Updated: Jun 1, 2024, 16:54 IST

ମୋବାଇଲରୁ ମୋବାଇଲ ଘୁରି ବୁଲୁଛି ଭିଡିଓ ଦେଖନ୍ତୁ ୨୦୦ ଝିଅଙ୍କ ସହ ସମ୍ପର୍କ ରଖି ବନ୍ଧା ହେଲେ ସାଂସଦ

Cv

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଏବେ ଏକ ଖବର ଜଣେ ସାଂସଦଙ୍କୁ ନେଇ ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ଏହି ଭିଡିଓ ମାଧ୍ୟମରେ ଏହି ଖବର ଆପଣମାନେ ପାଇପାରିବେ ।
Vv
ଖବର ଆସିଛି ଭାଇରାଲ ସେ-କ୍ସ୍ ଭିଡିଓରେ ସାଂସଦ ଫସି ଯାଇଛନ୍ତି । ଏହି ସାଂସଦ ଜଣକ ଏଭଳି ନିନ୍ଦନୀୟ କାମ କରିଛନ୍ତି ଯାହା ଏହି ସମାଜ ପାଇଁ କଳଙ୍କ ଅଟେ । ଏହି ସାଂସଦ ଜଣକ ୨୦୦୦ ଝିଅଙ୍କ ସହିତ ଶୋଇଛନ୍ତି । 
ଏହି ମାମଲା ପରେ ତାଙ୍କୁ ୩୫ ଦିନ ଖୋଜା ହୋଇଥିଲା । ଅର୍ଥାତ୍ ୩୫ ଦିନର ଛକାପଞ୍ଝା ପରେ ବନ୍ଧା ହେଲେ ଏହି ସାଂସଦ ଜଣକ । ବାଙ୍ଗାଲୋରରେ ପାଦ ରଖୁ ରଖୁ ଜାଲରେ ପଡିଗଲେ ତାଙ୍କୁ ପ୍ରଶ୍ନ ପଚାରିଲା CID । ରାତି ତମାମ ପ୍ରଶ୍ନ ପଚାରିଲା CID ।
ଏହି ସାଂସଦ ଜଣକ ହେଉଛନ୍ତି କର୍ଣ୍ଣାଟକ ନେତା ପ୍ରଜ୍ଵଳ ରେଭାନ୍ନା । ଏହି ସାଂସଦ ଜଣକ ଏବେ ନିଲମ୍ବିତ ହୋଇଛନ୍ତି । ୩୦ ଜୁଲାଇ ରାତିରେ ସେ ଜର୍ମାନୀରୁ ବାଙ୍ଗାଲୋର ଫେରିବା ପରେ ତାଙ୍କ ସହିତ ଏଭଳି ଘଟିଥିଲା । SIT ଟିମ୍ ତାଙ୍କୁ ତୁରନ୍ତ ବାନ୍ଧି ଦେଇଥିଲା । 
Bb
ସାଂସଦ ପ୍ରଜ୍ୱଳ ରେଭାନ୍ନାଙ୍କ ଶତାଧିକ ଅ-ଶ୍ଳୀ-ଳ ଭିଡିଓ ଭାଇରାଲ ହୋଇଥିଲା । ଆଉ ଏହି ମାମଲାରେ ସେ ଜର୍ମାନୀରେ ଲୁଚିଥିଲେ । ତାଙ୍କୁ ଏକ ମହିଳା ଟିମ୍ ଧରି CID ଅଫିସ ଅଭିମୁଖେ ଚାଲି ଯାଇଥିଲେ । ଆଉ ସେଠାରେ ତାଙ୍କୁ ରାତି ସାରା ଜେରା କରାଯାଇଥିଲା ।
ମହିଳା ଟିମ୍ ତାଙ୍କ ସହିତ ଦୁଇଟି ବ୍ୟାଗ୍ ମଧ୍ୟ ନେଇଥିଲେ । ଏବେ ଏହି ସାଂସଦ ଜଣଙ୍କର ମେଡିକାଲ ଟେଷ୍ଟ ପାଇଁ ତାଙ୍କୁ ସରକାରୀ ମେଡିକାଲ ନିଆଯାଇଛି । ତାଙ୍କୁ ମାଜିଷ୍ଟ୍ରେଟଙ୍କ ପାଖକୁ ନିଆଯିବ ଆଉ ସେଠାରେ ପୋଲିସ ସାଂସଦଙ୍କୁ ୧୪ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିବ ।
ଏହାସହ ଫରେନ୍ସିକ ଟିମ୍ ସେଠାରେ ପହଞ୍ଚି ପ୍ରଜ୍ବଳ ରେଭାନ୍ନାଙ୍କ ଅଡିଓ କ୍ଲିପ୍ ଯାଞ୍ଚ କରିବ । ଆଉ ଏହି ଯାଞ୍ଚ ପରେ ଭାଇରାଲ ସେ-କ୍ସ୍ ଭିଡିଓରେ ଶୁଣା ଯାଉଥିବା ସ୍ୱର ପ୍ରଜ୍ଜଳଙ୍କର ନା ନୁହେଁ ତାହା ସ୍ପଷ୍ଟ ହୋଇଯିବ । କର୍ଣ୍ଣାଟକ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ସମୟରେ ପ୍ରଜ୍ବଳଙ୍କର ସେ-କ୍ସ୍ ଭିଡିଓ ଭାଇରାଲ ହୋଇଥିଲା ।
ଆଉ ସେ ୨୦୦୦ ମହିଳାଙ୍କ ଯୌ-ନ ଉତ୍ପୀଡନ କରିଛନ୍ତି ବୋଲି ଅଭିଯୋଗ ହୋଇଥିଲା । ଏହାପରେ ସେ ଦେଶ ଛାଡ଼ି ଆଉ ନିଜ ସାଂସଦ ଛାଡ଼ି ଜର୍ମାନୀ ପଳାଇଥିଲେ । ଏବେ ଏହି ଘଟଣାକୁ ନେଇ ଚର୍ଚ୍ଚା ହେଉଛି ।

Advertisement