯେ ମହିଳା କଲେ ଏମିତି ଚିତ୍କାର ଦେଖନ୍ତୁ ଏହି ଦୃଶ୍ୟ

Bh

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ
ଅନେକ କିଛି ଖବର ପାଇ ପାରୁଛନ୍ତି । ରାଜନୀତିକୁ ନେଇ ଆସୁଥିବା ଖବର ଏବେ ଆପଣମାନେ ଜାଣିବା ସହିତ ଆହୁରି ଅନେକ ଘଟଣା ଜାଣି ପାରୁଛନ୍ତି । ରାଜନୀତି କରିବା ପାଇଁ ଲୋକମାନେ ଏଭଳି ସବୁ କାମ କରୁଛନ୍ତି ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । 
Gg
ଏବେ କିଛି ଖବର ରାସ୍ତାରେ ଘଟୁଥିବା ଘଟଣାକୁ ନେଇ ଆସିଛି । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜଣେ ମହିଳାଙ୍କୁ ଦେଖିପାରିବେ ଯିଏ କି ମଝି ରାସ୍ତାରେ ରାଗି ଯାଇଛନ୍ତି । ଆଉ ସେ ରାଗିଯାଇ ଏଭଳି ସବୁ କଥା କହିଛନ୍ତି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
ଆଜିକାଲି ଲୋକମାନେ ଏଭଳି ସବୁ କାର୍ଯ୍ୟ କରି ଦେଉଛନ୍ତି ଯାହା ସତରେ ବହୁତ ଖରାପ ଅଟେ । ଗୋଟିଏ ଜୀବନ କେତେ ଯେ ମୂଲ୍ୟବାନ ତାହା ଆପଣମାନେ ଜାଣିଛନ୍ତି । ଅନେକ ଜୀବନ ଦୁର୍ଘଟଣାରେ ଚାଲି ଯାଉଛି । 
Bh
ଆଉ ଆଇରନ ବୋଝେଇ ଟ୍ରକ ସବୁ ରାସ୍ତାରେ କିଛି ନ ମାନି ଦ୍ରୁତ ଗତିରେ ଗାଡି ଚଲାଉଛନ୍ତି । ଆଉ ସେମାନଙ୍କ ଦ୍ଵାରା ଅନେକ ଦୁର୍ଘଟଣା ମଧ୍ୟ ହେଉଛି । ଟ୍ରାଫିକ ପୋଲିସ ହାତରେ ଟଙ୍କା ଦେଇ ସେମାନେ ଅଧିକ ଜୋରରେ ଗାଡ଼ି ଚଲାଇ ଯାଉଛନ୍ତି ।
ଆଉ ପୋଲିସ ବାବୁମାନଙ୍କ ଉପସ୍ଥିତିରେ ମଧ୍ୟ ମାଲ ବୋଝେଇ ଟ୍ରକ ଗୁଡ଼ିକ ବେଆଇନ ଭାବରେ ଗାଡ଼ି ଚଲାଇ ଯାଉଛନ୍ତି । କିଛି ଗାଡ଼ି ନିୟମ ମାନୁଛନ୍ତି । ଏହି ବେଆଇନ ଭାବରେ ଗାଡି ଚଲାଇବା ଯୋଗୁଁ ଅନେକ ଜୀବନ ଚାଲି ଯାଉଛି । ଏହି ଘଟଣା ପାରାଦ୍ବୀପରେ ଦେଖିବାକୁ ମିଳୁଛି ।

Advertisement