Jul 28, 2024, 20:06 IST

ଆକ୍ସନ ମୋଡ଼ରେ ବିଧାୟିକା ଦେଖନ୍ତୁ କଣ କହିଲେ ଉପାସନା

Gg

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ତେବେ ବନ୍ଧୁଗଣ ଏବେ ବ୍ରହ୍ମଗିରି ଯୁବ ବିଧାୟକା ଉପାସନା ମହାପାତ୍ର ପୁରା ଆକ୍ସନ ମୁଡରେ। ଉପାସନା ମହାପାତ୍ର ହଠାତ ଯାଇ ପହଞ୍ଚିଲେ ବ୍ରହ୍ମଗିରି ରେଵଣା ନୂଆ ଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ। ବ୍ରହ୍ମଗିରି ରେବଣା ନୂଆ ଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଯାଇ ସମସ୍ତଙ୍କୁ ତାଗିଦ୍ କରିଛନ୍ତି ଉପାସନା। 
Gh
ଡାକ୍ତରଖାନାରେ ଆମ୍ବୁଲାନ୍ସ ନଥିବାରୁ ରୋଗୀ ବହୁତ୍ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ଶହ ଶହ ଲୋକ ନିର୍ଭର କରୁଥିବା ବେଳେ ଡ଼ାକ୍ତର ନଥିବାରୁ ଅଶାନ୍ତି ହେଇ ରୋଗୀ ମାନେ ମଧ୍ୟ ଡାକ୍ତରଖାନାକୁ ଆସୁନାହାନ୍ତି। ଏହାକୁ ନେଇ ତଦାରଖ କରିଛନ୍ତି ବିଧାୟିକା ଉପାସନା। ଉପାସନାଙ୍କ ସପ୍ରାଇଜ୍ ଭିଜିଟକୁ ସମସ୍ତେ ସ୍ଵାଗତ କରିଛନ୍ତି। ଡାକ୍ତରଖାନାରେ ହେଇଥିବା ସମସ୍ୟା ଓ ଅବହେଳାର ଚିତ୍ର ସାମ୍ନାକୁ ଆସିଛି। 
Bb
ଡାକ୍ତରଖାନାରେ ସାଧାରଣ ମେଡିସିନ ସହ ଏମର୍ଜେନ୍ସି ମେଡିସିନ ନଥିବା ଦେଖିବାକୁ ମିଳିଛି। ସେପଟେ ଡାକ୍ତରଖାନାକୁ ଆସିଥିବା ରୋଗୀଙ୍କ ସହିତ କଥା ହେଇଥିଲେ ଉପାସନା। ରୋଗୀଙ୍କ ଅଭିଯୋଗ ଅନୁସାରେ ଡାକ୍ତରଖାନାରେ ମେଡିସିନ ମିଳୁନଥିବାର ଶୁଣିବାକୁ ମିଳିଥିଲା। କୌଣସି ମେଡ଼ିସିନ ନଥିବା ଉପାସନା ଷ୍ଟୋର ରୁମକୁ ଯାଇ ବୁଝିଥିଲେ। ବ୍ରହ୍ମଗିରି ରେବଣା ନୂଆ ଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ସ୍ୱାସ୍ଥ୍ୟ ଅବସ୍ଥାର ବିକଳ ଚିତ୍ରର ଆଜି ଗୁମର ଖୋଲିଛି। 
ଉନ୍ନତ ସ୍ୱାସ୍ଥ୍ୟ କେନ୍ଦ୍ରର ବିକାଶ ପାଇଁ ପୂର୍ବ ସରକାର ଅନେକ ପଇସା ମାରି ଖାଇଛନ୍ତି ବୋଲି ଅନୁଭବ କରିଛନ୍ତି ଉପାସନା। ଡାକ୍ତରଖାନା ନାଁରେ ଅବହେଳାର ବିକଳ ଚିତ୍ର ବାହାରକୁ ଆସିଥିବାର ଦେଖିବାକୁ ମିଳିଛି ଉପାସନାଙ୍କୁ। ସେପଟେ ଆମ୍ବୁଲାନ୍ସ ସ୍ୱାସ୍ଥ୍ୟ ସେବା ଅବହେଳା ଏବଂ ମେଡିସିନକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ବିଧାୟିକା ଉପାସନା ମହାପାତ୍ର। ଆଉ ଉପରସ୍ତ ଅଧିକାରୀଙ୍କୁ ତିନିଘଣ୍ଟା ଭିତରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

Advertisement