Jun 17, 2024, 18:46 IST

ପାଣିପାଗ ବିଭାଗ ତରଫରୁ ଆସିଲା ସତର୍କ ସୂଚନା ଦେଖନ୍ତୁ ଏହିସବୁ ଜିଲ୍ଲାରେ ପ୍ରବଳ କାଚିବ ବର୍ଷା

Gg

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଆପଣମାନେ ପାଣିପାଗ ବିଷୟରେ ଆସିଥିବା ସବୁ ଖବର ପାଇପାରିବେ । ଆପଣମାନେ ସମସ୍ତେ ତ ପାଣିପାଗ ବିଷୟରେ ସୂଚନା ପାଇ ପାରୁଛନ୍ତି । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଅନେକ କିଛି ଖବର ଜାଣିପାରିବେ । ରାଜ୍ୟରେ ପ୍ରବଳ ଖରା ଅନୁଭୂତ ହେଉଛି । ଆଉ ଏହି ଖରା ପାଇଁ ଲୋକମାନେ ଡହଳ ବିକଳ ହେଉଛନ୍ତି । 
Hh
ଏବେ ଏହି ଗରମ ଆଉ ଗୁଳୁଗୁଳି ଭିତରେ ଆସିଛି କିଛି ଖବର ଯାହା ଆପଣମାନେ ଜାଣିଲେ ଆଶ୍ୱସ୍ତି ଲାଭ କରିବେ । ପୁଣି ହଠାତ୍ ବଦଳିଗଲା ପାଗ । ମାଡ଼ି ଆସୁଛି ବିପଦ ୮ ଜିଲ୍ଲାବାସୀ ରୁହନ୍ତୁ ସତର୍କ । ତିନି ଘଣ୍ଟାରେ ବୁଡ଼ିଯିବ ଏହି ସବୁ ଜିଲ୍ଲା । ଘରୁ ବାହାରିଲା ମାତ୍ରେ ଜୀବନ ପ୍ରତି ରହିଛି ବିପଦ । ଏଥିପାଇଁ ଆପଣମାନେ ସତର୍କ ରୁହନ୍ତୁ । ସତର୍କ ରହିବାକୁ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏବେ ରଜର ମାହୋଲରେ ପାଗ ବଦଳି ଯିବାର ସୂଚନା ଆସିଛି । 
Bb
ଶେଷ ରଜରେ ଗରମରୁ ଟିକେ ଆଶ୍ୱସ୍ତି ପାଇବେ ଲୋକମାନେ । ତିନି ଘଣ୍ଟାରେ ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ସୂଚନା ମିଳିଛି । ତିନି ଘଣ୍ଟାରେ ବୁଡ଼ିଯିବ ଏହି ସବୁ ଜିଲ୍ଲା । ଆସନ୍ତା ତିନି ଘଣ୍ଟା ପ୍ରବଳ ବର୍ଷା ହେବ ଆଉ ସେଥିପାଇଁ ଘର ବାହାରକୁ ବାହାରନ୍ତୁ ନାହିଁ । ଏହି ୮ଟି ଜିଲ୍ଲାରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ହେବ ବୋଲି ସୂଚନା ମିଳିଛି । ତୁହା କୁ ତୁହା ବର୍ଷିବ ବର୍ଷା । ଏଥିପାଇଁ କିଛି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । 
୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରି ସତର୍କ ରହିବାକୁ ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି । ବର୍ଷା ସହ ଘଡଘଡି ହେବାର ସମ୍ଭାବନା ରହିଛି । ଏହି ୮ଟି ଜିଲ୍ଲା ହେଉଛି, ନବରଙ୍ଗପୁର, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, କଳାହାଣ୍ଡି, ଏବଂ ନୂଆପଡ଼ା । ଏହିସବୁ ଜିଲ୍ଲାବାସୀ ତିନି ଘଣ୍ଟା ପର୍ଯ୍ୟନ୍ତ ସତର୍କତା ସହିତ ରହିବାକୁ କୁହାଯାଇଛି । ତିନି ଘଣ୍ଟା ପାଇଁ ଲୋକମାନେ ବଜ୍ରପାତ ହେଉନଥିବା ଅଞ୍ଚଳରେ ରହିବାକୁ ପରାମର୍ଶ ଦିଆଯାଇଛି ।

Advertisement