Jul 11, 2024, 20:59 IST

ଫିଲ୍ମ ପ୍ରଡ୍ୟୁସରକୁ ଭଲ ଭାବେ ଧୋଇଲେ ନିଶା ମହାରଣା ଦେଖନ୍ତୁ କଣ କହିଲେ - Exclusive

Hb

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଇଥିବେ। ତେବେ ବେଳେ ବେଳେ ଅନେକ ପ୍ରକାରର ଏକ୍ଟର ଓ ଅନେକ ମଡେଲର ମାନଙ୍କୁ ନେଇକି ଅନେକ ପ୍ରକାରର ଭିଡ଼ିଓ ମାନ ଭାଇରାଲ ହୋଇଥାଏ। ତେବେ ବର୍ତମାନ ଯାହାଙ୍କ ବିଷୟରେ ଭାଇରାଲ ହେବାରେ ଲାଗିଛି ସେ ହେଉଛନ୍ତି ଅଲିଉଡ ର ଜଣେ ହଟ ଆଲବମ କୁଇନ ଯାହାକୁ ଆପଣ ମାନେ ଅନେକେ ଓଡିଶା ର ସନ୍ନି ଲିଅନୀ ଭାବରେ ଜାଣିଛନ୍ତି ସେ ହେଉଛନ୍ତି ନିଶା ମହାରଣା।
Gh
ଓଡ଼ିଆ ଯାତ୍ରା ଅଭିନେତ୍ରୀ ନିଶା ମହାରଣା ଅଧିକାଂଶ ସମୟରେ ବିଭିନ୍ନ ଘଟଣାକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ତେବେ ଏହା ମଧ୍ୟରେ ନିଶାଙ୍କୁ ନେଇ ଆସିଛି ଏକ ବଡ଼ ଖବର। ଜଣେ ଫିଲ୍ମ ପ୍ରଯୋଜକ ଫିଲ୍ମ ଅଫର ଦେଇ ତାଙ୍କୁ ଖରାପ କଥା କହିଥିବା ନିଶା ଅଭିଯୋଗ କରିଛନ୍ତି। ଉକ୍ତ ପ୍ରଡ୍ୟୁସର ଜଣଙ୍କ ନିଶାକୁ ରାତିରେ ଫୋନ୍ କରି ଏଭଳି ଖରାପ ଅଫର ଦେଇଥିବା ଅଭିନେତ୍ରୀ କହିଛନ୍ତି। 
Vh
ନିଶା କହିଛନ୍ତି, କିଛିଦିନ ତଳେ ମୋତେ ଫିଲ୍ମରେ ହିରୋଇନ କରିବା ପାଇଁ ଉକ୍ତ ପ୍ରଡ୍ୟୁସର ଜଣଙ୍କ ମୋ ସହିତ କଥା ହୋଇଥିଲେ। ସେ ସମୟରେ ପ୍ରଯୋଜକ ଜଣଙ୍କ ମୋତେ ତାଙ୍କ ସହ ରାତି କଟାଇବାକୁ ପରୋକ୍ଷ ଭାବରେ କହିଥିଲେ। ଏଥିସହିତ ପ୍ରଯୋଜକଙ୍କ ପାଇଁ ମୁଁ କ’ଣ କରିପାରିବି ବୋଲି କହିଥିଲେ। ସେ ସମୟରେ ମୋ ପାଖରେ କିଛି ପ୍ରମାଣ ନଥିଲା। ୨-୩ ଦିନ ତଳେ ଉକ୍ତ ପ୍ରଯୋଜକ ମୋତେ ମେସେଜ୍ କରିଥିଲେ। 
କାମ କରିବା ପାଇଁ କମ୍ପ୍ରମାଇଜ୍ କରିବା ପାଇଁ କହିଥିଲେ। ଏପରିକି ସେ ମୋତେ ବେପାରୀ ବୋଲି ମଧ୍ୟ କହିଥିଲେ। ଫିଲ୍ମରେ ହିରୋଇନ କରିବା ନାଁରେ ଝିଅମାନଙ୍କୁ ଖରାପ କାର୍ଯ୍ୟରେ ନିୟୋଜିତ ପାଇଁ ପ୍ରଲୋଭନ ଦିଆଯାଉଥିବା ନିଶା ମିଡ଼ିଆ ଆଗରେ କହିଛନ୍ତି। ତେବେ ବନ୍ଧୁଗଣ ବର୍ତମାନ ଏହି ଘଟଣାଟି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।

Advertisement