Jun 3, 2024, 17:11 IST

ପାଣିପାଗ ବିଭାଗ ତରଫରୁ ଆସିଲା ସତର୍କ ସୂଚନା ଦେଖନ୍ତୁ ଆଉ ସାବଧାନ ରୁହନ୍ତୁ ଏହିସବୁ ଜିଲ୍ଲା

Gg

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି ଖବର ପାଇପାରିବେ । ପାଣିପାଗ ଜଗତକୁ ନେଇ ଆସିଛି କିଛି ଖବର । ପୁଣି ହୋଇପାରେ ବର୍ଷା । ଆଉ ଏହି ବର୍ଷା ଯେମିତି ହୋଇଥିଲା ସେମିତି ହୋଇପାରେ । କାଳବୈଶାଖୀ ବର୍ଷାର ପ୍ରଭାବ ତ ଆପଣମାନେ ଦେଖିଥିବେ । 
Ff
ଏବେ ପୁଣି କାଳବୈଶାଖୀ ନେଇ କିଛି ଖବର ଆସିଛି । କାଳବୈଶାଖୀ ବର୍ଷା ଆସିବାକୁ ଯାଉଛି । କାଳବୈଶାଖୀ ବର୍ଷା ପ୍ରଭାବରେ ପୁଣି ଭିଜିବ ଅଧା ଓଡ଼ିଶା । କାଳବୈଶାଖୀ ୪ ଘଣ୍ଟା ଧରି ତାର କରାଳ ରୂପ ଦେଖାଇଥିଲା । ଏହି କାଳବୈଶାଖୀ ପ୍ରଭାବରେ ଅନେକ ଗଛ ଭାଙ୍ଗିଲା ଆଉ ତୁହା କୁ ତୁହା ବର୍ଷା କାଚିଲା । କାଳବୈଶାଖୀ ପୁଣି ଥରେ ତାର କରାଳ ରୂପ ଦେଖାଇବ ଆଉ ପବନ ସହ ବର୍ଷା ହେବ । ସକାଳେ ଖରା ଲୋକମାନଙ୍କୁ ହନ୍ତସନ୍ତ କରିଲା ଆଉ ରାତିରେ ମାଡ଼ି ଆସିଲା କାଳବୈଶାଖୀ ।
Gf
ଏହାପରେ ସେ ତାଣ୍ଡବ ରଚିଥିଲା । ଘଡଘଡି ପବନ ସହ ତୁହା କୁ ତୁହା ବର୍ଷା ହେବାର ଲାଗିଲା । ଘଡଘଡି ବର୍ଷା ହେବା କାରଣରୁ ଲୋକମାନେ ହନ୍ତସନ୍ତ ହୋଇଥିଲେ । ଆଉ ଲାଇନ୍ କଟି ଯାଇଥିଲା ଏହି କାରଣରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିଲେ । ରାତି ୯ ଟା ୩୦ ବେଳକୁ ବର୍ଷା ଆଉ ଘଡଘଡି ମାଡ଼ି ଆସିଲା । ଆଉ ଏହାପରେ ତୁହା କୁ ତୁହା ବର୍ଷା ହେବାର ଲାଗିଲା । ଆଉ ୧୫୦ କିଲୋମିଟର ବେଗରେ ପବନ ବହିଥିଲା । ମୂଷଳ ଧାରାରେ ବର୍ଷା ହୋଇଥିଲା ଆଉ ରାତିରେ ପ୍ରବଳ ବର୍ଷିଥିଲା ।
ତିନି ଘଣ୍ଟା କାଳ କାଳବୈଶାଖୀ ତାର ପ୍ରଭାବ ଦେଖାଇଥିଲା । କାଳବୈଶାଖୀ ବର୍ଷା ଦେଖି ଲୋକମାନେ ଯେଉଁଠି ପାରିଲେ ସେଠାରେ ଛିଡ଼ା ହୋଇ ଯାଇଥିଲେ । ଅନେକ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ଗଛ ଉପୁଡ଼ିବା ସହିତ ବ୍ୟାପକ କ୍ଷୟକ୍ଷତି ହୋଇଛି ବୋଲି ଖବର ଆସିଛି । ଯଦି ଏହି କାଳବୈଶାଖୀ ବର୍ଷାକୁ ପ୍ରଭାବରେ କୌଣସି ସ୍ଥାନରେ କ୍ଷୟକ୍ଷତି ହୋଇଛି ତାହେଲେ ଏନେଇ ରାଜ୍ୟ ସରକାରଙ୍କୁ ଜଣାଇବାକୁ କୁହାଯାଇଛି । ଏବେ ଏହି ଖବର ଆସିଛି କାଳବୈଶାଖୀକୁ ନେଇ ।

Advertisement