Aug 13, 2024, 17:59 IST

ଆସିଲା ପ୍ରବଳ ବର୍ଷା ସାବଧାନ ରୁହ ଏହିସବୁ ଜିଲ୍ଲା

Hh

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ପାଣିପାଗ ବିଷୟରେ ଆସିଥିବା ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଖବର ଜାଣିଲେ ଆଗୁଆ ସତର୍କ ହୋଇଯିବେ । ଏବେ ଖବର ଆସିଛି କି ପୁଣି କାଚିବ ବର୍ଷା । ପୁଣି ହେବ ଲଗାଣ ବର୍ଷା । ଆକାଶରୁ ଖସିବ ବିଜୁଳି ଆଉ ପ୍ରବଳ ବର୍ଷା ହେବ । 
Vv
ଓଡ଼ିଶାରେ ଅନେକ ବର୍ଷା ହେବ । ଆଉ ପ୍ରବଳ ବର୍ଷା ହେବା ଦ୍ବାରା ଏହି ସବୁ ଜିଲ୍ଲା ଭିଜିଯିବ ବୋଲି ଖବର ଆସିଛି । ଓଡ଼ିଶାର ଅନେକ ଜିଲ୍ଲା ଏବେ ଭିଜିବ ବୋଲି ଖବର ଆସୁଛି । ଆଜି ବର୍ଷା ହୋଇନାହିଁ ପାଗ ଶୁଖିଲା ଅଛି କିନ୍ତୁ କାଲି ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବ ବୋଲି ସୂଚନା ମିଳିଛି । ଆସନ୍ତା କାଲି ପାଇଁ ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, ସମ୍ବଲପୁର, ଝାରସୁଗୁଡ଼ା, ଭଦ୍ରକ, ବାଲେଶ୍ଵର, କେନ୍ଦ୍ରାପଡ଼ା, ଅନୁଗୁଳ, ସୁନ୍ଦରଗଡ଼, ଦେବଗଡ଼, ବରଗଡ଼, ସୁବର୍ଣ୍ଣପୁର, ବଲାଙ୍ଗୀର, ନୂଆପଡ଼ା, ଇତ୍ୟାଦି ଜିଲ୍ଲାରେ ପ୍ରବଳ ବର୍ଷା ହେବ । 
Hg
ଏହିଭଳି ୧୮ ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ସୂଚନା ମିଳିଛି । ଏହି ସବୁ ଜିଲ୍ଲାରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବା ସହିତ ଘଡଘଡି ହେବ ବୋଲି ସୂଚନା ମିଳିଛି । ଆକାଶ ରୁ ଖସିବ ବିଜୁଳି । ୧୪ ତାରିଖରେ ଅଧିକାଂଶ ଜିଲ୍ଲାରେ ବର୍ଷାର ପରିମାଣ କମିପାରେ ବୋଲି ସୂଚନା ମିଳିଛି । ୧୪ ତାରିଖରେ କେବଳ ସୁନ୍ଦରଗଡ଼, ବାଲେଶ୍ଵର, ଜିଲ୍ଲାରେ ବର୍ଷା ହେବ ବୋଲି ସୂଚନା ମିଳିଛି । ଉତ୍ତର ଭାରତରେ ବର୍ଷା ହେବ ବୋଲି ସୂଚନା ମିଳିଛି । 
ପଞ୍ଜାବ ହିମାଚଳ ସୀମାରେ ଭାସି ଯାଇଛି କାର । ସେଠାରେ ୯ ଜଣଙ୍କର ମୃ-ତଦେହ ଉଦ୍ଧାର ହୋଇଥିବା ବେଳେ ପ୍ରଖର ସ୍ରୋତରେ ଅନେକ ଲୋକ ଭାସି ଯାଇଛନ୍ତି ବୋଲି ଖବର ଆସିଛି । ପଞ୍ଜାବ ହିମାଚଳ ଅଞ୍ଚଳରେ ଗୋଟିଏ ବାହାଘର ହେଉଥିଲା । ଆଉ ଏହି ବାହାଘରରେ ଯୋଗ ଦେବା ପାଇଁ ଗୋଟିଏ ପରିବାରର ୧୧ ଜଣ ଯାଇଥିଲେ । ଏହି କାରରେ ସେମାନେ ଯାଉଥିବା ବେଳେ ଭାସି ଯାଇଥିଲେ । ଆଉ ଏବେ ଏହି ଘଟଣା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । ଏହାକୁ ନେଇ ଅନେକ ଖବର ଆସିଛି ।

Advertisement