Updated: Jun 7, 2024, 17:34 IST

ଓଡ଼ିଆ ଅଭିନେତ୍ରୀ ମାନେ କେମିତି କଲେ ସାବିତ୍ରୀ ବ୍ରତ ପାଳନ ଦେଖନ୍ତୁ ଏହି ସୁନ୍ଦର ଦୃଶ୍ୟ

Gh

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ। ବନ୍ଧୁଗଣ ଅଲିଉଡ ଇଣ୍ଡଷ୍ଟ୍ରିର ନବବିବାହିତା ହିରୋଇନ୍ ମାନେ ନିଜ ସ୍ୱାମୀଙ୍କ ସହିତ ପ୍ରଥମଥର ପାଇଁ ସାବିତ୍ରୀ ବ୍ରତ ପାଳନ କରୁଛନ୍ତି। ତେବେ ଅଲିଉଡ ଇଣ୍ଡଷ୍ଟ୍ରିର ସବୁ ହୀରୋ ହିରୋଇନ୍ ମାନେ ସ୍ବାମୀ ସ୍ତ୍ରୀ ଏକାଠି ହେଇ ସାବିତ୍ରୀ ବ୍ରତ ପାଳନ କରୁଛନ୍ତି। ବହୁତ ଦିନ ତଳର କଥା ଜଣେ ରାଜାଙ୍କର ଏକ ସୁନ୍ଦରୀ ପୁତ୍ରି ଥିଲା। ଯାହାଙ୍କ ନାଁ ହେଉଛି ସାବିତ୍ରୀ। 
Gg
ବିବାହ ସମୟ ଆସିବାରୁ ସାବିତ୍ରୀ ନିଜ ମନପସନ୍ଦର ସତ୍ୟବାନଙ୍କୁ ବିବାହ କରିଥିଲେ। ହେଲେ ସାବିତ୍ରୀ ଜାଣିଥିଲେ ଯେ ବିବାହର ଗୋଟିଏ ବର୍ଷ ପରେ ସତ୍ୟବାନଙ୍କ ମୃ-ତ୍ୟୁ ଘଟିବ। ଆଉ ସେଥିପାଇଁ ସେ ପ୍ରତ୍ୟେକ ଦିନ ପୂଜା ବ୍ରତ କରିଆସୁଥିଲେ। ବର୍ଷେ ପରେ ସମୟ ଆସିଲା ସତ୍ୟବାନଙ୍କର କାଠ କାଟୁ କାଟୁ ଜୀବନ ଚାଲିଯାଇଥିଲା। ଯମରାଜ ଯେତେବେଳେ ସତ୍ୟବାନଙ୍କ ଆତ୍ମାକୁ ନେବାକୁ ଆସିଥିଲେ ସେତେବେଳେ ସାବିତ୍ରୀ ଯମରାଜଙ୍କୁ ଏକ ବର ମାଗିଥିଲେ। 
Gh
ଯମରାଜ ମଧ୍ୟ ସାବିତ୍ରୀଙ୍କ ଭକ୍ତି ଦେଖି ଏବଂ ଭଲ ପାଇବା ଦେଖି ତଥାସ୍ତୁ କରିଦେଇଥିଲେ। ଯେଉଁଥିରେ ସାବିତ୍ରୀ ସତ୍ୟବାନଙ୍କର ପିତାଙ୍କର ଦୃଷ୍ଟିଶକ୍ତି, ହରାଇଥିବା ରାଜ୍ୟ ଓ ଏକଶହ ପୁତ୍ର ଲାଭର ବର ମାଗିଦେଇଥିଲେ। କିନ୍ତୁ ସତ୍ୟବାନ ବିନା ତ ପୁତ୍ର ଜନ୍ମ କରିବା ଅସମ୍ଭବ ଏହିପରି ଭାବେ ସାବିତ୍ରୀ ଅତି ଚତୁରତାର ସହିତ ସତ୍ୟବାନଙ୍କୁ ଫେରି ପାଇଥିଲେ। ସେହିଦିନ ଠାରୁ ସବୁ ବିବାହିତା ସ୍ତ୍ରୀ ମାନେ ନିଜ ସ୍ଵାମୀଙ୍କ ପାଇଁ ସାବିତ୍ରୀ ବ୍ରତ ପାଳନ କରିଆସୁଛନ୍ତି।
ଆମ ଅଲିଉଡ ଇଣ୍ଡଷ୍ଟ୍ରିର ଅଭିନେତା ଅଭିନେତ୍ରୀ ମାନେ ମଧ୍ୟ ସାବିତ୍ରୀ ବ୍ରତ କରିଛନ୍ତି। ଏବର୍ଷ ସାବିତ୍ରୀ ବ୍ରତକୁ ବେଶ ଧୁମଧାମରେ ପାଳନ କରିଛନ୍ତି। ଅର୍ଚ୍ଚିତା, ଲିପ୍ସା, ରଚନା ବାନାର୍ଜୀ ତଥା ସମସ୍ତ ଅଭିନେତା ଅଭିନେତ୍ରୀ ତାଙ୍କ ସହିତ ସିରିୟଲ ଅଭିନେତ୍ରୀ ମାନେ ମଧ୍ୟ ସାବିତ୍ରୀ ବ୍ରତକୁ ପାଳନ କରିଛନ୍ତି। ଆପଣ ମାନେ ତ ସମସ୍ତେ ଭିଡିଓରେ ଦେଖିପାରୁଥିବେ କେମିତି ଅଲିଉଡର ଅଭିନେତା ଅଭିନେତ୍ରୀ ମାନେ ସାବିତ୍ରୀ ବ୍ରତ ପାଳନ କରୁଛନ୍ତି।

Advertisement