Updated: May 10, 2024, 17:53 IST

ଦେଖନ୍ତୁ ବଡ ବିପଦରେ ପଡିଲେ YouTube Comedian କାଳିଆ ଷଣ୍ଢ ଦେଖନ୍ତୁ କଣ ହେଲା ଏମିତି - Exclusive

Gg

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଅନେକ ପ୍ରକାରର କମେଡି ଭିଡିଓ ଦେଖିଥିବେ ।
ଆପଣମାନେ ୟୁଟ୍ୟୁବରେ ଅନେକ କମେଡିଆନମାନଙ୍କର ଭିଡିଓ ଦେଖିଥିବେ । ଆଉ ସେମାନେ ଲୋକମାନଙ୍କୁ ସବୁବେଳେ ହସାଇବା ପାଇଁ ଚେଷ୍ଟା କରିଥାନ୍ତି । ଆଉ ସେମାନେ ୟୁଟ୍ୟୁବରେ ଅନେକ ଭିଡିଓ କରିଥାନ୍ତି ।
Vb
କିଛି ଲୋକ ୟୁଟ୍ୟୁବରେ ଏଭଳି ଭିଡିଓ କରି ସେଲିବ୍ରେଟି ହୋଇଗଲେଣି । ଆଉ ୟୁଟ୍ୟୁବରେ ଭିଡିଓ କରି ପ୍ରସିଦ୍ଧ ହେବା ସହ ସହ ଅନେକ ଟଙ୍କା ମଧ୍ୟ ସେମାନେ ରୋଜଗାର କରୁଛନ୍ତି । ଆପଣମାନେ ତ କାଳିଆ ଷଣ୍ଢ ନାମକ ୟୁଟ୍ୟୁବ ଚ୍ୟାନେଲ ଦେଖିଥିବେ ।
ଆଉ ଏହି ୟୁଟ୍ୟୁବ ଚ୍ୟାନେଲରେ ଆପଣମାନେ ଅନେକ କମେଡି ଭିଡିଓ ଦେଖିଥିବେ । ଏବେ ତାଙ୍କ ୟୁଟ୍ୟୁବ ଚ୍ୟାନେଲକୁ ନେଇ କିଛି ଖବର ଆସିଛି । ଆପଣମାନେ ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ଅନ୍ୟାନ୍ୟ ସୋସିଆଲ ମିଡ଼ିଆ ଆକାଉଣ୍ଟ ହ୍ୟାକ ହୁଏ ଶୁଣିଥିବେ । 
ଏବେ ୟୁଟ୍ୟୁବ ହ୍ୟାକକୁ ନେଇ କିଛି ଖବର ଆସିଛି । କାଳିଆ ଷଣ୍ଢ ୟୁଟ୍ୟୁବ ଚ୍ୟାନେଲ ଏବେ ହ୍ୟାକ ହୋଇଛି । ସେ ଏକ ଭିଡିଓ ଜାରି କରିଛନ୍ତି । ଆଉ ଏହି ଭିଡିଓରେ ୟୁଟ୍ୟୁବର ଜଣକ ଅନେକ କଥା କହିଛନ୍ତି । ସେ କହିଛନ୍ତି, ତାଙ୍କର ୟୁଟ୍ୟୁବ ଚ୍ୟାନେଲ ହ୍ଯାକ ହୋଇଯାଇଛି ।
Bb
ୟୁଟ୍ୟୁବରେ ସର୍ଚ୍ଚ କରିବା ବେଳେ ତାଙ୍କ ଚ୍ୟାନେଲ ଆଉ ଆସୁ ନାହିଁ । ତାଙ୍କୁ ଗତକାଲି ରାତିରେ ଜଣେ କଲ୍ କରିଥିଲେ । ଆଉ ସେ କହିଥିଲେ କି ତାଙ୍କ ଚ୍ୟାନେଲ ଆସୁ ନାହିଁ ଏବଂ ତାଙ୍କ ଆକାଉଣ୍ଟରେ ଥିବା ସବୁ ଭିଡିଓ କଟି ଯାଇଛି । 
ଏହାପରେ ସେ ଗୁଲୁଆ ଏବଂ ଅନେକ ଲୋକଙ୍କୁ କଲ୍ କରିଥିଲେ ଆଉ ସେ ତାଙ୍କୁ ତାଙ୍କ କଥା କହିଥିଲେ । ଏହାପରେ ସେ ଟୁଇଟରରେ ଟୁଇଟ କରିବାକୁ କହିଥିଲେ । ୟୁଟ୍ୟୁବ ଚ୍ୟାନେଲକୁ ସେ ଟୁଇଟ କରି ତାଙ୍କ ଆକାଉଣ୍ଟ ହ୍ୟାକ ହୋଇଛି ବୋଲି କହିଥିଲେ । ଆଉ ସେ ତାଙ୍କ ଆକାଉଣ୍ଟ ଫେରାଇବାକୁ ମଧ୍ଯ କହିଛନ୍ତି ।
ସମସ୍ତେ ମେସେଜ କରି ଏହି ସମସ୍ୟା ସମାଧାନ କରିବାକୁ କୁହନ୍ତୁ ବୋଲି ସେ କହିଛନ୍ତି । ଏହି ଟୁଇଟରେ ପୋଷ୍ଟ କରି ୟୁଟ୍ୟୁବ ଇଣ୍ଡିଆକୁ ଟ୍ୟାଗ କରିବାକୁ ସେ କହିଛନ୍ତି । ଏହି ୟୁଟ୍ୟୁବ ଚ୍ୟାନେଲରୁ ତାଙ୍କର ଘର ଚଳିଥାଏ । ୟୁଟ୍ୟୁବର କାଳିଆ ଷଣ୍ଢ ଏହି ଭିଡିଓ ମାଧ୍ୟମରେ ଏହିସବୁ କଥା କହିଛନ୍ତି ।

Advertisement